ବ୍ରାଉନ୍ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।
ଘର କରିବାକୁ ଆଶା ବାନ୍ଧିଥିବା ଲୋକଙ୍କୁ ଏହି ନିୟମ ନିରାଶ କରିଛି।
ଗୋଟିଏ ସମୟରେ ୧୫ଟି ଚିତ୍ରର ଫଟୋ ଆଙ୍କିବା ପ୍ରକୃତରେ ଏକ ଚମତ୍କାର କଳା ଠାରୁ ଢେର୍ ଅଧିକ।
ସୀମା ଟପିଲା ବର୍ବରତା । ମହିଳାଙ୍କୁ ପିଟି ପିଟି ମାରିଦେଲେ । ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । ଜଣେ ମହିଳାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି ।
ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ । ଗତକାଲି ବରଗଡ଼ ପଦ୍ମପୁରରେ ମନ୍ତ୍ରୀ ରୀତା ସାହୁଙ୍କୁ ଜୋରଦାର ବିରୋଧ ପରେ ଆଜି ଆଠଗଡ଼ ଓ ମହାକାଳପଡ଼ାରେ ବି ସମାନ ଘଟଣାର ପୁନାରବୃତ୍ତି ।
ହବିଷ୍ୟାଳୀଙ୍କ ମୁହଁରେ ନବୀନ ଜଣାଣ । ନବୀନ କୁଆଡ଼େ ଚଳନ୍ତି ଠାକୁର, ସିଏ ପୁଣି ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର । ଖାଲି ସେତିକି ନୁହେଁ ନବୀନ ବି କରୁଣା ସାଗର ମଧ୍ୟ । ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ...
ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ...
ଧାମମନଗର ଉପନିର୍ବାଚନ ଟଙ୍କାବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି ।
ବର୍ଷ ବର୍ଷ ଧରି କୋଟି କୋଟି ମାରୁଛନ୍ତି ଟିକେଟ୍ ରାକେଟ୍। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାସକୁ ୫୦ ଲକ୍ଷ ଚଳୁ ଅଭିଯୋଗ।
ଲୋକଙ୍କ ଆଶା, କେବଳ ସେ ହିଁ ବ୍ରିଟେନ୍ ଅର୍ଥନୀତି ପାଇଁ ସାଜିପାରିବେ ସଂକଟମୋଚକ।
ପୋଲିସ ସଂଗୀତାଙ୍କ ମୋବାଇଲକୁ ଜବତ କରିବା ସହ ଏନେଇ ଖୋଳତାଡ଼ ଜାରି ରଖିଛି।
ଭୁବନେଶ୍ୱରବାସୀ ଦେଖିଲେ ମହାଜାଗତିକ ଦୃଶ୍ୟ। ରାଜଧାନୀର ସଫା ଆକାଶରେ ଖଣ୍ଡିଆ ଦିଶିଲା ସୂର୍ଯ୍ୟ। ଯାହାକୁ ଦେଖିବାର ସୁଯୋଗ ପାଇଥିଲେ ରାଜଧାନୀବାସୀ। ଦେଖନ୍ତୁ ସେଇ ସମୟର କିଛି ଦୃଶ୍ୟ
ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସାହିତ ଥିଲେ ଯବାନ।
ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନସନ୍ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ରିଷି।
ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଏକ ସମୟରେ ଦେଶର ୫୦ ସହରରେ ଆୟୋଜିତ ଏଇ ମେଗା ରୋଜଗାର ମେଳାରେ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନିୟୁକ୍ତିପତ୍ର ବାଣ୍ଟିଥିଲେ। ଇଏ କଟକ ଓ ଭୁବନେଶ୍ୱରରେ ଆୟୋଜିତ ରୋଜଗାର ମେଳାର ଦୃଶ୍ୟ। ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ...
ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା।
ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ।