• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

speaker
କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ

ଗଞ୍ଜାମ ଗଂଜାମ ଜିଲ୍ଲା କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ  ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟିନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ। ସରକାରୀ ଗାଉଡ୍ ଲାଇନ...

sura
ପ୍ରବାସୀ ଓଡ଼ିଆଙ୍କୁ କଳିଙ୍ଗ ଷ୍ଟାଡିୟମରେ ରଖିବାକୁ କହିଲେ ସୁର

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଆଉ ଏଥିପାଇଁ ରାଜ୍ୟରେ ସ୍ଥିତି ଭୟାନକ ହେଉଛି। ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ, ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ସରକାର ନେଇ ନାହାନ୍ତି ବୋଲି କ୍ଷୁବ୍ଧ ହୋଇ...

fake
ଓଟିଭି ଲୋଗୋ ଲଗାଇ ଫେକ୍ ନ୍ୟୁଜ ଭାଇରାଲ

ଭୁବନେଶ୍ୱର: ଓଟିଭି ଲୋଗୋ ବ୍ୟବହାର କରି ପୁଣି ସୋସିଆଲ ମିଡିଆରେ ପ୍ରସାର କରାଯାଉଛି ଫେକ୍ ନ୍ୟୁଜ। କଟକ ଜିଲ୍ଲାରେ ଚତୁର୍ଥ ପଜିଟିଭ ବାହାରିବା ନେଇ ମିଛ ଖବରକୁ ଓଟିଭିର ଗ୍ରାଫିକ୍ସ ଓ ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି। କଟକ ଜିଲ୍ଲାରେ ହାଇଆଲର୍ଟ ଖବର ମଧ୍ୟ...

corona
ଆଉ ୧୦ ପଜିଟିଭ ଚିହ୍ନଟ, ରେଡ୍‌ ଜୋନ୍‌ରେ ବିଗିଡୁଛି ସ୍ଥିତି

ଭୁବନେଶ୍ୱର: ଆଉ ୧୦ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍‌ ଜୋନ୍‌ର। ଆଜି ଦିନକରେ ୬୮ଟି...

run
ଭୋକିଲା ପେଟରେ ମାଇଲ ମାଇଲ ବାଟ ଚାଲୁଛନ୍ତି ଖଟିଖିଆ, ତଥାପି ଯିବାକୁ ଅଛି ଅନେକ ଦୂର

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଲକଡାଉନ୍‌ ପରଠୁ ଦେଶବ୍ୟାପୀ ବନ୍ଦ ହୋଇଯାଇଛି କାମଧନ୍ଦା। ଫଳରେ ରାଜ୍ୟ ବାହାରକୁ ଦାଦନ ଯାଇଥିବା ଶ୍ରମିକଙ୍କୁ ଘରଭଡ଼ା ତ ଦୂରର କଥା, ଖାଇବାକୁ ବି ଠିକ୍‌ରେ ମିଳୁନି। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ। ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ...

cbse
କାଲିଠୁ ନୂଆ ଢାଞ୍ଚାରେ ଆରମ୍ଭ ହେବ ସିବିଏସ୍‌ଇ ପରୀକ୍ଷା ଖାତା ମୂଲ୍ୟାୟନ

ନୂଆଦିଲ୍ଲୀ: ସେପଟେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ। ମୂଲ୍ୟାୟନ...

subrat-mig
ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ

ଭୁବନେଶ୍ୱର: ପ୍ରେସମିଟ୍‌ରେ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ ୨୦ କୋଟି ପ୍ରବାସୀ କାମ କରୁଛନ୍ତି। ୨୦୧୧ରେ ଏହି ପ୍ରବାସୀଙ୍କ ସଂଖ୍ୟା ୧୪ କୋଟି ଥିଲା। ବର୍ତ୍ତମାନ...

cow
ପୋଲିସ କରୁଛି ମଧ୍ୟସ୍ଥି: ଦିନରେ ଗୋରୁ ଜବତ, ରାତିରେ ମାଫିଆଙ୍କୁ ଦାନ

ଖୋର୍ଦ୍ଧା: ଦିନରେ ଲୋକଙ୍କ ଅଭିଯୋଗ ଆଧାରରେ ଜବତ ହେଉଛି ଗୋରୁ। ହେଲେ ଗୋଶାଳା ବଦଳରେ ଜନବସତି ନିକଟରେ ଛାଡିଦେଇ ପୁଣି ରାତି ଅଧରେ ମାଫିଆଙ୍କୁ ଗୋରୁ ଦେଇଦେଉଛି ପୋଲିସ୍। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ବିରୋଧରେ। ଗତ ୧୪ ତାରିଖରେ କଡ଼ବ ଗାଁରୁ ପୋଲିସ...

rathw
ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର ହେବ କୋଭିଡ ଟେଷ୍ଟ

ପୁରୀ: ଘୋଷଯାତ୍ରାର ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ଏପରିକି ସେମାନଙ୍କର ପରିବାର ସଦସ୍ୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି। ତା ସହିତ ସେବାୟତଙ୍କୁ...

mada
ମଦ ବିକ୍ରି କରି ଜେଲ ଯାଇଥିଲେ; ବାହାରିଲା ପରେ ଜେଲ ଆଗରେ ମଦ ପିଇଲେ, ଫୁଲମାଳ ପିନ୍ଧିଲେ

ବଲାଙ୍ଗିର: ବଲାଙ୍ଗିରରେ ସୋସିଆଲ୍ ମିଡିଆରେ ଏବେ ଜଣେ ବେଆଇନ ମଦ ବ୍ୟବସାୟୀଙ୍କ କାରନାମାକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଯିଏ ଦିନେ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲରୁ ବାହାରିବା ପରେ କରାଯାଇଛି ସେଲିବ୍ରେସନ। ମଦ ବ୍ୟବସାୟୀଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ...

ganjam
ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ  ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ...

guide
କରୋନା ରୋଗୀଙ୍କ ହସ୍ପିଟାଲ ଡିସଚାର୍ଜକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ ରୋଗୀଙ୍କ ପାଇଁ ହସ୍ପିଟାଲ ଡିସଚାର୍ଜ ଗାଇଡଲାଇନରେ ପରିବର୍ତ୍ତନ। ଏଣିକି ଜଣେ କରୋନା ରୋଗୀ ୧୦ ଦିନରେ ବି ଡିସଚାର୍ଜ ହୋଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରିବର୍ତ୍ତିତ ଡିସଚାର୍ଜ ଗାଇଡଲାଇନରେ ଏହି ସୂଚନା ଦିଆଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ସାମାନ୍ୟ, ଅତି ସାମାନ୍ୟ କିମ୍ବା...

cure
ରେଡ୍‌ ଜୋନ୍‌ର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ରେଡ୍‌ ଜୋନ୍‌ରୁ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରର ୪ଜଣ ଓ ଯାଜପୁରର ଜଣେ ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...

test
ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ସଂକ୍ରମିତ ଜିଲ୍ଲାରେ ସାମିଲ ହୋଇଛି କରୋନା। ଆକ୍ରାନ୍ତ ଜଣକ ୪୦ ବର୍ଷ ବୟସର ଯୁବକ। ସେ ସୁରତରୁ ଫେରିଥିଲେ ଓ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।