• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

court
ସୁପ୍ରିମକୋର୍ଟରେ ରିପୋର୍ଟ ଦେଲ ଆମିକସ୍‌ କ୍ୟୁରି

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କୁ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ନିଜ ରିପୋର୍ଟ ପ୍ରଦାନ କରିଛନ୍ତି। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ନିଜ ମତ ରଖିବା ଲାଗି କୋର୍ଟ ସବୁ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ତେବେ ଏପ୍ରିଲ ୨ ସୁଦ୍ଧା ନିଜ ନିଜ ପକ୍ଷ...

kashmir
ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀ ସଫେଇ କରିବା ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ୍‌ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ତ୍ରାଲ ଅଞ୍ଚଳରେ ଭୋରରୁ ସର୍ଚ୍ଚ ଅପରେସନ୍‌...

snake
ଦୁଇଟି ଚମ୍ପା ନାଗ ଉଦ୍ଧାର

ବାଲେଶ୍ୱର(ରଣଜିତ୍ ପାକଳ): ବାଲେଶ୍ୱର ସହରରୁ ଦୁଇଟି ଚମ୍ପା ନାଗ ସାପ ଉଦ୍ଧାର କରାଯାଇଛି। ମିଶନ୍ ଫିଲ୍ଡ ନିକଟରେ ଥିବା ଏକ ହୋଟେଲ ଫାଟକ ପାଖରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ସେଠାରୁ...

kumbha-mela
ମହାଶିବରାତ୍ରୀରେ ଉଦ୍‌ଯାପିତ ହେଲା ଅର୍ଦ୍ଧକୁମ୍ଭ ମେଳା

ଲକ୍ଷ୍ନୌ: ଚଳିତବର୍ଷର ଅର୍ଦ୍ଧକୁମ୍ଭ ମେଳା ଉଦ୍‌ଯାପିତ ହୋଇଛି। ତୀର୍ଥକ୍ଷେତ୍ର ପ୍ରୟାଗରାଜରେ ଜାନୁଆରୀ ୧୪ରୁ ଆରମ୍ଭ ହୋଇଥିବା ବୁଡ଼ ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି। କୁମ୍ଭମେଳାରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ବିଶ୍ୱାସର ଏହି ବୁଡ଼ ପକାଇବା ପାଇଁ...

rain
ଆଜି ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଜପତି। କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବା ସମ୍ଭାବନା...

puri
ମତ୍ସ୍ୟଜୀବୀଙ୍କ ଆର୍ଥିକ ସ୍ଥିତି ସୁଧାର କରାଯିବ: ମନୋଜ ସିହ୍ନା

ପୁରୀ(ମଧୁସୂଦନ ମିଶ୍ର): କେନ୍ଦ୍ରସରକାରଙ୍କ କିଷାନ କ୍ରେଡିଟ୍‌ କାର୍ଡ ଯୋଜନାରେ ଦେଶର ମତ୍ସ୍ୟଜୀବୀଙ୍କୁ ସାମିଲ କରାଯିବା ସହ ସେମାନଙ୍କ ଆର୍ଥିକ ସ୍ଥିତିର ସୁଧାର ଅଣାଯିବ। ପୁରୀରେ ବିଜେପି ପକ୍ଷରୁ ଆୟୋଜିତ ଭାରତ କେ ମନ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏହି କଥା କହିଛନ୍ତି।...

2
ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌କୁ ଗାଧୋଇବାକୁ ଯାଇ ବୁର୍ଲା ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ ସିଂ। ସେ  ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ଥିଲେ। ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଗତକାଲି ସେ ତାଙ୍କ ସାଙ୍ଗମାନଙ୍କ ସହ ଡ୍ୟାମ୍‌କୁ...

river
ବଂଶଧାରା ମାମଲା: ଟ୍ରିବ୍ୟୁନାଲ୍‌ରେ ଆଜି ହେବ ଶୁଣାଣି

ଭୁବନେଶ୍ୱର: ଆଜି ବଂଶଧାରା ନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ଏନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିଜ ନିଜ ପକ୍ଷ ଟ୍ରିବ୍ୟୁନାଲ୍‌କୁ ପ୍ରଦାନ କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ୨୮ ଜାନୁଆରୀରେ ବୈଠକ ବସିଥିଲା। ପ୍ରସ୍ତାବିତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ...

narendra-modi
ଆଜି ଶୁଭାରମ୍ଭ ହେବ PM-SYM ଯୋଜନା

ନୂଆଦିଲ୍ଲୀ: ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ ହେବ। ଗୁଜରାଟ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିବେ। ଅଣସଙ୍ଗଠିତ ଶ୍ରମିକ ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ପେନ୍‌ସନ୍‌ ମିଳିବ। ଏହି ଯୋଜନାରେ ମାସିକ ୩ ହଜାର ଟଙ୍କା...

farmer
ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶୁଭ ରଣା (୬୫)। ମୃତଦେହ ପାଖରେ କୀଟନାଶ ଔଷଧ ବୋତଲ ପଡ଼ିଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ...