• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

patient
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱାସନାର ଖବର। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ଉଭୟ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। କେବଳ ଭୁବନେଶ୍ୱରେ ସୁସ୍ଥହେବା...

for-dp
କେଉଁ ବ୍ୟକ୍ତିଙ୍କଠୁ ନିଆଯିବ ନମୂନା? ସହଯୋଗ ନକଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାର ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଏଯାଏଁ ସଂକ୍ରମିତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ସଂଖ୍ୟା ୪୬। ଏଠି ଜଣଙ୍କର ଜୀବନ ବି ନେଇଛି କରୋନା ଚିକିତ୍ସା ପରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ଆକ୍ଟିଭ୍ କେଶ୍ ରହିଛି ୩୩।...

odisha-corona
ଓଡ଼ିଶାର କରୋନା ସ୍ଥିତିକୁ ନେଇ କ'ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ?

ନୂଆଦିଲ୍ଲୀ: ଦେଶରେ ୧୩,୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୦୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶବ୍ୟାପୀ ମୃତ୍ୟୁ ସଂଖ୍ୟା ୪୩୭ରେ ପହଞ୍ଚିଛି। ସେହିଭଳି ଏପର୍ଯ୍ୟନ୍ତ ୧୭୪୯ ସୁସ୍ଥ ହୋଇଛନ୍ତି। ଭାରତରେ ସୁସ୍ଥ...

rama-didi3
ସେବା ଆଗରେ ହାର ମାନିଲା କ୍ୟାନ୍‌ସର, କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ରମା ଦିଦି

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି ଦିଦି। ଘରକୁ ଘର ବୁଲି ଲୋକଙ୍କୁ କରୋନା ପ୍ରତିଷେଧକ କଥାକୁ ବୁଝାଉଛନ୍ତି। କିନ୍ତୁ ଏମିତି ଜଣେ ଦିଦି ଯିଏ ନିଜର ସ୍ୱାସ୍ଥ୍ୟ କଥା ଭୁଲି କରୋନାକୁ ମାତ୍ ଦେବା ପାଇଁ ଘରକୁ ଘରକୁ ବୁଲି ଲୋକଙ୍କୁ ବୁଝାଉଛନ୍ତି। ଏପରିକି ନିଜେ...

pakistan
ଭାରତ ଔଷଧ ଯୋଗାଉଛି, ପାକିସ୍ତାନ ଆତଙ୍କ ପଠାଉଛି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼ୁଛି ଭାରତ। କେବଳ ନିଜ ନାଗରିକଙ୍କ ପାଇଁ ନୁହେଁ ସାରା ବିଶ୍ୱକୁ ସହାୟତା ହାତ ବଢ଼ାଇଛି। ଡାକ୍ତରୀ ଟିମ୍, ଔଷଧ ପଠାଉଛି ଭାରତ। ହେଲେ ଠିକ୍ ଏହି ସମୟରେ ପାକିସ୍ତାନ ଆତଙ୍କ ପଠାଉଛି। ଆଜି ଏଭଳି କିଛି ଢଙ୍ଗରେ ପାକିସ୍ତାନକୁ କଡ଼ା ଭାଷାରେ...

dead-body
କରୋନା ଭୟରେ ଗର୍ଭବତୀଙ୍କ ମୃତଦେହକୁ ପୂରାଇ ଦେଲେନି ଗାଁ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା ଘଟିଛି। ଟ୍ରେଜେରୀ ଅଫିସରଙ୍କ ପତ୍ନୀଙ୍କ ମୃତଦେହକୁ ଗାଁ ମଶାଣିକୁ ଆଣିବା ପାଇଁ ବାରଣ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଏକତାଳି ଗାଁ ଲୋକେ। ମୃତକ ହେଲେ ଏକତାଳି ଗାଁର ମହେନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ। ସେ ମୟୁରଭଞ୍ଜ...

electric
ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର: ଲକଡାଉନ୍ ସମୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା। ଏପ୍ରିଲ ଓ ମେ ମାସର ବିଲ ପେମେଣ୍ଟ ପାଇଁ ସବୁ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ୪ ପ୍ରତିଶତ ରିହାତି। ଏ ନେଇ ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ...

balasore
କ୍ୟାନ୍‌ସର ରୋଗୀଙ୍କୁ ମିଳିଲା ଯନ୍ତ୍ରଣା, ଘରେ ପୂରାଇ ଦେଲେନି ମାଲିକ

ବାଲେଶ୍ୱର: ଦେଶରେ ଏପରି ସଂକଟ ସମୟରେ  କରୋନାକୁ ଭୟ ନକରି ଅନ୍ୟ ପ୍ରତି ସହୃଦୟ ହେବା ପାଇଁ ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ବିଶେଷ କରି ଘର ମାଲିକମାନେ ନିଜ ଭଡ଼ାଟିଆଙ୍କ ପ୍ରତି ଉଦାରତା ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେବି ଏକ ଦୁଃଖଦ ଘଟଣା...

dgp
ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଡିଜିପି, ଏପ୍ରିଲ ୨୦ ପରେ କ'ଣ ହେବ ରୂପରେଖ?

ଭୁବନେଶ୍ୱର: ଜାରି ରହିଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ରାଜ୍ୟର ସମସ୍ତ ରେଞ୍ଜ ଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିପି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଲକଡାଉନର ବର୍ତ୍ତମାନ ସ୍ଥିତି ଏବଂ ଏପ୍ରିଲ ୨୦ ପରେ...

imp
'ଆଗାମୀ ୮ରୁ ୧୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଘରେ ରହିଲେ ବି ସାମାଜିକ ଦୂରତା ରଖ'

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅତ୍ୟଧିକ ବିଗିଡ଼ି ନଥିବାବେଳେ ତଥାପି ଆଗାମୀ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଉନ୍ନୟନ କମିଶନର। ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି। ଏହାର ପ୍ରକୋପ ଓଡ଼ିଶାରେ ପଡ଼ିଛି। ଆଜି ସୁଦ୍ଧା ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

violence2
ଘରୋଇ ହିଂସା ଅଭିଯୋଗ ପାଇଁ ହ୍ୱାଟ୍‌ସଆପ୍ ନମ୍ବର ଜାରି

ଭୁବନେଶ୍ୱର: ଘରୋଇ ହିଂସା ସମ୍ପର୍କିତ ମାମଲାର ଅଭିଯୋଗ ପାଇଁ ହ୍ୱାଟସ୍ଆପ୍ ନମ୍ବର ଜାରି କଲା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ହ୍ୱାଟସଆପ୍ ନମ୍ବରଟି ହେଉଛି ୭୨୦୫୦୦୬୦୩୯।  କରୋନା ଲକଡାଉନ ସମୟରେ ଘରୋଇ ହିଂସା ବଢିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଏହାକୁ ଦୃଷ୍ଟିରେ ରଖି ମହିଳା...

medicine
କରୋନା ଔଷଧ ବ୍ୟବହାରକୁ ନେଇ କ'ଣ କହିଲା ସ୍ୱାସ୍ଥ୍ୟ ବିଭାଗ?

ଭୁବନେଶ୍ୱର: ସାଧାରଣ କାଶ, ଥଣ୍ଡା ହେଲେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ସେବନ କରୁଛନ୍ତି। କୋଭିଡ-୧୯ ଔଷଧ ବ୍ୟବହାର ନେଇ ଆଡଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ରୋଗ ପାଇଁ ବିନା ପ୍ରେସ୍କ୍ରିପ୍ସନରେ କୌଣସି ପ୍ରକାର ଔଷଧ ସେବନ ନକରିବାକୁ କୁହାଯାଇଛି। ତାସହ ହାଇଡ୍ରୋକ୍ସିକ୍ଲୋରେକ୍ୱିନ...

review
୩ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କଲେ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ଏହି କ୍ରମରେ କେନ୍ଦୁଝର ନିକଟ ରାଙ୍କି ଠାରେ କୋଭିଡ୍  ହସ୍ପିଟାଲକୁ ବୁଲି ଦେଖିଥିଲେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବଙ୍କ 5T ସଚିବ ଭି. କେ. ପାଣ୍ଡିଆନ ମଧ୍ୟ କୋଭିଡ୍...

covid-hosp
ସୁବର୍ଣ୍ଣପୁରରେ ଖୋଲିଲା କୋଭିଡ୍ ହସ୍ପିଟାଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ଜିଲ୍ଲା କୋଭିଡ ହସ୍ପିଟାଲ୍। ସରକାରୀ ଆଇଟିଆଇକୁ କୋଭିଡ ସେଣ୍ଟର ଭାବେ ପରିଣତ କରାଯାଇଛି। ଏଠି ୨ ଶହ ବେଡ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୪୬ ଜଣ କ୍ଷମତା ବିଶିଷ୍ଟ ଆଇସୋଲେସନ ରଖିବାର ବ୍ୟବସ୍ଥା ହୋଇଛି। ସେହିଭଳି ୫୦ଟି ଅକ୍ସିଜେନର ବ୍ୟବସ୍ଥା ବି ଏଠାରେ କରାଯାଇଛି।...

book-tentgh
ବଦଳିଲା ଦଶମ ଶ୍ରେଣୀ ବହି

ଭୁବନେଶ୍ୱର: ବଦଳିଲା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।