ଭୁବନେଶ୍ୱର: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ରହିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫ଶହ ପାର୍ କରିଥିବାବେଳେ ପ୍ରାୟ ୨୦ ଲକ୍ଷ ମୁହାଁ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକା, ଇଟାଲି ଓ ସ୍ପେନରେ ଜାରି ରହିଛି ମହାମାରୀର...
ଭୁବନେଶ୍ୱର: ଲକଡାଉନ ବେଳେ ଓଡ଼ିଶାରେ ବି ଘରୋଇ ହିଂସା ମାମଲା ଘଟିବା ଆଶଙ୍କା ଥିବାରୁ ଏଭଳି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନୂଆ ନିମୟମାବଳି ଜାରି କରାଯାଇଛି। ପୋଲିସ ଡିଜି ଓଡ଼ିଶାରେ ଏଭଳି ଅପରାଧ ବଢୁଥିବାର ନଜିର ନଥିଲେ ବି ଏଥିପାଇଁ...
ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି। ଏହି ପରିସ୍ଥିତିରେ ଓଡ଼ିଶାରେ ଥିବା ଯବାନମାନେ ରକ୍ତଦାନ କରିବା ପରି ମହତ୍ ଉଦ୍ୟମ କରିଛନ୍ତି। ଭୁବନେଶ୍ୱର ୧୨୦ ବାଟାଲିୟନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।...
ନୂଆଦିଲ୍ଲୀ: ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। କରୋନା ମୁକାବିଲା ପାଇଁ ଭାରତ ‘କଠୋର ଏବଂ ସମୟୋଜିତ’ ପଦକ୍ଷେପ ନେଇଛି ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍ଡାଉନ୍ର ଅବଧି ମେ’ ୩ ଯାଏ ଘୁଞ୍ଚାଇବା ପରେ WHO ଏପରି...
ଭୁବନେଶ୍ୱର: ଝାରପଡ଼ାର ୬୦ ନମ୍ବର ସମେତ ୫୭, ୫୮, ୫୯ନଂ ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୬୦ ନମ୍ବର ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼...
ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଘୁଞ୍ଚିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE)। ଆସନ୍ତା ମେ ପ୍ରଥମ ସପ୍ତାହରେ ଚଳିତ ବର୍ଷର ଓଜେଇଇ ହେବାର ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପରେ ଓଜେଇଇକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।...
ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ। ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱର ବମିଖାଲ ଅଞ୍ଚଳର।...
ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍ଡାଉନ୍ ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏନେଇ ସମସ୍ୟା କିପରି ଦୂର ହେବ, ସେନେଇ ପଦକ୍ଷେପ ନେବେ ସରକାର। ସେଥିପାଇଁ ପିଲାମାନଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚାଇବେ ଶିକ୍ଷକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ଶିକ୍ଷକ ବହି...
ନୂଆଦିଲ୍ଲୀ: ବିସିସିଆଇ ଉପାଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଲେ ମହିମ ବର୍ମା। ସେ ତାଙ୍କର ଇସ୍ତଫାପତ୍ରକୁ ବିସିସିଆଇ ସିଇଓଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ସିଏୟୁ)ର ସମ୍ପାଦକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ଏହି କାରଣରୁ ବିସିସିଆଇ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ...
ନୂଆଦିଲ୍ଲୀ: ଘରୋଇ ଲ୍ୟାବ୍ରେ କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ୍ ସୁବିଧା। ଯେଉଁମାନଙ୍କର ଟେଷ୍ଟ ପାଇଁ ସାଢ଼େ ୪ ହଜାର ଟଙ୍କା ଦେବାର ସାମର୍ଥ୍ୟ ନାହିଁ, ସେମାନଙ୍କୁ ଘରୋଇ ଲ୍ୟାବ୍ରେ ପରୀକ୍ଷା କରାଇବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବନି। ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀ ମାଗଣା...
ଭୁବନେଶ୍ୱର: ଆସନ୍ତା ୧୫ରୁ ରାଜ୍ୟରେ ଲାଗୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ। ତେବେ କରୋନା ସଂକ୍ରମଣ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିବା ବି ନିହାତି ଜରୁରୀ। ସେଥିଲାଗି ରାଜ୍ୟ ସରକାର ଲକ୍ଡାଉନ୍ରେ ଅନେକ ଅତ୍ୟାବଶ୍ୟକ କାର୍ଯ୍ୟକୁ କୋହଳ କରିଛନ୍ତି। ତେବେ କୃଷି କାର୍ଯ୍ୟକୁ ସମ୍ପୂର୍ଣ୍ଣ କୋହଳ...