ଯାଜପୁର: ଯାଜପୁର କୁଆଖିଆ ଗୋପୀନାଥପୁର ଗାଁରେ ବିଡିଓ ଏବଂ ତହସିଲଦାରଙ୍କୁ ମାଡ଼ ମାମଲା। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ରହିଛି ନିଜାମୁଦ୍ଦିନ୍ ଲିଙ୍କ୍। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କୁଆଖିଆ ଥାନା ପୋଲିସ୍। ଗତକାଲି...
ଲୁଧିଆନା: ପଞ୍ଜାବ ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ। କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ଲୁଧିଆନାର SPS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ ନମୁନା ପରୀକ୍ଷାବେଳେ ନେଗେଟିଭ ଆସିଥିଲା। ତେବେ ଦ୍ୱିତୀୟ ଥର ପରୀକ୍ଷା ବେଳେ ତାଙ୍କ ...
ସ୍ୱିଜରଲ୍ୟାଣ୍ଡ: ତ୍ରିରଙ୍ଗାରେ ଝଲସିଲା ସ୍ୱିଜରଲ୍ୟାଣ୍ଡର ଆଲପସ୍ ପର୍ବତଶ୍ରେଣୀରେ ଥିବା ମ୍ୟାଟର୍ହର୍ଣ୍ଣ୍ ପର୍ବତ। ସାରା ବିଶ୍ୱ ଏବେ କରୋନା ବିଭୀଷିକା କବଳରେ ଥିବାବେଳେ, ଏଠାରେ ପ୍ରତି ରାତିରେ ବିଭିନ୍ନ ଦେଶର ପତାକାକୁ ଏହି ୪ ହଜାର ୪୭୮ ମିଟର ବରଫାବୃତ ପର୍ବତ ଉପରେ ପ୍ରତିଫଳିତ କରାଯାଇଥାଏ। କରୋନା ସଂକଟ ବେଳେ...
ଜମ୍ମୁ: ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ ଜମ୍ମୁ ଓ କାଶ୍ମୀରର ବାରମୁଳା ଜିଲ୍ଲା ସାପୁରରେ ସିଆରପିଏଫ୍ ଓ ପୋଲିସ ତନଖି କରୁଥିବା ବେଳେ ଜଣେ ଆତଙ୍କବାଦୀ ଗୁଳିଚାଳନା କରିଥିଲା। ଚେକିଂ ପୋଷ୍ଟ ପାଖରେ ପହଞ୍ଚିବା ପରେ ଆତଙ୍କବାଦୀ ଜଣକ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ କେଉଁ ଔଷଧ ଦିଆଯିବ? ରେମଡେସିଭିର୍ ନା ହାଇଡ୍ରକ୍ସି କ୍ଲୋରୋକୁଇନ୍ ? ତାକୁ ନେଇ ଗବେଷଣା ଜାରି ରହିଛି ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ICMR ଉପନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର। ରେମଡେସିଭିର୍ ଇବୋଲାରେ ଭଲ କାମ କରିଥିବାରୁ ଆଶା ବଢ଼ିଛି। ତେବେ ପରୀକ୍ଷା ନିରୀକ୍ଷା...
ସୁନ୍ଦରଗଡ଼: ମାସ୍କ ପିନ୍ଧି ବିବାହ କଲେ ଦମ୍ପତି। ସୁନ୍ଦରଗଡ଼ ନୁଆଁଡିହିରେ ଏଭଳି ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମର ଅମ୍ରିତ ଓ ଶୁଭଶ୍ରୀଙ୍କ ବିବାହ ନିରାଡମ୍ବର ଭାବେ ହୋଇଛି। ବିବାହ ବେଳେ ଦମ୍ପତି ମାସ୍କ ପିନ୍ଧିଥିଲେ। ଏହାସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନ୍ୟ ଅତିଥି ବି ମାସ୍କ ପିନ୍ଧି ଆସିଥିଲେ। ସାମାଜିକ...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହ ବର୍ଷା ହୋଇଛି। ରାଜଧାନୀରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ପବନ ହୋଇଥିଲା। ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ଖଲିଙ୍ଗି ଗାଁରେ କାଳବୈଶାଖୀ ଯୋଗୁଁ ଘଡଘଡି ମାରିବା ସହ ପ୍ରବଳ ଝଡ ତୋଫାନ ହୋଇଥିଲା। ଘଡଘଡିରେ ଏକ ...
ବରଗଡ଼: ଖୁବ୍ ଶୀଘ୍ର ବରଗଡ଼ରେ ଆରମ୍ଭ ହେବ କୋଭିଡ ହସ୍ପିଟାଲ୍। ଆଜି ଏହାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବରଗଡ଼ ଗସ୍ତରେ ଯାଇ କୋଭିଡ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏକ ଘରୋଇ ହସ୍ପିଟାଲର ସହଯୋଗରେ ଜିଲ୍ଲା...
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢାଯିବ...
ଭୁବନେଶ୍ୱର: ଓଡ଼ଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା। ଓଡ଼ିଶାରେ ଆରୋଗ୍ୟ ସଂଖ୍ୟା ବଢୁଥିବା ନେଇ ଲୋକେ ଆଶ୍ୱସ୍ତ ଥିବା ବେଳେ ଏବେ ଚିନ୍ତାଜନକ ଖବର ଆସିଛି। ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮...
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପଟେ କରୋନାକୁ ନେଇ ଆଶ୍ୱାସନାର ଖବର ଆସିଥିବାବେଳେ ଅନ୍ୟପଟେ ଚିନ୍ତାଜନକ ଖବର ଆସିଛି। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ...
ଭୁବନେଶ୍ୱର: ଭାରତର ୨୩ ରାଜ୍ୟର ସଂକ୍ରମିତ ହୋଇଥିବା ୪୭ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ‘କରୋନା’ ପଜିଟିଭ ଆସିନି। ଉକ୍ତ ୪୭ ଜିଲ୍ଲା ଭିତରେ ଓଡ଼ିଶାର ୨ ଜିଲ୍ଲା ରହିଛି। ଓଡ଼ିଶାର ପୁରୀ ଓ ଭଦ୍ରକ ଜିଲ୍ଲାରେ ୧୪ ଦିନ ହେଲାଣି ପଜିଟିଭ ନାହିଁ। ଏନେଇ ସୂଚନା...
ଭୁବନେଶ୍ୱର: ସରକାରୀ ଓ ବେସରକାରୀ ନିର୍ମାଣ ସ୍ଥାନରେ କୋଭିଡ୍-୧୯କୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଳନ କରିବାକୁ ନିର୍ଦ୍ଦେଶ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ମାଣ କାର୍ଯ୍ୟରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟମାନଙ୍କ ମଧ୍ୟରେ...
ଭୁବନେଶ୍ୱର: ଜୁନ୍ ୧୭ରେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା। ଆଜି ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ଜୁନ୍ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ...
ଭୁବନେଶ୍ୱର: ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା, ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। ଗାଡ଼ିର...
ନ୍ୟୁୟର୍କ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୪୭ ହଜାରରୁ ଅଧିକ ଲୋକ। ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଛି।...
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ନୂଆ ୧୦୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ହୋଇଛି। ସେହିଭଳି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩୫ରେ...
ଭଦ୍ରକ: ଭଦ୍ରକରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବହି ଦୋକାନ। ଲକଡାଉନ ନିୟମକୁ କୋହଳ କରି ବହି ଓ ଷ୍ଟେସନାରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ପ୍ରତି ରବିବାର ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ଅବଧି...
ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟକୁ ଲକ୍ଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଦୂରସଞ୍ଚାର, ପାନୀୟ ଜଳ ଏବଂ ବିଜୁଳି ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟରେ କୌଣସି କଟକଣା ରହିବ ନାହିଁ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୂଣ୍ୟ...