• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

4
ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ

ଭୁବନେଶ୍ୱର: ‘ତିତଲି’ରେ କୌଣସି କ୍ଷତି ନ ହେବା ପାଇଁ ଝଡ଼ ଆସିବା ପୂର୍ବରୁ ସରକାରଙ୍କ ଜିରୋ କାଜୁଆଲ୍‌ଟି ମିଶନ୍‌ ଆରମ୍ଭ କରିଥିଲେ। ମିଶନ୍‌ର ଲକ୍ଷ୍ୟ ଅନୁସାରେ ସମୁଦ୍ର କୂଳିଆ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର ବି କରାଯାଇଥିଲା। କେଇ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଗଲା...

abinash
ଉଦ୍ଧାର ହେଲା କାବେରୀ

ଯାଜପୁର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନାବାଳିକା କାବେରୀକୁ ଉଦ୍ଧାର କରିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବାମ୍ବିଲୋ ଗ୍ରାମରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ୯ ବର୍ଷର ଶିଶୁକନ୍ୟା କାବେରୀ ଦେହୁରୀ। ଦୀର୍ଘଦିନ ହେବ ବେକ ଓ ଛାତିରେ ବଡ଼ ‘ଘା’...

joranda
ଯୋରନ୍ଦା ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣି ଘେରରେ

କଟକ: ଆଠଗଡ଼ କନ୍ତୋଲ ସାପୁଆ ନଦୀ ପାଖରେ ୧୩୦ ପୁଟ୍‌ର ଘାଇ ସୃଷ୍ଟି  ହୋଇଛି। ଫଳରେ ଯୋରନ୍ଦା ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣି ଘେରରେ ରହିଛି। ତେବେ ଧୀରେ ଧୀରେ ପାଣି ଖସିଥିବା ବେଳେ ଦସିହରା ଗାଁରେ ଏବେବି କିଛି ଲୋକ ପାଣି ଘେରରେ ରହିଛନ୍ତି। ଅନ୍ୟପଟେ...

moha
କ୍ଷତିପୂରଣ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା

ଗଜପତି: ‘ତିତ୍‌ଲି’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଦାବିରେ ମୋହନାରେ ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାସହିତ ସେମାନେ ଆରଆଇଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଅଟକ ରଖିଲେ। ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍‌ ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ଼ ପଞ୍ଚାୟତରେ।...

cm
ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ‘ତିତ୍‌ଲି’ ଓ ଏହାର ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟର୍‌ରେ ଆକାଶମାର୍ଗରୁ ସେ ବନ୍ୟା ପ୍ରଭାବିତ ଅଞ୍ଚଳ, ଗଞ୍ଜାମ, ଗଜପତି, ରାୟଗଡ଼ାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜୋର୍‌ସୋର୍‌ରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବା ମୁଖ୍ୟମନ୍ତ୍ରୀ...

bj-panda
ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ବୈଜୟନ୍ତ

ଗଜପତି: ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଆଜି କଟକ ଜିଲ୍ଲା ସାଲେପୁରରେ ବୈଜୟନ୍ତ କହିଛନ୍ତି, ଗୋଟିଏ ହେଲିକପ୍ଟର୍‌ ଉପରେ ମିଥ୍ୟା ଅଭିଯୋଗ ଅଣାଯାଇ ପୂରା ହ୍ୟାଙ୍ଗରକୁ ସିଲ୍ କରି ଦିଆଯାଇଛି, ଯେଉଁଥିରେ ୩ଟି...

subha
ବଲିଉଡ୍‌ରେ ପଡ଼ିଛି ‘ମି ଟୁ’ ଚଡ଼କ

ମୁମ୍ବାଇ: ଗୁମର ଖୋଲୁଛି ‘ମି ଟୁ’ ଅଭିଯାନ। ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ ଉଦ୍ଦେଶ୍ୟରେ ଚାଲିଥିବା ଏହି ଅଭିଯାନ ଖୋଲୁଛି ନୂଆ ନୂଆ ଗୁମର। ଅଭିଯୋଗ ତାଲିକାରେ ଏବେ ଉଠିଛି ବଲିଉଡ୍‌ର ଶୋ ମ୍ୟାନ୍ ଭାବେ ପରିଚିତ ସୁବାସ ଘାଇଙ୍କ ନାଁ। ତେବେ ସୁବାସ ଏହି ଅଭିଯୋଗକୁ...

ferila
ପ୍ରଳୟ ପରେ ଫେରିଲା ‘ତିତ୍‌ଲି’

ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ତାଣ୍ଡବ ରଚିବା ପରେ ଫେରିଗଲା ‘ତିତ୍‌ଲି’। ସିଭିୟର୍‌ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିବା ‘ତିତ୍‌ଲି’ ଦୁର୍ବଳ ହୋଇ ଡିପ୍ରେସନ୍‌ରେ ପରିଣତ ହୋଇଛି। ଶେଷ ଖବର ଅନୁଯାୟୀ ଏହା କେନ୍ଦୁଝରଠାରୁ ୮୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି। ଏହା କ୍ରମଶଃ ଉତ୍ତରପୂର୍ବର ଦିଗରେ...

3
ବର୍ଷାରେ ନାକେଦମ୍‌ ଟୁଇନ୍‌ସିଟି କଟକ ଓ ଭୁବନେଶ୍ୱର

ଭୁବନେଶ୍ୱର/କଟକ: ପ୍ରବଳ ବର୍ଷାରେ ବେହାଲ୍ କଟକ-ଭୁବନେଶ୍ୱର ଟୁଇନ୍‌ସିଟି। ଘରେ ପାଣି, ବାହାରେ ପାଣି, ଚାରିଆଡ଼େ ଖାଲି ପାଣି ଆଉ ପାଣି। ଜଳନିଷ୍କାସନରେ ସମସ୍ୟାକୁ ନେଇ ଉଭୟ ସହରରେ ପୁଣି ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ରାତି ସାରା ବର୍ଷା ଲାଗି ରହିବା ପରେ ଜଳମଗ୍ନ ହୋଇଛି କଟକ...

1
ଗଞ୍ଜାମକୁ ବୁଡ଼ାଇଲା ‘ତିତ୍‌ଲି’: ଶହ ଶହ ଗାଁ ଜଳବନ୍ଦୀ

ଭୁବନେଶ୍ୱର: ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସଂଗୀନ ସ୍ଥିତି ଉପୁଜିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ଋଷିକୂଲ୍ୟା ଓ ବଡ଼ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଜିଲ୍ଲାର ୧୩ଟି ବ୍ଲକ୍‌ରେ ତାଣ୍ଡବ ରଚିଛି। ଶହ ଶହ ଗାଁ ପାଣି ଘେରରେ ଥିବାବେଳେ ଆସ୍କା ଓ ପୁରୁଷୋତ୍ତମପୁର ସହରରେ...

4
ଫେଲ୍ ମାରିଲା ଜିରୋ କାଜୁଆଲ୍‌ଟି ପ୍ରସ୍ତୁତି !

ଭୁବନେଶ୍ୱର: ଜିରୋ କାଜୁଆଲ୍‌ଟି ଲାଗି ପାଇଁ ସରକାର କରିଥିବା ପ୍ରସ୍ତୁତି ଫେଲ୍‌ ମାରିଛି। ‘ତିତ୍‌ଲି’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜୀବନହାନୀ ହୋଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଲାବଣ୍ୟଗଡ଼ ଗାଁରେ କାନ୍ଥ ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ସ୍ୱାମୀ-ସ୍ତ୍ରୀ ବାଲେଶ୍ୱର...

16-train
ବନ୍ୟା ଯୋଗୁ ୧୬ ଟ୍ରେନ ବାତିଲ, ୧୧ଟିର ସମୟ ବଦଳିଲା

ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଏଥିପାଇଁ ସୃଷ୍ଟି ହୋଇଥିବା ବନ୍ୟାକୁ ଦୃଷ୍ଟିରେ ରଖି ୧୬ଟି ଟ୍ରେନ୍‌କୁ ବାତିଲ୍‌ କରିଛି ପୂର୍ବତଟ ରେଳବାଇ। ଏହାସହ ୧୧ ଟି ଟ୍ରେନ୍‌ର ସମୟ ବଦଳା ଯାଇଛି, ଓ ୯ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା, ଚେନ୍ନାଇ-ଭୁବନେଶ୍ୱର ଓ...

bouhamza-bejaia-mort-par-noyade-dun-jeune-au-barrage-tichy-haf-678x381
ନାଳରେ ଭାସିଗଲେ ୨ ଯୁବକ, ଜଣେ ମୃତ

ଫୁଲବାଣୀ: ଲଗାଣ ବର୍ଷା ଯୋଗୁ ଭାସିଗଲେ ୨ ଯୁବକ। ଫୁଲବାଣୀ ଏବଂ ନୟାଗଡ଼ରେ ଘଟିଛି ଏପରି ଅଘଟଣ। ପ୍ରବଳ ବର୍ଷା ଯୋଗୁଁ ଫୁଲବାଣୀ ପେଞ୍ଜି ସାହିର ପାହାଡ଼ିଆ ନାଳରେ ଭାସିଯାଇଛନ୍ତି ଜଣେ ଯୁବକ।  ଫଳରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ତାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ। ସେହିପରି...

jalabandi
ନୀଳଗିରିରେ ୩୦ରୁ ଅଧିକ ଘର ଜଳବନ୍ଦୀ

ବାଲେଶ୍ୱର:  ‘ତିତ୍‌ଲି’ ପ୍ରଭାବରେ ନୀଳଗିରି ଏନ୍ଏସିର ୫ଟି ଓ୍ୱାର୍ଡ ଜଳବନ୍ଦୀ ହୋଇଛି। ଲଗାଣ ବର୍ଷା ଯୋଗୁ ୫ଟି ଓ୍ୱାର୍ଡର ୩୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି। ଏନ୍ଏସିରେ ଡ୍ରେନେଜ୍‌ ବ୍ୟବସ୍ଥାରେ ଅସୁବିଧା ଯୋଗୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଏଭଳି ସମସ୍ୟା ଦେଖାଦେଇଛି। ଏ ନେଇ...

cm
‘ତିତ୍‌ଲି’ ପ୍ରଭାବ: ଦକ୍ଷିଣ ଓଡ଼ିଶାର ସ୍ଥିତି ସଂଗୀନ, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସଂଗୀନ ପରିସ୍ଥିତି ଉପୁଜିଛି। ତିନି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବିଶେଷ କରି ଗଞ୍ଜାମ୍ ଜିଲ୍ଲାରେ ପରିସ୍ଥିତି ଅତି ଖରାପ ରହିଛି। ଆସ୍କା ସହର ଦେଇ ୭-୮ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି।...

cyclone
‘ତିତ୍‌ଲି’ ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବାତ୍ୟା ‘ତିତ୍‌ଲି’କୁ ନେଇ ସମ୍ବେଦନା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ବିଶେଷ କରି ସେ ଛୋଟ ପିଲାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରଶାସନ ଲୋକଙ୍କୁ...

tituili-2
ଦୁର୍ବଳ ହେଉଛି ‘ତିତ୍‌ଲି’

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଲ୍ୟାଣ୍ଡଫଲ୍‌ କରିବା ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ରାତି ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ ବୋଲି ସୂଚନା ମିଳିଛି। ‘ତିତ୍‌ଲି’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା...

chinchhatra-gajapati
‘ତିତ୍‌ଲି’ ତାଣ୍ଡବ: ଉପୁଡ଼ି ପଡ଼ିଛି ଗଛ, ଭାଙ୍ଗି ଯାଇଛି ଘର

ଗଜପତି: ରାଜ୍ୟରେ ତାଣ୍ଡବ କରିବା ପରେ ଧୀରେ ଧରେ ଦୁର୍ବଳ ହେଉଛି ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ଏସ୍ଆର୍‌ସି ସୂଚନା ଦେଇଛନ୍ତି । ପ୍ରବଳ ବେଗର ପବନ ବହିବାରୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗଛଗୁଡ଼ିକୁ ଏଯାଏ...

phailin-name_660_1012131229
‘ତିତ୍‌ଲି; ଆତଙ୍କ: ସବୁ ଜିଲ୍ଲାରେ ଶୁଖିଲା ଖାଦ୍ୟ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦେଖି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି। ବାତ୍ୟାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଅନୁମାନ କରାଯାଉଥିବାରୁ ପ୍ରତ୍ୟେକ ଜିଲ୍ଲାରେ...

3
ବିଜେଡି ବିରୋଧୀ ମେଳିରେ ସେନାପତି ସାଜିଲେ ଦାମ

ଖୋର୍ଦ୍ଧା: ବିଜେଡି ବିରୋଧୀ ମେଳିର ସେନାପତି ସାଜିଲେ ପୂର୍ବତନ ବିଡେଜି ନେତା ଦାମ ରାଉତ। ଦୁର୍ନତିକୁ ଅସ୍ତ୍ର କରି ଆଜି ସରକାର ଓ ବିଜେଡି ବିରୋଧରେ ପୁଣି ନିଜ ପାଓ୍ୱାର ସୋ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମହାଙ୍ଗା, ନିମାପଡ଼ା , କଟକ ଓ  ଟାଙ୍ଗୀ ବହିଷ୍କାର...