• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

election
ନିର୍ବାଚନରେ ଅନିୟମିତତା ରୋକିବାକୁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍

ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ତେବେ ନିର୍ବାଚନ ସମୟରେ ଅନିୟମିତତା ରୋକିବାକୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତକାଲି ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ୍‌ ରୁମ ନମ୍ବର ହେଉଛି ୦୬୭୪-୨୩୯୫୦୧୫। ନିର୍ବାଚନରେ କୌଣସି ଅନିୟମିତତା କିମ୍ବା ଆଦର୍ଶ...

malkangiri
ମାଲକାନଗିରି ବିଜେଡିରେ ଫାଟ !

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆସନ୍ତାମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଟିକଟ୍‌ ବଣ୍ଟାକୁ ନେଇ ନବୀନ ନିବାସରେ କସରତ ଚାଲିଥିବା ବେଳେ ମାଲକାନଗିରିରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଧାୟକ ମାନସ ମାଡକାମୀଙ୍କ ସମର୍ଥକଙ୍କ ସହ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମର୍ଥକ ମୁହାଁମୁହିଁ...

bbsr
ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକରେ ୧୦୦ରୁ ଅଧିକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ନୀତିନ ଗଡକରୀଙ୍କ ସମେତ ଅନେକ...

bbsr
ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଟଙ୍କାପାଣି ରୋଡରେ ଗୁଳିକାଣ୍ଡ ହୋଇଛି। ପାଣି ମାଗିବା ବାହାନା କରି ଏକ କଲ୍ୟାଣ ମଣ୍ଡପରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଆହତ ସିକ୍ୟୁରିଟି ଗାର୍ଡଙ୍କ ନାଁ  ଜ୍ଞାନେନ୍ଦ୍ର ମଲ୍ଲିକ। ତାଙ୍କ ପିଠି ଉପରି ଭାଗରେ...

BBSR
ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ୨ଟି ବାଇକରେ ଆସିଥିବା ୫ ଦୁର୍ବୃତ୍ତ ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଲେ। ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କ ବେକରେ କଟୁରି ଲଗାଇ ପ୍ରଥମେ ଲୁଟ୍ ଉଦ୍ୟମ କରିଥିଲେ। ପରେ...

bjp-dama
‘୧୯୮୯ ପରଠାରୁ ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉ ନଥିଲେ କାହିଁକି’

ଭୁବନେଶ୍ୱର: ଗତକାଲି ବିଜେପିରେ ସାମିଲ ହୋଇ ଆଜି ଓଡ଼ିଶା ଫେରିବା ପରେ ଡାକ୍ତର ଦାମୋଦର ରାଉତଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ଏକ ରାଲିରେ ତାଙ୍କୁ ନିଆଯାଇଥିଲା। ତେବେ ସମ୍ଭର୍ଦ୍ଧନା ସଭାରେ ବିଜେପି ନେତା ଡାକ୍ତର ଦାମୋଦର...

MLA
ବିଜେଡି ଛାଡ଼ିଲେ ବିଧାୟକ ସୁକାନ୍ତ ନାୟକ

ନୀଳଗିରି (ବିଶ୍ୱମ୍ବର ଦାସ): ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ...

fire
ହୋଟେଲରେ ଅଗ୍ନିକାଣ୍ଡ

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଟେଲିଫୋନ ଛକ ନିକଟରେ ଥିବା ଏକ ଟିଣ ଛପର ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ହୋଟେଲ ଭିତରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳେ ହୋଟେଲରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ...

BJP
ଶେଷ ନିର୍ବାଚନ ମୋ ଜନ୍ମମାଟିରୁ ଲଢ଼ିବାକୁ ଚାହୁଁଛି: ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଧିବଦ୍ଧ...