• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

salepur
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ବିଜେପିର ଚେତାବନୀ

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀର ଗୀତାଞ୍ଜଳି ଦାସ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ହେଲେ ଡାକ୍ତର ପରିବାର ନିୟୋଜନ ପରିବର୍ତ୍ତେ ଭୁଲ୍ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଗୀତାଞ୍ଜଳି ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ...

ctc
ଆଜୀବନ କଏଦୀଙ୍କ ମୃତ୍ୟୁ

କଟକ(ବିବର୍ତ୍ତନ ପଣ୍ଡା): କଟକ ଚୌଦ୍ୱାର ଜେଲ୍‌ରେ ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ କଟକ କେଶରପୁର ଅଞ୍ଚଳର ଶୁଭେନ୍ଦୁ ଦାସ ଓରଫ ଟନି। କଟକ ଶେଖ୍ ବଜାରର କେଶବ ବେହେରା ଓରଫ୍‌ କେସିଆ ହତ୍ୟା ମାମଲାରେ ସେ ଗତ ୬ ବର୍ଷ ହେଲା ଜେଲ୍‌ରେ...

attack
ଶ୍ରମିକଙ୍କୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଭେଜିପୁଟ ହରିଜନସାହିରେ ଜଣେ ଶ୍ରମିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ସନ୍ତୋଷ ନାଇକ। ସନ୍ତୋଷଙ୍କ ଘର ଶଙ୍ଖସାହିରେ। ସେ ସିମେଣ୍ଟ କାମ ସାରି ଘରକୁ ଫେରୁଥିବା ବେଳେ  କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ...

naveen patnaik
ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତ କରିବେ। ଏହି ଅବସରରେ ସେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସଫଳ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡ଼ା ଓ...

giraf
୧୦ କୁଇଣ୍ଟାଲ ବିସ୍ଫୋରକ ଜବତ: ୨ ଗିରଫ

ଭୁବନେଶ୍ୱର: ଚୋରା ଚାଲାଣ ବେଳେ ୧୦ କୁଇଣ୍ଟାଲ ବିସ୍ଫୋରକ ଜବତ ହୋଇଛି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏକ ଗାଡିରେ ୨୭ଟି ବସ୍ତାରେ ପ୍ୟାକିଂ ହୋଇ ଚାଲାଣ ହେଉଥିବା ବେଳେ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ ଏହାକୁ ଧରିଛି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏସ୍‌ଟିଏଫ୍ ୧୦ କୁଇଣ୍ଟାଲ ବିସ୍ଫୋରକ...

kalahandi
ମା’କୁ ଛୁରୀରେ ଭୁସି ପୋତି ଦେଲା ପୁଅ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମା’କୁ ମାରି ପୋତି ଦେଇଥିଲା ପୁଅ। ଘଟଣା ଜଣାପଡ଼ିଯିବା ପରେ ସେ ଫେରାର ହୋଇଯାଇଛି। ପୁଲିସ୍ ମୃତ ଶରୀରକୁ ବାହାର କରି ବ୍ୟବଚ୍ଛେଦ କରାଇଛି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନଗାଁରେ। ମୃତ ମହିଳାଙ୍କ ନାଁ ଲଙ୍କା ବେୱା। ଫେରାର...

sunita
ବିଜେଡିରେ ଯୋଗ ଦେଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ...

mm das
ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍‌

ଭୁବନେଶ୍ୱର: ବହୁ କୋଟି ଟଙ୍କା ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନ ପବ୍ଲିକ ନୋଟିସ୍‌ କରିଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନଥିବା କମ୍ପାନୀମାନଙ୍କୁ ଏହି ନୋଟିସ ଜାରି କରାଯାଇଛି।  ଦୁଇଟି ପର୍ଯ୍ୟାୟରେ ଏହି ନୋଟିସ୍ ଜାରି ହୋଇଛି। ଯେଉଁ ଚିଟଫଣ୍ଡ ସଂସ୍ଥାର ଠିକଣା...

arrest
ପୁଲିସ୍‌କୁ ମାଡ଼ ମାମଲା: ଯୁବ ବିଜେଡି ଉପସଭାପତି ଗିରଫ

ଭୁବନେଶ୍ୱର: ସହିଦ ନଗର ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍‌ ପୁଲିସ୍‌ ଗିରଫ କରିଛି। ସେ ବିଜୁ ଯୁବ ଜନତା ଦଳର ଉପସଭାପତି ଅଛନ୍ତି। ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା...

bhadrk
ଗ୍ୟାସ୍ ଟ୍ୟାଙ୍କର-ଟ୍ରକ୍‌ ଧକ୍କା: ୧୪ଘଣ୍ଟା ପରେ ବନ୍ଦ ହେଲା ଗ୍ୟାସ୍‌ ଲିକ୍‌

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ବିପଦ ଆଶଙ୍କାର ଅବସାନ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ଆଇଓସିଏଲ୍‌ର ଇଞ୍ଜିନିୟରଙ୍କ ପ୍ରାୟ ୧୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ...

10-th-exam
ସରିଲା ମାଟ୍ରିକ ପରୀକ୍ଷା: ୨୫ରୁ ଖାତା ଦେଖା

କଟକ (ଦେବାଶିଷ ମହାନ୍ତି): ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗ ଓ ଓଏମ୍‌ଆର୍‌ ଶୀଟ୍‌ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖରୁ...

accident
ଟ୍ରକ୍‌କୁ ଧକ୍କା ଦେଲା ବସ୍‌, ୩୦ ଆହତ

ସମ୍ବଲପୁର (ସଞ୍ଜୟ ଜେନା): ବରଗଡ଼-ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ଟ୍ରକ୍‌କୁ ଏକ ବସ୍‌ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା...