• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

acc
ସବୁଆଡେ ବୁଲି ଆସିଛନ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଅଭିଯୁକ୍ତ! ଚିନ୍ତାରେ ପ୍ରଶାସନ

ଭୁବନେଶ୍ୱର: ପୁରୀରେ ବିଚାରଧିନ କଏଦୀଙ୍କ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଚିନ୍ତାରେ ପ୍ରଶାସନ।  ବିଚାରଧୀନ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଥାନା, ଡାକ୍ତରଖାନା, କୋର୍ଟ ଏବଂ ଜେଲ୍ କର୍ମଚାରୀଙ୍କ ଚିନ୍ତା ବଢାଇଛି। କୁମ୍ଭାରପଡ଼ା ପୋଲିସ ଓ ପୁରୀ ଜେଲ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଏହା ସହ କୋର୍ଟରେ ବେଲ୍...

test
ଆଉ ୪ କରୋନା ପଜିଟିଭ ଚିହ୍ନଟ, ଅଭିଯୁକ୍ତଙ୍କୁ କରୋନା ପରେ ବଢିଲା ଚିନ୍ତା

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲାର। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ଚିହ୍ନଟ। ଆକ୍ରାନ୍ତ ୪...

cycloneee
କାଲିଠୁ ଆରମ୍ଭ ହୋଇଯିବ ବର୍ଷା ପବନ; କେଉଁଠି ମାଡ଼ ହେବ ବାତ୍ୟା, ଜାଣନ୍ତୁ

ଭୁବନେଶ୍ୱର: ଅମ୍ଫାନ୍ ପ୍ରଭାବରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ପବନ। କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ...

corona-police
ଅଭିଯୁକ୍ତଙ୍କୁ କରୋନା, ଏବେ କ୍ୱାରେଣ୍ଟିନରେ ରହିବେ ଥାନା ବାବୁ

ପୁରୀ: କ୍ୱାରେଣ୍ଟିନରେ ଗଲେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀ। ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି। ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ  ଏସପି କହିଛନ୍ତି। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା...

recover
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ପଜିଟିଭ ଚିହ୍ନଟ। ବଲାଙ୍ଗିରରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଇଁତଳା ବ୍ଲକ୍ ବଡ଼ବନ୍ଧ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏମାନେ ସୂରତ ଫେରନ୍ତା ଓ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଗତକାଲି ବି ବଲାଙ୍ଗିରରେ ୨ ପଜିଟିଭ...

batya
ଅମ୍ପନ ପାଇଁ ଓଡ଼ିଶା ସଜାଗ, ୧୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର!

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବାତ୍ୟାର ଗତିପଥ ସଂପର୍କରେ ତଥ୍ୟ ମିଳିବା ପରେ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା...

baby
ଆଉ ଚାଲିପାରିଲାନି, ଜନ୍ମ ପରେ ଛୁଆକୁ ଛାଡ଼ି ପଳାଇଲା ମା'

ରାଉଲକେଲା:  ପଥଶ୍ରମ ଆଗରେ ହାରିଗଲା ମାଆର ମମତା। ସଦ୍ୟଜାତ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ। ଲକଡାଉନରେ ଫସିଥିବା ଶ୍ରମିକଙ୍କ ବହୁ କରୁଣ କାହାଣୀ ସାମ୍ନାକୁ ଆସୁଥିବା ବେଳେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁରେ। ଝାଡ଼ଖଣ୍ଡରୁ ଚାଲି ଚାଲି...

OTV-Main-lockdown
ମେ ୩୧ ଯାଏ ବଢିଲା ଲକ୍‌ଡାଉନ୍, ବଦଳିଲା ରୂପରେଖ

ନୂଆଦିଲ୍ଲୀ: ଦେଶରେ ମେ ୩୧ ତାରିଖ ଯାଏଁ ବଢ଼ିଲା ଲକଡାଉନ୍। ଲକ୍‌ଡାଉନ୍ ୪.୦ ଏବେ ନୂଆ ରୂପରେ ଆସିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଲକଡାଉନ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ NDMAର ନିର୍ଦ୍ଦେଶ। NECକୁ ଗାଇଡଲାଇନରେ ସଂଶୋଧନ...

weather
ଅତି ଭୀଷଣ ରୂପ ନେଲା ଅମ୍ପନ, ଆଗକୁ ଆହୁରି ଭୟଙ୍କର ହେବ

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଲା ବାତ୍ୟା ଅମ୍ପନ। ଆସନ୍ତା ୨୪ ଘଣ୍ଟାରେ ଆହୁରି ଭୟଙ୍କର ରୂପ ନେବ। ଏବେ ପାରାଦୀପର ଦକ୍ଷିଣରେ ୯୬୦ କିମି ଦୂରରେ ରହିଛି ଅମ୍ପନ। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୧୦ କିମି ଦୂରରେ ଏହା ରହିଛି। ଶେଷ ୬ ଘଣ୍ଟାରେ ଘଣ୍ଟାପ୍ରତି...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।