• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Untitled
ବୈଜୟନ୍ତଙ୍କ ହେଲିକପ୍ଟର୍‌ ସିଜ୍‌ ଘଟଣାରେ ବଢ଼ୁଛି ଜନ ଅସନ୍ତୋଷ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ଓ ହ୍ୟାଙ୍ଗର୍‌ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ର ସାତମାଇଲ ଛକଠାରେ ହିନ୍ଦୋଳ ଛାତ୍ର ଯୁବ ପରିଷଦ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି।...

kdfl
କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁରେ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।  ଏଥିରୁ ୩୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୩ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ...

pdp
ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା ପରେ କଡ଼ାକଡ଼ି ପାଳନ ହେବ ଏସ୍ଓପି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଆର୍କୁ ନିର୍ବାଚନମଣ୍ଡଳୀର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବେରୀ ସୁମା ହତ୍ୟାକାଣ୍ଡକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଗତକାଲି ହତ୍ୟାକାଣ୍ଡର ପ୍ରତିବାଦରେ ସମର୍ଥକମାନେ ଡୁମୁରିଗୁଡ଼ା ଥାନା ଏବଂ ତହସିଲ ଅଫିସରେ ନିଆଁ ଲଗାଇବା ପରେ ଆଜି ବି ଚାପା ଉତ୍ତେଜନା...

child-rape
କନ୍ଧମାଳରେ ପୁଣି ଲଜ୍ଜା

କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ନାବାଳିକା ଦୁଷ୍କର୍ମ ଘଟଣାକୁ ଦୁଇ ଦିନ ନ ପୁରୁଣୁ ପୁଣିଥରେ କୋଟଗଡ଼ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପରିବାରଲୋକ ଏନେଇ ଅଭିଯୋଗ କରିବା ପରେ କୋଟଗଡ଼ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।...

kumar
ORHDC ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ଜେଲ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ORHDC ଦୁର୍ନୀତି ଅଭିଯୋଗ ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ ହୋଇଛି। ୧ କୋଟି ଟଙ୍କାର ଫ୍ଲାଟ୍‌ ଋଣ ନାଁରେ ହୋଇଥିବା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବିନୋଦ କୁମାରଙ୍କ ସହ ଅନ୍ୟ...

shaa
ଏନ୍‌କାଉଣ୍ଟର୍‌ରେ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ ହୋଇଛି। ଆଜି ସକାଳୁ ତ୍ରାଲ୍ ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ହଠାତ୍‌ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଗୁଳିମାଡ଼ କରିଥିଲେ। ଏହାପରେ ସେନା ପକ୍ଷରୁ ମଧ୍ୟ କଡ଼ା...

2
ଦୁର୍ନୀତି ପ୍ରସଙ୍ଗରେ ମୋଦିଙ୍କ ଆଟାକ୍, ନବୀନଙ୍କ କାଉଣ୍ଟର୍‌ ଆଟାକ୍ ନେଇ ହଲଚଲ୍

ଭୁବନେଶ୍ୱର: ଦୁର୍ନୀତି ପ୍ରସଙ୍ଗରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା, ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି। ନବୀନଙ୍କ ବିରୋଧରେ ରାଜ୍ୟ ବିଜେପି ବ୍ୟବହାର କରୁଥିବା ଶଦ୍ଦକୁ ନେଇ ଯେଭଳି ଢଙ୍ଗରେ ମୋଦି ଆଟାକ୍ କଲେ ତାହା ବିଜେପି କ୍ୟାମ୍ପକୁ ବେଶ୍ ଉତ୍ସାହିତ କରିଛି। ପିସି କାରବାରରୁ ଆରମ୍ଭ କରି...

1
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି। ସେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ନବୀନ ସରକାରକୁ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଆକ୍ରମଣ ପରେ ଅମିତ୍ ମଧ୍ୟ ରାଜ୍ୟ ସରକାର ଉପରେ...

dengu
ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟମୁତାବକ ଜିଲ୍ଲାରେ ୧୨୮ ଜଣ ବ୍ୟକ୍ତି ଡେଙ୍ଗୁରୋଗରେ ଆକ୍ରାନ୍ତ ଅଛନ୍ତି। ଏଥି ମଧ୍ୟରେ ଭାପୁର ବ୍ଲକ୍‌ ମାଣିତ୍ରୀ ଗାଁରୁ ସର୍ବାଧିକ ୪୫ ଜଣ ରୋଗୀ ଓ ନୟାଗଡ଼ ବ୍ଲକ୍‌ ବିରୁଡ଼ା ଗାଁରୁ ୧୦...

ctc
ପୂଜା ପୂର୍ବରୁ କଟକରେ ଫୁଟିଲା ଗୁଳି

କଟକ: ପୂଜା ପୂର୍ବରୁ ପୁଣି କଟକରେ ଗୁଳି ଫୁଟିଛି। ପିଠାପୁର କୋଠସାହିରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାହୁ। ସେ କଟକ ମାଲ୍‌ଗୋଦାମରେ ବ୍ୟବସାୟ କରୁଥିବା ନେଇ ସୂଚନା ମିଳିଛି। ଟଙ୍କା ଧାରଉଧାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର...

rairangpur
ଡାହାଣୀ ସନ୍ଦେହରେ ଡବଲ୍ ମର୍ଡ଼ର୍‌

ମୟୁରଭଞ୍ଜ: ଡାହାଣୀ ସନ୍ଦେହରେ ଡବଲ ମର୍ଡ଼ର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗାଁରେ ଘଟିଛି ଏଭଳି ଅଘଟଣ। ଡାହାଣୀ ସନ୍ଦେହରେ ୨ ଜଣ ମହିଳାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଅଭିଯୁକ୍ତ ତୀରମାଡ଼ କରିଥିଲା। ତୀରମାଡ଼ରେ ଗୁରୁତର ଆହତ ମହିଳା...

a7
ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର...

asia-cup-2018-
ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ...

araya-up
ଜାମିନ୍‌ ପାଇଲେ ଆୟାର୍‌

ଭୁବନେଶ୍ୱର: ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ୍‌ ଆୟାର୍ ମିତ୍ରଙ୍କୁ ଜାମିନ୍‌ ମିଳିଛି। ଆୟାର୍ ପୁଲିସ୍‌ ତଦନ୍ତରେ ସହଯୋଗ କରୁଥିବାରୁ ଦିଲ୍ଲୀର ସାକେତ୍‌ କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଆୟର୍‌ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ...

aajtak
ଡାକ ଟିକଟରେ ଲାଗିଲା ବୁରହାନ୍‌ ୱାନୀର ଫଟୋ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତା’ର ଖଳ ପ୍ରକୃତି ଛାଡ଼ୁ ନାହିଁ। ଗୋଟେ ପଟେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଭାରତ ସହିତ ସମ୍ପର୍କ ସୁଧାରିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ବୁରହାନ୍‌ ୱାନୀ ନାଁରେ ଡାକ ଟିକଟ ଛାପୁଛନ୍ତି। ପାକିସ୍ତାନ ଡାକ...

ICC-twitter
ଏସିଆ କପ୍‌: ୮ ୱିକେଟ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଦୁବାଇରେ ଖେଳାଯାଉଥିବା ଏସିଆ କପ୍‌ ଗ୍ରିପ୍‌ ‘ଏ’ର ଏକଦିବସୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୫୨ ରନ୍‌ କରିଛନ୍ତି। ଗ୍ରୁପ୍‌ ‘ଏ’ର ଏହି ମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି...

amit
ଓଟିଭିର ପ୍ରଭାବ: ହକି କ୍ୟାମ୍ପକୁ ଫେରିଲେ ଏହି ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାତୀୟ ହକି କ୍ୟାମ୍ପକୁ ଫେରିଲେ ଓଡ଼ିଆ ଆନ୍ତର୍ଜାତିକ ହକି ଖେଳାଳି ଅମିତ୍ ରୋହି ଦାସ। ୨୫ ଜଣିଆ ଭାରତୀୟ ହକି ଟିମ୍‌ କୌଣସି ଓଡ଼ିଆ ସ୍ଥାନ ପାଇ ନଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଅମିତ୍‌ ଓଡିଆ ଭାବେ ଜତୀୟ କହି ଟିମ୍‌କୁ ଫେରିଛନ୍ତି। ବିଶ୍ୱକପ...

biju1
ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ

ଭୁବନେଶ୍ୱର: ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ ବାରି ବିଧାନସଭାରେ ବିଜେପି ହଙ୍ଗାମା କରିଛି। ଅଡିଟ୍ ପାଇଁ ସିଏଜି ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେଇ ନ ଥିବାରୁ ବିଜେପି ଶାସକ ଦଳକୁ ଟାର୍ଗେଟ୍‌ କରିଛି। ହକି ଓ୍ୱାର୍ଲଡ୍ କପ୍ ପ୍ରସ୍ତୁତି ଆଳରେ ଏବେ ତଥ୍ୟ ଦେଇ ହେବନାହିଁ...

GOTALA
ଖୋଲୁଛି ଚାରା ଦୁର୍ନୀତିର ମହାଗୁମର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ିରୁ ଏବେ ଚାରା ଘୋଟାଲା ସବୁଠୁ ଚର୍ଚ୍ଚାରେ ରହିଛି। କାରଣ ଗଛ ଲଗାଇବାର ଆଳ କରି ରାଜ୍ୟର ଅନେକ ଜିଲ୍ଲାରେ ହରିଲୁଟ୍ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଶୀର୍ଷରେ ରହିଛି। ଏଠାରେ ଚାଷୀଙ୍କୁ ମୋହରା ବନେଇ ସରକାରୀ ବାବୁମାନେ...