‘ତିତ୍ଲି’ ପାଇଁ ବିମାନ ସେବା ବି ପ୍ରଭାବିତ ହୋଇଛିା ଇଣ୍ଡିଗୋ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୫ଟି ବିମାନକୁ ବାତିଲ କରିଦିଆଯାଇଛି। ଭୁବନେଶ୍ୱରରୁ ଦିଲ୍ଲୀ, କୋଲକତା, ବେଙ୍ଗଲୁରୁ ଏବଂ ମୁମ୍ବାଇ ଉଡ଼ାଣକୁ ବାତିଲ କରିଛି ଇଣ୍ଡିଗୋ। ଆଜି ରାତିରେ ଇଣ୍ଡିଗୋର କୌଣସି ବିମାନ ଭୁବନେଶ୍ୱର ଏୟାର୍ପୋର୍ଟରେ ପାର୍କିଂ...
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ର ମୁକାବିଲା ପାଇଁ ସରକାରୀ ସ୍ତରରେ ଜୋରଦାର୍ ପ୍ରସ୍ତୁତ ଚାଲିଛି। ଜିରୋ କାଜୁଆଲ୍ଟିକୁ ଫୋକସ୍ରେ ରଖି ସଜାଗ ରହିବାକୁ ସରକାର, ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧନଜୀବନ ଯେମିତି କ୍ଷତି ନ ହେବ ସେଥିପାଇଁ ୫ଟି ଜିଲ୍ଲାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ...
ଭୁବନେଶ୍ୱର: ସମୁଦ୍ର ଭିତରୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ‘ତିତ୍ଲି’। ଗୋପାଳପୁର ବେଳାଭୂମିରେ ସମୁଦ୍ରର ଏ ଭୀମକାନ୍ତ ରୂପ ଯେମିତି, ବାରମ୍ବାର ଚେତାଇ ଦେଉଛି, କେତେ ଭୟଙ୍କର ରୂପ ନେଇପାରେ ‘ତିତ୍ଲି’। ଯେଉଁ ସମୟରେ ବେଳାଭୂମି ଗହଳି ଚହଳିରେ ଫାଟି ପଡ଼ିବା କଥା, ଏବେ ସେଠି...
ଭୁବନେଶ୍ୱର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ତିତ୍ଲି’। ଏଥିପାଇଁ ରେଳ ବିଭାଗ ପକ୍ଷରୁ ସତର୍କତା ଅବଲମ୍ୱନ କରାଯାଇଛି। ଯାତ୍ରୀ ଓ ଟ୍ରେନ୍ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍ରୁ ବିଜୟନଗ୍ରମ୍ ମଧ୍ୟରେ କୌଣସି ଟ୍ରେନ୍ ଚଳାଚଳ କରିବନାହିଁ। କିଛି ଟ୍ରେନ୍ର ଗତିପଥ ପଦଳାଇଥିବା...
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ଭୟଙ୍କର ରୂପ ନେବା ବୋଲି SRC ସୂଚନା ଦେଇଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଥିବା ସେ କହିଛନ୍ତି। ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ୍ ନିର୍ବାଚନ ହେବନି ବୋଲି ଏସଆର୍ସି କହିଛନ୍ତି।...
ଭୁବନେଶ୍ୱର: ସମ୍ଭାବ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିଛି ଜଳସମ୍ପଦ ବିଭାଗ। ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ ହେବା ପରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜଳସମ୍ପଦ ସଚିବ। ଉପକୂଳ...
ଭୁବନେଶ୍ୱର: ଭୟଙ୍କର ରୂପ ନେଇ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ପରିଣତ ହୋଇଛି ସାମୂଦ୍ରିକ ଝଡ଼ ‘ତିତ୍ଲି’। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୨୮୦କିଲୋମିଟର୍ ଦୂରରେ ରହିଛି। ତେବେ ଘଣ୍ଟାକୁ ୧୫ କିଲୋମିଟର୍ ବେଗରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଛି। ଏହି ସାମୂଦ୍ରିକ ଝଡ଼ ଆସନ୍ତାକାଲି ସକାଳେ...
ନୂଆଦିଲ୍ଲୀ: ଅଭିନେତାଙ୍କ ପରେ ଏବେ ରାଜନେତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ବରିଷ୍ଠ ସାମ୍ବାଦିକ ତଥା ବର୍ତ୍ତମାନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ.ଜେ.ଆକବରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଜଣେ ମହିଳା ସାମ୍ବାଦିକା ବହୁ ବର୍ଷ ତଳେ ହୋଇଥିବା ଏକ ଘଟଣା ସମ୍ପର୍କରେ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି। ଟ୍ୱିଟର୍ରେ...
ଭୁବନେଶ୍ୱର: ଭାଇରାଲ୍ ହେଲା ଆଉ ଜଣେ ବିଜେଡି ବିଧାୟକଙ୍କ ଔଦ୍ଧତ୍ୟର ଚିତ୍ର। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସମୀର ଦାଶଙ୍କ ପରେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ୍ ସର୍ବ ସାଧାରଣରେ ତୋଡ଼ ଦେଖାଇବା ଚିତ୍ର ସୋସିଆଲ୍ ମିଡିଆରେ ବୁଲିବା ପରେ ବର୍ତ୍ତମାନ ଶାସକ ଦଳ ବିଧାୟକଙ୍କ ଆଚରଣକୁ ନେଇ...
ଗଜପତି: ସମୁଦ୍ର ଗର୍ଭରେ ଲହଡ଼ି ଭାଙ୍ଗି ସ୍ଥଳଭାଗକୁ ଧାଇଁ ଆସୁଛି ବାତ୍ୟା ‘ତିତ୍ଲି’। ଆଉ ମାତ୍ର କେଇ ଘଣ୍ଟା ପରେ ପ୍ରବଳ ବର୍ଷା ସାଙ୍ଗକୁ ଦ୍ରୁତ ବେଗରେ ପବନ ବହିବ। କିନ୍ତୁ ବାତ୍ୟା ଭୟରେ ଚିନ୍ତାରେ ପଡ଼ିଗଲେଣି ପାରଳାଖେମୁଣ୍ଡିର ଚାଷୀ। କାରଣ ଖେତରେ ଲହଡ଼ି ଭାଙ୍ଗୁଛି ବର୍ଷକର ସୁନାର...
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ତିତ୍ଲି’। ୭୨ ଘଣ୍ଟା ଭିତରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ ଏହି ଝଡ଼। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। ଏଥିପାଇଁ ଗଞ୍ଜାମ, ଗଜପତି,...
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ଚୀନକୁ ଟପିଯିବ। ଏପରିକି ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧି ହାର ଭାରତର ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଭାରତର ଅଭିବୃଦ୍ଧି ହାର ଚଳିତ ବର୍ଷ ୭.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଆଗାମୀ ବର୍ଷ ଭାରତର ଅଭିବୃଦ୍ଧି...
ଜୟପୁର: ରାଜସ୍ଥାନରେ ଜିକା ଭୁତାଣୁ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଜୟପୁର ସହରର ୨୯ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଗର୍ଭବତୀ ଅଛନ୍ତି। ସେମାନଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସପିଟାଲ୍ର ଏକ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର...
ଗଞ୍ଜାମ: ଭଞ୍ଜନଗର ବାଇପାସ୍ ନିକଟରେ ଅଘଟଣ। ଦୁଇଟି ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ପାଖରେ ଥିବା ବୋମା ଫାଟି ୩ଜଣ ଆହତ ହୋଇଛନ୍ତି। ବାଇକ୍ ଆରୋହୀଙ୍କଠାରୁ ୨ଟି ବନ୍ଧୁକ, ବୋମା ଓ ଗୁଳି ଜବତ ହୋଇଛି। ଆହତମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ ସମ୍ପୃକ୍ତ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କୁ ବିରୋଧ ପ୍ରଦର୍ଶନ। ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ପାଇଁ ମନ୍ତ୍ରୀ ନୃସିଂହ ସାହୁ ଯାଉଥିବାବେଳେ କିଛି କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ତାଙ୍କ...
ପୁରୀ: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସତ୍ୟବାଦୀ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ପଞ୍ଚସଖାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ବକୁଳବନକୁ ଯାଇ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର,...
ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ସ୍ଥିତ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଯିବାରୁ ଏହି ବିସ୍ଫୋରଣ ହୋଇଛି। ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର...
ଭୁବନେଶ୍ୱର: ଏସିଆନ୍ ପାରା ଗେମ୍ସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ସେ ୨୦୦ ମିଟର୍ ଦୌଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିବା ସହିତ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ମାତ୍ର ୨୭.୪୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ ଏହି କମାଲ୍ ଦେଖାଇଛନ୍ତି। ତେବେ...
ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲିଉଡ କ୍ୱିଇନ୍ କଙ୍ଗନା ରାଣାୱାତ୍। ‘କ୍ୱିନ୍’ ଫିଲ୍ମର ନିର୍ଦ୍ଦେଶକ ତଥା ଫାଣ୍ଟମ୍...