ଅନୁଗୁଳ: ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ କେବେ କାବୁ କରାଯିବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆଜି ପଞ୍ଚମ ଦିନରେ ବି ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିପାରିନି। ତେବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ ବୋଲି ଜଙ୍ଗଲ ଓ ପରିବେଶ...
ଭୁବନେଶ୍ୱର: ‘ତିତ୍ଲି’ ତାଣ୍ଡବକୁ ୨ ସପ୍ତାହ ବିତିଲାଣି, ହେଲେ ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ଅନ୍ତ ହେଉନି। ବାତ୍ୟାର ଆଁରେ ଉଜୁଡ଼ିଯାଇଥିବା ଗଜପତିରେ ଏବେ ବି ଘର ସଜଡ଼ା ହୋଇପାରିନି କି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତା ଓ ବିଦ୍ୟୁତ୍ ସେବା ସୁଧୁରିପାରିନି। ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ ବୋଲି...
କୋରାପୁଟ: ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତିବାଣୀ ଶୁଣାଇଥିବା ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତିର ଆଉ ଏକ ଗୁମର ଖୋଲିଛି। କୋଟିଏ କି ଦୁଇ କୋଟି ନୁହେଁ ୪ କୋଟିରୁ ଅଧିକ ଟଙ୍କାର ମହାଘୋଟାଲା ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୧ଟି ଲ୍ୟାମ୍ପସ୍ର ଏମ୍ଡି ଓ କର୍ମଚାରୀ...
ଭୁବନେଶ୍ୱର: ୧୯ ନିର୍ବାନରେ ସଫଳତା ପାଇଲେ ନବୀନ ଚାହିଁବେ ତାଙ୍କ ଲୋକ ଦିଲ୍ଲୀ ଶାସନରେ ସାମିଲ ହୁଅନ୍ତୁ ବୋଲି ସାଂସଦ ତଥାଗତ ଶତପଥୀ କହିଛନ୍ତି। ତେବେ ତଥାଗତଙ୍କର ଏହି ବୟାନ ୧୮ ବର୍ଷର ଶାସନ ପରେ ବିଜେଡିର ଦିଲ୍ଲୀ ଲାଳସାକୁ ପଦାରେ ପକାଇଛି। ସଙ୍କେତ ଦେଉଛି ଯେ ସମଦୂରତାର...
ଭୁବନେଶ୍ୱର: ସମାଲୋଚନା ପରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନିୟମ। ଯୋଜନାର ସଂସୋଧନ କଲେ ସରକାର। ନିୟମାବଳୀ ଅଧିକରୁ ଅଧିକ ଲୋକଙ୍କୁ ସୁବିଧା ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପୂର୍ବରୁ କେବଳ ରାଜ୍ୟ ଭିତରେ ଓଡ଼ିଶାବାସୀଙ୍କୁ ଚିକିତ୍ସା ସୁବିଧା ଦେବାକୁ ବ୍ୟବସ୍ଥା ଥିବାବେଳେ, ଏବେ ରାଜ୍ୟ...
ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି PCCF ସନ୍ଦୀପ ତ୍ରିପାଠୀ। ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କହିଛନ୍ତି ପିସିସିଏଫ୍। ଏ ନେଇ ଏକ ପ୍ରେସ୍ ରିଲିଜ୍ ଜାରି...
ଝାରସୁଗୁଡ଼ା: ବିଭିନ୍ନ ଦାବି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ସୋଡ଼ାମାଲ ପଞ୍ଚାୟତ ଅଫିସ୍ ଆଗରେ ରାସ୍ତା ଅବରୋଧ କରିଛନ୍ତି ୫ଟି ରାଜସ୍ୱ ଗ୍ରାମର ଚାଷୀ। ୨୦୧୬ ମସିହାରେ ମରୁଡ଼ି ଘୋଷଣା ପରେ ବି ଚାଷୀଙ୍କୁ ବୀମା ରାଶି ପ୍ରଦାନ ନ କରାଯିବା ଓ ଚଳିତବର୍ଷ ଝାରସୁଗୁଡ଼ା ଜିଲ୍ଲାର...
ଭୁବନେଶ୍ୱର: କାଲିଠୁ ୩ ଦିନ ଯାଏ ବର୍ଷା ହେବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ତିନି ଯାଏ ବର୍ଷା ସମ୍ବାବନା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉପକୂଳରେ କାଲିଠୁ ୩୦ ତାରିଖ ଯାଏ...
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍ ସିଲ୍ ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଦେଇଥିବା ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପୁରୀ ପୁଲିସ୍ ପାଖକୁ ପଠାଇ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର...
ଟ୍ରିବ୍ୟୁନାଲ୍ରେ କେନ୍ଦ୍ରର ଗାଇଡ୍ଲାଇନ୍ ସ୍ପଷ୍ଟ ନଥିବାରୁ ବର୍ଷିଲା ବିଜେଡି, ବିଜେପି କହିଲା ଗୋଳିଆ ପାଣିରୁ ଫାଇଦା ନେବା ଉଦ୍ଦେଶ୍ୟ
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ। ଗର୍ଭଗୃହରେ ଉପଦ୍ରବ କରୁଥିବା ମୂଷାଙ୍କୁ ଧରିବାକୁ ୩ମାସ ହେଲା ଜନ୍ତା ବସାଯାଇଥିବା ବେଳେ ସେଥିରେ ୩ଟି ମୂଷା ପଡ଼ିଛନ୍ତି। ଗର୍ଭଗୃହରେ ମୂଷା କିଛିଦିନ ହେଲା ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ କାଟି ପକାଇବା ସହ ଶ୍ରୀଅଙ୍ଗ ପ୍ରତି ବିପଦ...
ସମ୍ବଲପୁର: ବାଟବଣା ହେଲାଣି ଫସଲବୀମା ଯୋଜନା। ଚାଷୀଙ୍କ ସହ ଖେଳୁଛନ୍ତି ବୀମା କମ୍ପାନୀ ଓ ସରକାରୀ ଅଧିକାରୀ। ଦୁହିଁଙ୍କ କଳିରେ ପେଶି ହୋଇଗଲେଣି ସର୍ବସ୍ୱାନ୍ତ ହୋଇଥିବା ଚାଷୀ। ବୀମାଟଙ୍କା ନ ମିଳିବାରୁ ତାତିଛନ୍ତି ଚାଷୀ। ବାଧ୍ୟ ହୋଇ ସେମାନେ ଆଜି ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିଷ...
ଭୁବନେଶ୍ୱର: ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି। ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି...
କଟକ: ଆନ୍ଦୋଳନରେ ଅଟଳ ରହିଲା ଓକିଲ ସଂଘ। କଟକରେ ଆଇନଜୀବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସମସ୍ତ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଆସନ୍ତା ୩୦ ତାରିଖ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସୂଚନା ଦେଇଛି। ବିବାଦର ସମାଧାନ ଲାଗି ଆଲୋଚନା...
ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। କ୍ୟାମେରା ଡ୍ରୋନ୍ ଉଡ଼ାଉଥିବା ୮ ଯୁବକଙ୍କୁ ପୁଲିସ୍ ଅଟକ ରଖିଛି। ଏମାର ମଠ ଛାତ ଉପରେ ୮ ଜଣ ଯୁବକ ଡ୍ରୋନ୍ ଉଡ଼ାଉଥିବା ଅଭିଯୋଗ ହୋଇଛି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସର୍ଟ ଫିଲ୍ମ ପାଇଁ ସେମାନେ ଡ୍ରୋନ୍ ଉଡ଼ାଇଥିବା...
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍ ସିଜ୍ ନେଇ ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିଛି। ବୈଜୟନ୍ତଙ୍କ ହେଲିକପ୍ଟର୍ ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ଡିଜିସିଏ। ଗତମାସ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା...
ବ୍ରହ୍ମପୁର: ସାମାନ୍ୟ ବଚସାକୁ ନେଇ ସାଙ୍ଗର ତଣ୍ଟି ଚିପି ହତ୍ୟା କଲେ ୨ ସାଙ୍ଗ। ଏଭଳି ଅଭିଯୋଗ ଆସିଛି ଭଞ୍ଜନଗର ବଡ଼ଗଡ଼ ଥାନା ଏକଲପୁର ଗାଁରୁ। ମୃତକ ହେଲେ ସେହି ଗାଁର ସୀତାରାମ। ସୂଚନା ଅନୁସାରେ, ସାଙ୍ଗ ଜିତୁ ରାଉତ ଓ ଜିଲୁ ନାୟକଙ୍କ ସହିତ କୌଣସି ଏକ...
ଭୁବନେଶ୍ୱର: ବାଣ ଫୁଟା କଟକଣା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ବାଣଫୁଟା ପାଇଁ ରାଜ୍ୟରେ ସର୍କୁଲାର ଜାରି କରାଯାଇଛି। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାତ୍ର ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିବ ବୋଲି ଆଜି ଡିଜିପି ରାଜେନ୍ଦ୍ର...
କଟକ: କଟକରେ ଆଇନଜୀବୀଙ୍କୁ ପୁଲିସ୍ର ମାଡ଼ ପ୍ରସଙ୍ଗ ଥମିବାର ନାଁ ନେଉନି। ଆଜି ପୁଣିଥରେ ଏ ସମ୍ପର୍କରେ ହାଇକୋର୍ଟ ବାର ଆସୋସିଏସନ୍ର ଏକ ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ଆଗକୁ ଆନ୍ଦୋଳନର ରୂପରେଖ କ’ଣ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଏହି ମାମଲାରେ ଏପର୍ଯ୍ୟନ୍ତ...