• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

travell
କେଉଁ ଅଞ୍ଚଳକୁ ଯାଇଥିଲେ ୪୯ ନମ୍ବର କରୋନା ଆକ୍ରାନ୍ତ?

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବାବେଳେ ତାଙ୍କ...

farm-top
କେମିତି ଚାଲିବ ଚାଷ କାମ? ଅନ୍ନଦାତାଙ୍କୁ ଘାରିଛି ପୋଲିସର ଭୟ!

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ବି ଚାଲିବ ଚାଷ କାମ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଚାଷୀକୁ ଆଶ୍ୱସ୍ତ ତ କରିଛି ହେଲେ ବାସ୍ତବରେ, ଅମଳ ହେଉ କି ମଣ୍ଡିରେ ଧାନ ବିକ୍ରି, ପାଦେ ପାଦେ ସମସ୍ୟାରେ ଧନ୍ଦି ହେଉଛି ଚାଷୀ। ଏପରିକି କିଛି ସ୍ଥାନରେ...

salini
୮୦ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ନାହିଁ କରୋନା ଲକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିନା ଲକ୍ଷଣରେ ମଧ୍ୟ ଶରୀରରେ କରୋନା ଥିବା...

police-beat
'ଡାକ୍ତରଖାନା ଯାଉଥିଲୁ, ପୋଲିସ୍ ପିଟିଲା'

ଭୁବନେଶ୍ୱର: ଗୋଟେପଟେ ଲକ୍‌ଡାଉନବେଳେ ପୋଲିସର କାମକୁ ସବୁଠି ପ୍ରଶଂସା କରାଯାଉଥିବାବେଳେ ବାଙ୍କୀରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ପତ୍ନୀଙ୍କୁ ଡାକ୍ତରଖାନା ନେବା ବାଟରେ ଯୁବକଙ୍କୁ ପୋଲିସ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାଙ୍କୀ କଚେରୀ ଛକରେ ପୋଲିସ ଜଗିଥିବାବେଳେ ଯୁବକ ଜଣଙ୍କ ନିଜର ଅସୁସ୍ଥ...

3-baby
ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

କଟକ: ଏସ୍‌ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ...

144-impose
ଏସବୁ ସ୍ଥାନରେ ଜାରି ହେଲା ୧୪୪ ଧାରା, ୪ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା

ଜଗତସିଂହପୁର: ପ୍ରସିଦ୍ଧ ଝାମୁ ଯାତ୍ରା ଓ ପଣାସଂକ୍ରାନ୍ତିକୁ ଆଖି ଆଗରେ ରଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡର ମା’ ଶାରଳାଙ୍କ ମନ୍ଦିର ଏବଂ ବାଲିକୁଦା ଥାନା ଅନ୍ତର୍ଗତ  ପରାହାଟ ଭଗବତୀ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ବିଶେଷ କରି ସାମାଜିକ ଦୂରତ୍ୱ ବଜାୟ ରଖିବା...

bookstore
ମୋବାଇଲ ଆପ୍‌ରେ ପାଠପଢ଼ା ସମ୍ଭବ ନୁହେଁ, ବହି ଦୋକାନ ଖୋଲା କର

ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି। କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ...

help1
ଗରିବଙ୍କ ଆଶାବାଡ଼ି ସାଜିଲେ ଏହି ମୁସଲମାନ ପରିବାର

ଭୁବନେଶ୍ୱର: ଆଜିବି ବଞ୍ଚିରହିଛି ମଣିଷପଣିଆ। କୁହାଯାଏ ମାନବ ସେବା ହିଁ ମାଧବ ସେବା। ସେବା ଜାତି ଓ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏପରି ଜଣେ ପରିବାର ଯିଏ ଆଜିର ସଂକଟ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଲକ୍ ଡାଉନ୍ ପାଇଁ ଗରିବ ଲୋକେ ରୋଜଗାର ହରାଇ...

pariba2
ପୋଲିସ୍ ଜୁଲମ୍‌ ପ୍ରତିବାଦରେ ପରିବା ଦୋକାନ ବନ୍ଦ

ବାରିପଦା: ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି। ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ...

moooo-buss
'ମୋ ବସ୍‌' ଯୋଗାଉଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କୁ ଅତ୍ୟବାଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ ପକ୍ଷରୁ ମୋ ବସ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯୋଗାଇ ଦିଆଯାଇଛି। ଭୁବନେଶ୍ୱରରେ ୫ଟି କଣ୍ଟେନମେଣ୍ଟ...

international
କରୋନା କବଳରେ ନ୍ୟୁୟର୍କ, ଦିନକରେ ମୃତ୍ୟୁ ସଂଖ୍ୟା ୭୦୦୦ ଟପିଲା

ଭୁବନେଶ୍ୱର: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ପାଖାପାଖି ଲକ୍ଷେ ଲୋକଙ୍କ ଜୀବନ ନେବାକୁ ବସିଲାଣି ମହାମାରୀ କରୋନା। ଆଜି ସୁଦ୍ଧା ଏ ଭାଇରସ ଦ୍ୱାରା ବିଶ୍ୱର ୧୬ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ୯୭ ହଜାର ୫୦୦ ଲୋକଙ୍କ...

cobas-machine
କରୋନା ସାମ୍ପୁଲ ଟେଷ୍ଟିଂ ବଢ଼ାଇବା ପାଇଁ ଓଡ଼ିଶାକୁ ଆସିଲା ଏହି ମେସିନ୍

ଭୁବନେଶ୍ୱର: ରାଜ୍ୟରେ ସାମ୍ପୁଲ ଟେଷ୍ଟିଂ ବଢ଼ାଇବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ RMRCକୁ ଅତ୍ୟାଧୁନିକ କୋବାସ୍ ମେସିନ୍ ଅଣାଯାଇଛି। ନ୍ୟାସ୍‌ନ୍ୟାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବାୟୋଲୋଜିକାଲ୍ସ-NIB ନୋଏଡା ପରେ ଦେଶର ଦ୍ୱିତୀୟ ପ୍ରତିଷ୍ଠାନ ଭାବେ RMRCକୁ ମିଳିଛି ଏହି ଅତ୍ୟାଧୁନିକ ମେସିନ୍। ଏହାଦ୍ୱାରା ଦିନକୁ ପାଖାପାଖି ହଜାରେଟି...

travel
ଗାଁ ସାଙ୍ଗଙ୍କ ସହିତ ମିଳାମିଶା କରିଥିଲେ ୪୫ ନମ୍ବର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ ବେହେରାଗୁଡ଼ାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ଣରେ ଗାଁରେ କିଛି ସାଙ୍ଗଙ୍କ ସହ ମିଳାମିଶା...

blackday-final-edt
ମନେପଡ଼େ ୯୧ ବର୍ଷ ତଳର ବିଭୀଷିକା, କରୋନା ପାଇଁ ଆସିବ କି କଳାଯୁଗ?

ନୂଆଦିଲ୍ଲୀ: କରୋନା ଆଗରେ ସମଗ୍ର ବିଶ୍ୱ ସତେ ଯେପରି ଅସହାୟ ହୋଇପଡ଼ିଛି। ବିଶେଷ କରି କରୋନା ମାଡ଼ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଲାଣି। ଆଜକୁ ଠିକ୍ ୯୧ ବର୍ଷ ପୂର୍ବେ ବିରାଟ ଆର୍ଥିକ ମାନ୍ଦାବସ୍ଥା ବିଶ୍ୱରେ ଉଭା ହୋଇଥିଲା। ତେବେ କରୋନା ପ୍ରଭାବ ବିଶ୍ୱ ଅର୍ଥନୀତିରେ ପୁଣିଥରେ ଏକ...

hcl
ଭାରତରେ କେତେ ଗଚ୍ଛିତ ରହିଛି ହାଇଡ୍ରୋକ୍ସି କ୍ଲୋରୋକୁଇନ?

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଶରେ ବହୁ ପରିମାଣର ଗଛିତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ଦେଶ ପାଇଁ ଆଗାମୀ ଏକ ସପ୍ତାହରେ ୧ କୋଟି ହାଇଡ୍ରୋକ୍ସି...

harsh
କରୋନା ମୁକାବିଲା: ଅଧିକ ଆର୍ଥିକ ସହାୟତା ଦାବି କଲା ଓଡ଼ିଶା

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଅଧିକ ଆର୍ଥିକ ସହାୟତା ଲାଗି ଓଡ଼ିଶା ଦାବି କରିଛି। ଉକ୍ତ ବୈଠକରେ ରାଜ୍ୟରେ କରୋନାର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭିଡିଓ କନଫେରେନ୍ସି ମାଧ୍ୟମରେ ବିଭିନ୍ନ...

mkcg
ବ୍ରହ୍ମପୁରରେ ଖୋଲିବ ୨୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ବ୍ରହ୍ମପୁରରେ ୨୦୦ ଶଯ୍ୟା ଓ ୧୫ ଆସିୟୁର କୋଭିଡ ହସ୍ପିଟାଲ ହେବ। ଏମ୍‌କେସିଜିରେ କୋଭିଡ-୧୯ ଟେଷ୍ଟ ପାଇଁ ଆଇସିଏମ୍‌ଆର୍ ଅନୁମତି ଦେଇଛି। ଏସ୍‌ସିବି ପରେ ରାଜ୍ୟରେ ଟାଟା ଷ୍ଟିଲ ସହାୟତାରେ ୨ୟ ସରକାରୀ ମେଡିକାଲରେ ହେବ କରୋନା ଟେଷ୍ଟ। ମୁମ୍ବାଇରୁ ୪ ହଜାର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।