• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

farmer
ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବନି ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି ମତେ ସହଯୋଗ କରିବ ନାହିଁ ନବନିର୍ମାଣ କୃଷକ ସଂଗଠନ। ଏନେଇ ଆଜି ସଂଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି,“ ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ...

BJD
ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ

ଭୁବନେଶ୍ୱର: ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଆଜି ସେ ବିଧିବଦ୍ଧ ଭାବେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ଚାକିରି ଛାଡ଼ିଥିଲେ। ତାଙ୍କ ସହ ପୂର୍ବତନ ଏସ୍‌ସିଏସ୍‌ଟି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସାଏ ମଧ୍ୟ ବିଜେଡିରେ...

bus
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ଜଳି ଯାଇଛି। ବସ୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍‌ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ଆଜି...

temple
ମନ୍ଦିର ଭାଙ୍ଗି ଲୁଟି ନେଲେ ସୁନା, ରୁପା ଗହଣା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଗାଁରେ ଥିବା ଧବଳେଶ୍ୱର ମନ୍ଦିର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାଆ ପାର୍ବତୀଙ୍କ ସୁନା ଚେନ୍‌ ଓ ରୁପା...

bbsr
ଉଲ୍ଲେଖନୀୟ ସଫଳତା ପାଇଁ ମହିଳାଙ୍କୁ କରାଗଲା ସମ୍ମାନିତ

ଭୁବନେଶ୍ୱର: ଆଜି ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି। ଏନେଇ ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମହିଳାଙ୍କୁ ଆର୍ୟା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସନ୍ତୋଷିନୀଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ତୋଷିନୀ ବହୁ କଷ୍ଟ ସହି ସମାଜର...

bolangir
ମୋବାଇଲରେ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ। ଆରମ୍ଭ ପରି ଶେଷ ଦିନରେ ମଧ୍ୟ ସମାନ ବିଭ୍ରାଟ୍‌। ଗୋଟିଏ ପଟେ ପରୀକ୍ଷା ଚାଲିଛି ଆଉ ଅନ୍ୟ ପକ୍ଷେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ...

Book
ଲୋକାର୍ପିତ ହେଲା ‘ବାର୍ଡସ୍ ଅଫ୍ ଓଡ଼ିଶା, ଏ ପଲିଟିକାଲ ଏନସାଇକ୍ଲୋପେଡିଆ’

ଭୁବନେଶ୍ୱର: ପ୍ରମୋଦ ଧଳ ଏବଂ ଗ୍ଲୋରିଆ ଧଳଙ୍କ ପୁସ୍ତକ ‘ବାର୍ଡସ୍ ଅଫ୍ ଓଡିଶା, ଏ ପଲିଟିକାଲ ଏନସାଇକ୍ଲୋପେଡିଆ’ ଲୋକାର୍ପିତ ହୋଇଛି। ଏହି ପୁସ୍ତକକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଲୋକାର୍ପିତ କରିଛନ୍ତି। ଓଡ଼ିଶାରେ ଦେଖାଯାଉଥିବା ୩୧୬ ପ୍ରଜାତିର ପକ୍ଷୀଙ୍କ ଫଟୋ ଓ ସବିଶେଷ...

Accident
ଚା’ ପିଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ଏକ ସିରିଜ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ। ଗତକାଲି ରାତି ପ୍ରାୟ...

court
ଅଯୋଧ୍ୟା ମାମଲାର ସମାଧାନ ନେଇ ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ବିବାଦର ସମାଧାନ ମଧ୍ୟସ୍ଥିଙ୍କ ଜରିଆରେ ହେବ କି ନାହିଁ, ତା’ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇ ପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇପାରନ୍ତି।...

students
ଆଜି ସରିବ ମାଟ୍ରିକ ପରୀକ୍ଷା

କଟକ: ଆଜି ସରୁଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏହା ପୂର୍ବରୁ ହୋଇଥିବା ବିଜ୍ଞାନ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା। ତେବେ ବିଜ୍ଞାନ ଓ ସଂସ୍କୃତକୁ ଛାଡ଼ି ଦେଲେ ବାକି ପରୀକ୍ଷାରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷା ଆରମ୍ଭ ଦିନଠାରୁ...

DAY
ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ଉଦ୍ଦେଶ୍ୟରେ ପାଳନ କରି ଆସୁଛି। ମହିଳାଙ୍କ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ଲାଗି ଏହି ଦିନକୁ ସମର୍ପଣ କରାଯାଇଛି। ମହିଳାଙ୍କ ଉତ୍‌ଥାନ ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ...

rahul-gandhi
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ଏକ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ସେହିପରି ଆଜି ମହିଳା ଦିବସ ହୋଇଥିବାରୁ ଗାନ୍ଧିଛକଠାରେ ଆୟୋଜିତ ମହିଳା ସମାବେଶ...

modi
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୪୨ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।  ରିକ୍ସା ଚାଳକ, ଉଠା ଦୋକାନୀ, ଦିନ ମଜୁରିଆ, ଇଟାଭାଟି ଶ୍ରମିକ, ମୋଚି, ଅଖା ସିଲେଇ କରୁଥିବା ଶ୍ରମିକ ଭଳି...

bjd
ବିଜେଡିର‘ଘରେ ଘରେ ଶଙ୍ଖ' ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ବିଜେଡି ‘ଘରେ ଘରେ ଶଙ୍ଖ’ ଅଭିଯାନ ଆରମ୍ଭ କରିଛି। ଜଟଣୀରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ନିର୍ବାଚନ ଇସ୍ତାହାର ପାଇଁ ବିଜେଡି ମତାମତ ସଂଗ୍ରହ କରିବ। ପ୍ରାୟ ୮୬ ଲକ୍ଷ ପରିବାରରେ...

bjp
କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର କହି ବାଲେଶ୍ୱରରେ ହୋର୍ଡିଂ ମାରିଛନ୍ତି: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ବିଜେପି ଟାର୍ଗେଟ୍‌ କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର କହି ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରରେ ହୋର୍ଡିଂ ମାରିଛନ୍ତି। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇ ଅନୁକମ୍ପା ନେବାକୁ ସାଂସଦ...

KRITI
ଫିଲ୍ମ ରିଲିଜ୍‌ ପୂର୍ବରୁ କ୍ରିତି ବାଣ୍ଟିଥିଲେ ଟିକେଟ୍‌ ଆଉ ହିଟ୍‌ ହେବା ପରେ...

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବେ ନିଜର ଫିଲ୍ମ ‘ଲୁକା ଚୁପି’ର ସଫଳତାକୁ ନେଇ ବେଶ୍‌ ଖୁସି। ସେଥିପାଇଁ ସେ ଗତକାଲି ମହା ଶିବରାତ୍ରୀ ଅବସରରେ ମୁମ୍ବାଇର ଏକ ଶିବ ମନ୍ଦିରକୁ ଯାଇଥିଲେ। ରିଲିଜ୍‌ର ପ୍ରଥମ ଦିନରେ ତାଙ୍କ ଫିଲ୍ମ ୮.୦୧ କୋଟି ଟଙ୍କା ଆୟ...