• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

arrest
ଜାଲ ନୋଟ୍‌ ରାକେଟ୍‌ ଠାବ, ୩ ଗିରଫ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍‌ ଏକ ଜାଲ ନୋଟ୍‌ ରାକେଟ୍‌ ଠାକ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩୪ ହଜାର ଜାଲ୍‌ ନୋଟ୍‌ ଜବତ କରାଯାଇଛି। ଜବତ ଜାଲ ନୋଟ୍‌ ମଧ୍ୟରେ ୧୪ଟି ୨ ହଜାର ଟଙ୍କିଆ ନୋଟ୍ ଏବଂ ୧୨ଟି...

ctc
ମାଟ୍ରିକ ଭାଇରାଲ୍: ଇଂରାଜୀ ପରୀକ୍ଷା ଆଉ ଥରେ ହେବ ନେଇ ଆଜି ନିଷ୍ପତ୍ତି

କଟକ (ବିଶ୍ୱଜିତ୍‌ ଆଚାର୍ଯ୍ୟ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୩ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ବାତିଲ୍‌ ହୋଇଥିଲା। ଏହି ୩ଟି କେନ୍ଦ୍ରର ପରୀକ୍ଷା କେବେ ହେବ ଏନେଇ ଆଜି କଟକ ବୋର୍ଡ ଅଫିସ ପରିସରରେ ବସିବାକୁ ଥିବା ଏକ୍‌ଜାମିନେସନ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ।...

accident
ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ବାଲିଗୁଡ଼ା (ଅଜିତ୍‌ ନାୟକ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଝିଞ୍ଜିରଗୁଡ଼ା ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଝିଞ୍ଜିରଗୁଡ଼ାର କୈଳାସ ବେହେରା ଦଳାଇ ଓ ଗୁଡ଼ିକିଆର ତାର୍ଜନ ବଳିୟାରସିଂହ। ଏଥିସହ  ଆନନ୍ଦ ବଳିୟାର ସିଂହ ଓ ଜୟ...