• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

pradipta
'ବାଟରେ ପ୍ରବାସୀ ମଲେ ଦାୟୀ ରହିବେ ସରକାର'

ଭୁବନେଶ୍ୱର: ପ୍ରବାସୀ ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ବାଟରେ ମରିଗଲେ ସରକାର ଦାୟୀ ରହିବେ।  ଓଡ଼ିଶା ସରକାରଙ୍କୁ ଏହି କଡ଼ା ସତର୍କବାଣୀ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇରୁ ହଜାର ହଜାର ଶ୍ରମିକଙ୍କୁ ଟ୍ରେନରେ ଅଣାଯାଉଛି। ବର୍ତ୍ତମାନ ଆସିଥିବା ୫୩ଟି ଟ୍ରେନ...

sustha
ଆଉ ୨୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏମାନେ ମଧ୍ୟରେ ଗଂଜାମରୁ ୧୯, ଯାଜପୁର ୩, ବାଲେଶ୍ୱରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୨୦ରେ...

main
ସଙ୍କଟ ବେଳେ ବି ଗରିବଙ୍କ ପେଟରେ ନାତ, ପଦାକୁ ଆସିଲା ଡିଲରଙ୍କ କଳା କାରନାମା

ଭୁବନେଶ୍ୱର: କରୋନା ବିପତ୍ତି ବେଳେ ରାଜ୍ୟରେ ପୁଣି ଖୋଲିଲା ପିଡିଏସ୍ ମହାଘୋଟାଲାର ଗୁମର। ରାସନ୍ କାର୍ଡ ପିଛା ସରକାରଙ୍କ ହଜାରେ ଟଙ୍କାର କରୋନା ସହାୟତା ବଣ୍ଟା ଆରମ୍ଭ ହେବା ପରେ  ଏବେ ରାଜ୍ୟର ବହୁ ଅସାଧୁ ପିଡିଏସ ଡିଲରଙ୍କ କଳା କାରନାମା ପଦାକୁ ଆଣିଛି। ରାସନ କାର୍ଡ ଥାଇ...

test
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ଚିହ୍ନଟ। ବଲାଙ୍ଗିର ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାଲପାଲିପଡ଼ା ଅଞ୍ଚଳର। ସେମାନେ ସୁରତ ଫେରନ୍ତା ଓ ଉଭୟ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ମିଳିଛି।...

petrol
ରାଜ୍ୟରେ ବଢିଲା ପେଟ୍ରୋଲ ଦର

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲ, ଡିଜେଲ ଉପରେ ଭାଟ ବଢାଇଲେ ରାଜ୍ୟ ସରକାର। ଆଜି ମଧ୍ୟରାତ୍ରୀରୁ ଏହି ନୂଆ ଦର ଲାଗୁ ହେବ। ଡିଜେଲ...

next
ବାତ୍ୟାର ରୂପ ନେଲା ଅବପାତ, କାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରର୍ମରେ ହେବ ପରିଣତ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟା ତଥା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏହି ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ...

mewwwt
ହୋମ କ୍ୱରେଣ୍ଟିନରେ କେମିତି ରହିବେ ପ୍ରବାସୀ; ବୁଝିବେ ନେତା, ପୋଲିସ୍

ଭୁବନେଶ୍ୱର: କରୋନାକୁ ନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ କିପରି ହୋମ କ୍ୱାରେଣ୍ଟିନରେ ରଖାଯିବ ସେ ନେଇ ବିସ୍ତୃତଭାବେ ଆଲୋଚନା ହୋଇଛି। ଅଧିକରୁ ଅଧିକ ପ୍ରବାସୀ ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବାରୁ...

cyclone
କିଛି ସମୟର ଅପେକ୍ଷା, ବାତ୍ୟାର ରୂପ ନେବ ଅବପାତ!

ଭୁବନେଶ୍ୱର: ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ...

cyc
ଆସୁଛି ବାତ୍ୟା! ୭ଲକ୍ଷ ଲୋକ ହେବେ ପ୍ରଭାବିତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ପ୍ରଭାବିତ ୧୨ ଜିଲ୍ଲାରେ ୮୦୯ଟି...

medical
ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ, ହସ୍ପିଟାଲର ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: କୌଣସି ହସ୍ପିଟାଲ ଆଳ ଦେଖାଇ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟ ରୋଗୀଙ୍କୁ ଆଳ ଦେଖାଇ ପଠାଇ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।  ଏପରିକି ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ଚେତାବନୀ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବ। ଏଯାବତ...

cobid
ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି। ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟରେ...

samir das
ଆରମ୍ଭ ହେବ ୧୦ କିଲୋମିଟର ଦୂରରୁ ଆସୁଥିବା ମାଟ୍ରିକ ମୂଲ୍ୟାୟନକାରୀଙ୍କ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଖାତା ଦେଖିବାକୁ ଆସିବାକୁ ଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ୍ ଖାତା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।