• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

br Ambedkar
ଆଜି ବି.ଆର୍‌. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ବି.ଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶ ମଉରେ ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରଣେତା ତଥା ନୂତନ ଭାରତର ପରିକଳ୍ପନା କରିଥିବା ଭୀମରାଓଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ ସଂସଦ...

Jajpur
୧୪ ଲକ୍ଷ ଟଙ୍କା ଜବତ 

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧରେ ଯାଉଥିବା ଏକ ବୋଲେରୋରୁ  ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌ ଓ କାଳିଆ ପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛନ୍ତି।  ଏକ ଟ୍ରାନ୍ସପୋର୍ଟ କଂପାନି ପକ୍ଷରୁ ଏହି ଟଙ୍କା ନିଆଯାଉଥିବା ଜଣାପଡ଼ିଛି।...

modi
ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ନରେନ୍ଦ୍ର ମୋଦି। ଏଥିସହ ସମସ୍ତଙ୍କ ସ୍ୱପ୍ନ ସାକାର ହେଉ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ...

puri
ପୁରୀରେ ମିନି ମାରାଥନ

ପୁରୀ(ମଧୁସୂଦନ ମିଶ୍ର): ସାଧାରଣ ନିର୍ବାଚନରେ କିଭଳି ଶତ ପ୍ରତିଶତ ମତଦାନ ହୋଇପାରିବ,ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ମିନି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ନାଗାମେଢ,ଘୋଡାନାଚ, ଫୁଲମେଢ,ଘୁଡକି ଆଦି ବିଭିନ୍ନ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ,ଦିବ୍ୟାଙ୍ଗ ଓ ଭୋଟରମାନେ...

fire
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ

ଜୟପୁର(ଟି.ଗୌରୀଶଙ୍କର) :କୋରାପୁଟ ଜିଲ୍ଲା ବନଖଣ୍ଡ ଅର୍ନ୍ତଗତ ଜୟପୁର ଘାଟିରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ଗତକାଲିଠୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ ଜଙ୍ଗଲରେ ଥିବା ଲକ୍ଷାଧିକ ମୂଲ୍ୟର ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ କୌଣସି ପଦକ୍ଷେପ...

Bolangir
ବଲାଙ୍ଗିରରେ ପ୍ରାକ୍‌ ନିର୍ବାଚନୀ ହିଂସା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆସନ୍ତା ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବାବେଳେ ବଲାଙ୍ଗିରରେ ରାଜନୈତିକ ହିଂସା ଦେଖାଦେଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଥିବା ବିଜେଡି ଅଫିସ୍‌ରେ ପଶି କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।...

pana-sankranti
ଆଜି ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଏହି ଦିନଟିକୁ...