ଭୁବନେଶ୍ୱର: ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଭେରି ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉପକୂଳ ଆଡ଼କୁ ମାଡ଼ିଆସୁଛି। ଏବେ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅମ୍ପନ୍’। ଦୀଘାଠାରୁ ୩୯୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ସମୁଦ୍ରରେ ଘଣ୍ଟା ପ୍ରତି...
ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ସାରା ଦେଶରେ ଆରମ୍ଭ ହେବ ଟ୍ରେନ ସେବା। ୨ ଶହ ନନ୍ ଏସି ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋୟଲ। ସାଧାରଣ ଯାତ୍ରୀଙ୍କ ପାଇଁ ପ୍ରତିଦିନ ୨ଶହ ଟ୍ରେନ୍ ଚାଲିବ। ଏହି ସବୁ ଟ୍ରେନ୍ ପାଇଁ ଅନଲାଇନ୍ ବୁକିଂ...
ଭୁବନେଶ୍ୱର: ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ଅମ୍ପନ୍ ମୁକାବିଲା ଓ ଏନେଇ ପ୍ରସ୍ତୁତି ସମ୍ପର୍କରେ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା...
କେନ୍ଦୁଝର: ବଢ଼ିଲା କେନ୍ଦୁଝର ପାଟଣା ଥାନା ଆଇଆଇସି ସାରାଣୀ ଜେନାଙ୍କ ପାଇଁ ଅଡ଼ୁଆ। ଥାନାରେ ଯୁବକଙ୍କୁ ମାଡ଼ ଘଟଣାରେ ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ୍। ଏନେଇ ୪ ସପ୍ତାହରେ ରିପୋର୍ଟ ଦେବାକୁ ସନ୍ଧ୍ୟାରାଣୀଙ୍କୁ OHRC ନୋଟିସ୍ କରିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଏସପିଙ୍କୁ ବି ଜବାବ ମାଗିଛନ୍ତି...
କଟକ: ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ଅଭିଯୋଗ ଆସିଛି କଟକ ସିଡିଏ ସେର-୭ ଅଞ୍ଚଳରୁ। ଘର କାମ...
ମୁମ୍ବାଇ: ଘର ବାହୁଡ଼ା ପାଇଁ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଅସମ୍ଭାଳ ଭିଡ଼। ମୁମ୍ବାଇ ବାନ୍ଦ୍ରା ରେଲେଓ୍ୱ ଷ୍ଟେସନରେ ଆଜି ଏଭଳି ଭିଡ଼ ଦେଖିବାକୁ ମିଳିଥିଲା। ହଜାର ହଜାର ପ୍ରବାସୀ ଶ୍ରମିକ ବିହାର ଯିବା ପାଇଁ ବାନ୍ଦ୍ରା ଷ୍ଟେସନକୁ ଆସି ଭିଡ଼ ଜମାଇଥିଲେ। ତେବେ ପଞ୍ଜୀକରଣ କରିଥିବା ଏକ...
ନୂଆଦିଲ୍ଲୀ: ଅମ୍ପନ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ମୁକାବିଲା କରିବାକୁ କଣ କଣ ପଦକ୍ଷେପ ନିଆଯାଇଛି, ଆଉ କଣ କରାଯିବା ଦରକାର, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବାତ୍ୟା ପୂର୍ବରୁ ପ୍ରାକ ସଜାଗ ଓ ପ୍ରଭାବିତ ଲୋକଙ୍କୁ...
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ପୁଣି ଭାଇରାଲ ହେଲା ଟିକଟକ୍ ଭିଡିଓ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏହି ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି। ଏଠାରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୧୦୬ ଜଣ ରହୁଛନ୍ତି। ତେବେ ଏମାନଙ୍କ ଭିତରୁ ଗୋଟିଏ ରୁମରେ ଥିବା ୫...
ଭୁବନେଶ୍ୱର: ବାତ୍ୟା ଆସୁଛି। ବାତ୍ୟା ସମୟରେ ନିଜକୁ କିଭଳି ରଖିବେ ସୁରକ୍ଷିତ, କଣ କରିବେ, କଣ କରିବେ ନାହିଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ ଓ ପକ୍କା ଘର ଭିତରେ ରୁହନ୍ତୁ। ଯେଉଁମାନଙ୍କର ଚାଳ,...
ଭୁବନେଶ୍ୱର: ସମୁଦ୍ରରୁ ଉପକୂଳ ଆଡ଼କୁ ମାଡିଆସୁଛି ମହାବାତ୍ୟା ଅମ୍ପନ। ଏହା ପ୍ରଭାବରେ ଆଜି ରାତିରୁ ହିଁ ୫ଟି ଜିଲ୍ଲା ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ବେଳେ ବେଳେ ୬୫ କିଲୋମିଟର...
ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି। ଗତ ୩ ଦଶନ୍ଧି ଧରି...
କେନ୍ଦୁଝର: ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଯୁବକଙ୍କୁ ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା। ଏ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ଏହି ମହିଳା ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ...
ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ଅମ୍ପନ। ମହାବାତ୍ୟା ଅମ୍ପନ୍ ଅପଡେଟକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ୍। ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି। ତେବେ ଅତି...
ଭୁବନେଶ୍ୱର: ଜଗତସିଂହପୁରରେ ଆଉ ୨୦ ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲା କରୋନାମୁକ୍ତ ହେବାର କିଛି ଘଣ୍ଟା ନଯାଉଣୁ ଏକାଥରକେ ୨୦ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି। ଏମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରୁ...