• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

tarin
ରାବଣପୋଡ଼ି ଦେଖିବାକୁ ଆସିଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌: ୫୦ ମୃତ

ଅମୃତସର: ପଞ୍ଜାବ ଅମୃତସରରେ ରାବଣ ପୋଡ଼ି ସମୟରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରାବଣପୋଡ଼ି ଦେଖିବାକୁ ଆସିଥିବା ଲୋକଙ୍କୁ ଉପରେ ଟ୍ରେନ୍‌ ମାଡ଼ିଯିବାରୁ ୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅମୃତସର ଚୌଢ଼ା ବଜାର ନିକଟରେ ରାବଣପୋଡ଼ି ଉତ୍ସବ ଚାଲିଥିଲା। ରାବଣ ପୋଡ଼ିଯିବା ପରେ ପଡ଼ିଯିବାରୁ...

6
‘ତିତ୍‌ଲି’ ସହାୟତା ରାଜନୀତି: ଧର୍ମେନ୍ଦ୍ରଙ୍କ ମୋଦି ପଇସା ମନ୍ତବ୍ୟକୁ ବିଜେଡିର ଜୋର୍‌ଦାର୍‌ ବିରୋଧ

ଭୁବନେଶ୍ୱର: ‘ତିତ୍‌ଲି’ କ୍ଷୟକ୍ଷତି ବାବଦକୁ ଏକ ହଜାର କୋଟିର ଅନ୍ତରୀଣ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପରେ ତେଜିଛି କାଦୁଅଫିଙ୍ଗା ରାଜନୀତି। ରିଲିଫ୍‌ ଟଙ୍କାକୁ ମୋଦି ସରକାରଙ୍କ ପଇସା ବୋଲି କେନ୍ଦ୍ରମନ୍ତ୍ରୀ କହିବା ପରେ ବିଜେଡି ଏହାର ଜୋର୍‌ଦାର୍‌ ବିରୋଧ କରିଛି। ବିପର୍ଯ୍ୟୟ ମୁକାବିଲାରେ କେନ୍ଦ୍ରର...

china
ମାଟି ଅତଡ଼ା ଖସି ସୃଷ୍ଟି ହେଲା କୃତ୍ରିମ ହ୍ରଦ, ଅରୁଣାଚଳ ପ୍ରଦେଶରେ ଆଲର୍ଟ

ନୂଆଦିଲ୍ଲୀ: ଚୀନରେ ମାଟି ଅତଡ଼ା ଖସି  କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଏଥିଯୋଗୁ ପ୍ରାୟ ୬ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ବୁଧବାର ସୃଷ୍ଟି ହୋଇଥିବା ଏହି ଭୂସ୍ଖଳନରେ ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଜଳସ୍ରୋତ ଅଟକି ଯାଇଛି। ଏଥିଯୋଗୁ ଦୁଇ ଦିନ...

SINDUR
ବିଜୟା ଦଶମୀରେ ନିଆରା ଏହି ସିନ୍ଦୂର ଖେଳ

ବାଲେଶ୍ୱର: ସୋର ଥାନା ଛକରେ ଚାଲିଥିବା ମା’ ଦୁର୍ଗାଙ୍କ ଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କ ସିନ୍ଦୁର ଖେଳ ଖୁବ ଚିତାକର୍ଷକ ଥିଲା। ମା’ଙ୍କୁ ବିଦାୟ ଦେବା ପୂର୍ବରୁ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କ ପାଦରେ ଅଳତା ଓ ମସ୍ତକରେ ସିନ୍ଦୂର ପିନ୍ଧାଇଥିଲେ।...

hindu
ଭାଇଚାରାର ନିଦର୍ଶନ: ହିନ୍ଦୁଙ୍କ ସହ ମା’ ଦୁର୍ଗାଙ୍କ ଆରାଧାନା କରୁଛନ୍ତି ମୁସଲମାନ ସଂପ୍ରଦାୟ

ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ମାଙ୍କ ଆରାଧନା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ଛୁଟି ଆସୁଛି ଭକ୍ତଙ୍କ ସୂଅ। କିବା ହିନ୍ତୁ ଅବା ମୁସଲ୍‌ମାନ ମାଙ୍କ ନିକଟରେ ସବୁ ମଣିଷ ସମାନ, ସମସ୍ତେ ମାଙ୍କ ସନ୍ତାନ। ଏମିତି ଏକ ମହତ୍ ବାର୍ତ୍ତା...

dama
ରାବଣପୋଡ଼ିକୁ ନେଇ ଦାମ ଓ ପ୍ରଶାନ୍ତ ମୁହାଁମୁହିଁ

ଜଗତସିଂହପୁର: ଏରସମାରେ ରାବଣପୋଡ଼ିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଧାୟକ ଦାମୋଦର ରାଉତ ଓ ପ୍ରଶାନ୍ତ ମୁଦୁଲି। ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣପୋଡ଼ି ପାଇଁ ଏଥର ଦାମଙ୍କ ବଦଳରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଶାସନ ଅନୁମତି ଦେବା ପରେ ରାଜନୀତି ଜୋର୍ ଧରିଛି। ଅନ୍ୟପଟେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌...

Capture
ପାଣିରେ ବୁଡ଼ି ଆଈ ସହ ୨ ନାବାଳିକା ନାତୁଣୀଙ୍କ ମୃତ୍ୟୁ

ଭଦ୍ରକ: ଚାନ୍ଦବାଲି ତିହିଡ଼ି ଥାନା ସାହାପୁର ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ପାଣିରେ ବୁଡ଼ି ୨ ନାତୁଣୀ ଏବଂ ଆଈଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳେ ୨ ନାତୁଣୀ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଆଉ ଶୌଚ ହେଉଥିବା ବେଳେ ଦୁଇଜଣ ପାଣିରେ ବୁଡ଼ି...

mahaarati
ଏକାସାଙ୍ଗେ ୩୫ ହଜାର ଶ୍ରଦ୍ଧାଳୁଙ୍କ ମହାଆରତି

ସୁରଟ: ନବରାତ୍ର ଅବସରରେ ଗୁଜରାଟ ସୁରଟର ଅମିୟା ଧାମ ମନ୍ଦିରରେ ମହାଆରତି ହୋଇଛି। ମହାଷ୍ଟମୀ ତିଥିରେ ଶ୍ରଦ୍ଧାଳୁମାନେ ଏହି ମହାଆରତି କରିଛନ୍ତି। ପ୍ରାୟ ୩୫ ହଜାର ଶ୍ରଦ୍ଧାଳୁ ଏକାସାଙ୍ଗେ ଦୀପ ଜାଳି ଆରତି କରିଛନ୍ତି। ଏହି ମସୟରେ ମହାଆରତିର ଦୃଶ୍ୟ, ସମସ୍ତଙ୍କୁ ବିମୋହିତ କରିବା ସହ ଭକ୍ତିମୟ ପରିବେଶ...

titili
ବଢ଼ିଲା ‘ତିତ୍‌ଲି’ କ୍ଷୟକ୍ଷତିର ପରିମାଣ

ଭୁବନେଶ୍ୱର: ‘ତିତ୍‌ଲି’ରେ କ୍ଷୟକ୍ଷତି ପରିମାଣ ୨୭୬୫ କୋଟିକୁ ବୃଦ୍ଧି ହୋଇଛି। ‘ତିତ୍‌ଲି’ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ SRC ଏହି  ସୂଚନା ଦେଇଛନ୍ତି। ତେବେ ଏ ନେଇ ଆଜି ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ୧୭ ଜିଲ୍ଲାର ୧୨୮...

India Global Pollution
ରାଜଧାନୀରେ ପ୍ରଦୂଷଣ ଚିନ୍ତା

ନୂଆଦିଲ୍ଲୀ: ରାଜଧାନୀରେ ପ୍ରଦୂଷଣ ଚିନ୍ତା। ପୁଣି ଥରେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀ ଗ୍ୟାସ୍‌ ଚ୍ୟାମ୍ବରେ ପରିଣତ ହେବାକୁ ଯାଉଛି। ତେବେ ପ୍ରଥମ ଥର ଆଜି ଦିଲ୍ଲୀରେ ଏୟାର୍‌ କ୍ୱାଲିଟି ବହୁତ ଖରାପ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ି ବହୁତ...

Untitled
ଆତ୍ମସମର୍ପଣ କଲେ ବନ୍ଧୁକ ଦେଖାଇ ଧମକାଇଥିବା ବିଏସ୍‌ପି ନେତାଙ୍କ ପୁଅ

ନୂଆଦିଲ୍ଲୀ: ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ବିଏସ୍‌ପିର ପୂର୍ବତନ ସାଂସଦଙ୍କ ପୁଅ ଆଶିଷ ପାଣ୍ଡେ ଦିଲ୍ଲୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଦିଲ୍ଲୀ ପଞ୍ଚତାରକା ହୋଟେଲ୍‌ ବାହାରେ ବିଏସ୍‌ପି ସାଂସଦଙ୍କ ପୁଅ ଜଣେ ଯୁବତୀଙ୍କୁ ଧମକ ଦେଇଥିଲେ।  ମାୟାବତୀଙ୍କ ବିଏସ୍‌ପିର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅଙ୍କ ଏଭଳି...

mohan
ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣ: ମୋହନ ଭାଗବତ

ନାଗପୁର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଆଇନ ପ୍ରଣୟନ କରିବାକୁ ଆହ୍ୱାନ ଦେଇଛନ୍ତି ଆର୍‌ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ବିଜୟା ଦଶମୀ ଅବସରରେ ସଂଘର ମୁଖ୍ୟାଳୟ ନାଗପୁରରେ ସେ ଦେଇଥିବା ଅଭିଭାଷଣରେ ଏହି କଥା କହିଛନ୍ତି। ସେ କହିଛନ୍ତି, ଉପଯୁକ୍ତ ଆଇନ ପ୍ରଣୟନ କରି ରାମ...

ajagara
ଉଦ୍ଧାର ହେଲା ୮ ଫୁଟ୍‌ ଲମ୍ବର ଅଜଗର

ନୂଆପଡ଼ା: ଜିଲ୍ଲା ପାୱାରତଲା ଗାଁରୁ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ଅଜଗରର ଲମ୍ବ ପ୍ରାୟ ୮ ଫୁଟ୍ ହେବ। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ାଯାଇଛି। ଏହି ବିରାଟକାୟ ଅଜଗରକୁ ଦେଖିବା ଲାଗି ଗାଁ ଲୋକେ ଏକାଠି ହୋଇଯାଇଥିଲେ।

utejana
ମହିଳାଙ୍କ ମୃତ୍ୟୁ ପରେ ନିର୍ସିଂହୋମ୍‌ରେ ପରିବାର ଲୋକଙ୍କ ଭଙ୍ଗାରୁଜା

କଟକ: ବଜ୍ରକବାଟୀ ରୋଡ଼ରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଉତ୍ତେଜନା ଓ ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ମୃତ୍ୟୁକୁ ନେଇ ସଂପର୍କୀୟମାନେ ନର୍ସିଂହୋମ୍ ଭିତରେ ଭଙ୍ଗାରୁଜା କରିବା ସହ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି। ବିଷ ପିଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାରୁ ସଂପର୍କୀୟମାନେ ଏଭଳି କାଣ୍ଡ...

dankaro
ଡଙ୍କାରୀ ଖାଦାନ ସିଲ୍‌ ମାମଲା: ପ୍ରଶାସନର ନିଷ୍ପତ୍ତିକୁ ଲିଜ୍‌ଧାରୀଙ୍କ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ଼ରେ ରାଜସ୍ୱ ବିଭାଗର ଚଢ଼ଉକୁ ନିନ୍ଦା କରିଛନ୍ତି ଖଣି ଲିଜ୍‌ଧାରୀ। ବିନା ନୋଟିସ୍‌ରେ ପ୍ରଶାସନର ଚଢ଼ଉକୁ ଓ ୧୪୪ ଧାରା ଜାରୀକୁ ଲିଜ୍‌ଧାରୀମାନେ ବିରୋଧ କରିଛନ୍ତି। ଲିଜ୍ ନେବା ପରେ ଆଇନ କାନୁନ ଆଧାରରେ ପଥର ଖାଦାନ ଚାଲିଥିବା ଲିଜ୍‌ଧାରୀମାନେ...

Untitled-1
ବାତ୍ୟାର ୮ ଦିନ ପରେ ମିଳିନି ୧୦ ମୃତଦେହ, ଧର୍ମେନ୍ଦ୍ରଙ୍କ ପ୍ରଭାବିତ ଅଞ୍ଚଳ ଗସ୍ତ

ଗଜପତି: ‘ତିତ୍‌ଲି’ର ତାଣ୍ଡବକୁ ଆଜି ୮ ଦିନ ପୂରିଛି, ହେଲେ ଗଜପତି ଜିଲ୍ଲାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତଦେହ ଏଯାଏ ମିଳିପାରି ନାହିଁ। ଏଥିସହିତ ୧୩ଟି ମୃତଦେହର ଏପର୍ଯ୍ୟନ୍ତ ପରିଚୟ ମଧ୍ୟ ମିଳିପାରିନାହିଁ। ତେବେ ବାକି ୨୬ ଜଣଙ୍କ ଶବ ବ୍ୟବଚ୍ଛେଦ ସରିଥିବା ଜିଲ୍ଲାପାଳ...

Umesh-Yadav-
୨-୦ରେ ସିରିଜ୍‌ ଜିତିଲା ଭାରତ

ହାଇଦ୍ରାବାଦ: ହାଇଦ୍ରାବଦ୍ ଟେଷ୍ଟକୁ ଟିମ୍ ଇଣ୍ଡିଆ ୧୦ ଓ୍ୱିକେଟ୍‌ରେ ଜିତିନେଇଛି। ଏହାସହିତ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିଛି। ପ୍ରଥମ ଇନିଂସ୍‌ରେ ୱେଷ୍ଟଇଣ୍ଡିଜର ୩୧୧ ଜବାବରେ ଭାରତ ୩୬୭ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହାପରେ ଦ୍ୱିତୀୟ ଇଂନିସ୍‌ରେ କ୍ୟାରିବିୟାନ୍‌ ଟିମ୍ ମାତ୍ର ୧୨୭ ରନ୍‌ରେ ସୀମିତ...

M-J-Akbar-660x430
ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଏମ୍.ଜେ. ଆକବର

ନୂଆଦିଲ୍ଲୀ: ବିଦେଶ ଗସ୍ତରୁ ଫେରିବା ପରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ ଜେ ଆକବର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିନା ତଥ୍ୟ ପ୍ରମାଣ ଆଧାରରେ ଏଭଳି ଅଭିଯୋଗ ଅଣାଯାଉଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିସହିତ...

phoke
ସାପ କାମୁଡ଼ାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସର୍ପାଘାତ ପରେ ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଡାକ୍ତରଖାନା ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏଥିପାଇଁ ଡାକ୍ତରଙ୍କ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ପରିବାର...

ndtc
ଗୁରୁଗ୍ରାମ ଗୁଳିକାଣ୍ଡ ଘଟଣାରେ ଜଜ୍‌ ପତ୍ନୀଙ୍କ ମୃତ୍ୟୁ

ଗୁରୁଗ୍ରାମ: ଗତକାଲି ହରିଆଣା ଗୁରୁଗ୍ରାମ ଅଞ୍ଚଳର ଆର୍କାଡିଆ ମାର୍କେଟ୍‌ ସେକ୍ଟର୍‌ ୪୯ରେ ବିଚାରପତିଙ୍କ ପରିବାରକୁ ଗୁଳିମାଡ଼ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବିଚାରପତିଙ୍କ ୩୮ ବର୍ଷିୟା ପତ୍ନୀ ରିତୁ। ପୁଅ ଧ୍ରୁବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତକାଲି ଅତିରିକ୍ତ...