• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

computer
କମ୍ପ୍ୟୁଟର୍‌ ପାଇଁ ଖୁବ୍‌ ଦରକାରୀ ଏହିସବୁ ଶର୍ଟକଟ୍

ଭୁବନେଶ୍ୱର: କମ୍ପ୍ୟୁଟର୍‌ କିମ୍ବା ଲ୍ୟାପ୍‌ଟପ୍‌ ବ୍ୟବହାର କଲାବେଳେ କୌଣସି କାମକୁ ଶୀଘ୍ର ସାରିବା ପାଇଁ ଆମେ ସେଥିରେ ଥିବା ଶର୍ଟକଟ୍ ‘କି’ର ବ୍ୟବହାର କରିଥାଉ। ଯାହାଦ୍ୱାରା ଖୁବ୍‌ ସହଜରେ ଓ କମ୍ ସମୟରେ ଆମେ ଅଧିକ କାମ କରିପାରି ଥାଉ। ତେବେ କଟ୍‌, କପି-ପେଷ୍ଟକୁ ଛାଡ଼ିଦେଲେ କମ୍ପ୍ୟୁଟର୍‌ରେ ଏମିତି...

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀରେ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ନାଁରେ ଥିବା ଏକ ପାରା ମେଡିକାଲ ଇନଷ୍ଟିଚ୍ୟୁଟର ମାଲିକ କୋଦଣ୍ଡ ସାହୁଙ୍କ ବିରୋଧରେ ଛାତ୍ରଛାତ୍ରୀ...

KANFERSING
ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟର ଯୋଜନା ଲଢ଼େଇ

ଭୁବନେଶ୍ୱର: ୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଯୋଜନା ଲଢ଼େଇ। ଗତ କିଛି ଦିନ ତଳେ ବିଜେଡି ଉଜ୍ଜଳା ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଥିବାବେଳେ ଆଜି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଶହେଟି ସ୍ଥାନର ୧୮ ହଜାର ମହିଳା ହିତାଧିକାରୀଙ୍କ ସହ ସିଧାସଳଖ କଥା...

AP18279347014643
ଅଢ଼େଇ ଦିନରେ ଲଢ଼େଇ ଶେଷ, ମ୍ୟାଚ୍ ଜିତିଲା ଭାରତ

ରାଜକୋଟ: ରାଜକୋଟରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ମାତ୍ର ଅଢେଇ ଦିନରେ ଲଢ଼େଇରେ ମାଟି କାମୁଡ଼ିଛି କାରିବିଆନ୍ ଟିମ୍। ବିରାଟ ବାହିନୀ ଏହି ମ୍ୟାଚ୍‌କୁ ଏକ ଇନିଂସ ୨୭୨ ରନ୍‌ରେ ଜିତି ନେଇଛି। ମ୍ୟାଚ୍‌ରେ ପ୍ରଥମେ...

nilagiri
ଟ୍ୟାକ୍ସ ଫାଙ୍କିବା ଲାଗି ଗଳାବାଟ ସାଜିଛି ରାଜ୍ୟ ରାଜପଥ

ବାଲେଶ୍ୱର: ଅସାଧୁ ଗାଡ଼ି ଡ୍ରାଇଭର୍ ଏବଂ ମାଲିକଙ୍କ ଗଳା ବାଟ ସାଜିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ରାଜ୍ୟ ରାଜପଥ। ଶେରଗଡ଼ ଟୋଲ୍‌ଗେଟ୍‌ରେ ଟ୍ୟାକ୍ସ ଫାଙ୍କିବା ଲାଗି ଖୋଲାଖୋଲି ଆଇନ ଉଲଂଘନ କରି ଗାଡ଼ି ମାଲିକ ଓ ଡ଼୍ରାଇଭରମାନେ ଜାତୀୟ ରାଜପଥ ଛାଡ଼ି ପଞ୍ଚଲିଙ୍ଗେଶ୍ୱରରୁ ନୀଳଗିର ଦେଇ ଯାଇଥିବା ରାଜ୍ୟ...

Capture
ଆରମ୍ଭ ହେଲା ନିର୍ମାଣ କୁସୁମ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ଶ୍ରମିକଙ୍କ ଲାଗି ଶୁଭାରମ୍ଭ ହୋଇଛି ନିର୍ମାଣ କୁସୁମ ଯୋଜନା। ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଠ ପଢ଼ିବାରେ...

Sant Gurmeet Ram Rahim Singh
ଡେରା ସଚ୍ଚା ସୌଦାର ଗୁରୁମିତ୍ ରାମ ରହିମ୍‌ଙ୍କୁ ଜାମିନ୍

ଚଣ୍ଡିଗଡ଼: ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ୍‌ଙ୍କୁ ଜାମିନ୍ ମିଳିଛି। ହରିୟାଣା ପଞ୍ଚକୁଳା କୋର୍ଟ ରାମ ରହିମଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ଜୋରଜବରଦସ୍ତ ଭାବେ ଲୋକଙ୍କୁ ନିଜ ଅନୁଗାମୀ ବନାଉଥିବା ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ତେବେ...

team-India
ରାଜକୋଟ ଟେଷ୍ଟରେ ଟିମ୍ ଇଣ୍ଡିଆର ରାଜ୍

ରାଜକୋଟ: ରାଜକୋଟ ଟେଷ୍ଟରେ ରାଜ୍ କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଦିନରେ ବି ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଛି। ୬୪୯ ରନରେ ଟିମ୍ ଇଣ୍ଡିଆ ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରି ସଙ୍କଟରେ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍। ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂ ଆଗରେ ହାର...

livemint
ଭାରତ ପାଇଲା ରକ୍ଷା କବଚ: ରୁଷ୍‌ଠାରୁ କିଣିବ S-400 ଏୟାର୍‌ ଡିଫେନ୍ସ ସିଷ୍ଟମ୍‌

ନୂଆଦିଲ୍ଲୀ: ସୀମା ଓ ଗୁରୁତ୍ୱପୂର୍ଣ୍ଣ ସହର ଓ ପ୍ରତିଷ୍ଠାନକୁ ସୁରକ୍ଷିତ ରଖିବା ଲାଗି ଋଷଠାରୁ ରକ୍ଷା କବଚ ପାଇଲା ଭାରତ। ପାରମ୍ପରିକ ମିତ୍ର ଋଷିଆ ସହ ଭାରତ ବୃହତ ପ୍ରତିରକ୍ଷା ଚୁକ୍ତି କରିଛି। ଶକ୍ତିଶାଳୀ ଅତ୍ୟାଧୁନିକ S-400 ଏୟାର୍ ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ...

Puri
ପୁରୀ ହିଂସାକାଣ୍ଡରେ ୧୫ଟି ମାମଲା ଦାଏର

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁରୀରେ ହିଂସାକାଣ୍ଡ ଘଟଣାରେ ୧୫ଟି ମାମଲା ଦାଏର ହୋଇଛି। ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ୯ ଓ ଟାଉନ୍‌ ଥାନାରେ ୬ଟି ଏତଲା ଦିଆଯାଇଛି। ସରକାରୀ ସମ୍ପତ୍ତି ପୋଡ଼ାଜଳା ଓ ଭଙ୍ଗାରୁଜାରେ ଯେଉଁମାନେ ସାମିଲ୍ ଥିଲେ...

naxal
ଜୋର୍‌ଦାର୍‌ ହେବ ମାଓ ଦମନ ଅଭିଯାନ

ଭୁବନେଶ୍ୱର: ମାଓ ଦମନ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ପୁଲିସ୍ ଡିଜି ସ୍ତରୀୟ ବୈଠକ ସଫଳ ହୋଇଛି। ଆଗକୁ ନକ୍ସଲ ଦମନ ଅଭିଯାନକୁ ଜୋର୍‌ଦାର୍ କରିବାକୁ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଆଗକୁ ନିର୍ବାଚନ ଆସୁ ଥିବାରୁ ନକ୍ସଲ ହିଂସାକୁ ଆଖିରେ ରଖି ଗୁଇନ୍ଦା ସୂଚନା...

3
ବିଜେଡିର ଡାର୍ଟି ପଲିଟିକ୍ସରେ ବାଦ୍ ପଡ଼ିଲାନି ପିଲାଙ୍କ ଭବିଷ୍ୟତ

ପୁରୀ: ବିଜେଡି ସରକାରର ଡାର୍ଟି ପଲିଟିକ୍ସରେ ବାଦ୍ ପଡ଼ିଲାନି କୋମଳମତି ପିଲାଙ୍କ ଭବିଷ୍ୟତ। ସରକାରୀ କାର୍ଯ୍ୟକ୍ରମ ନାଁରେ ବନ୍ଦ କରିଦେଲେ ସ୍କୁଲ ଓ ବାତିଲ୍ କରିଦେଲେ ପରୀକ୍ଷା। ପୁରୀ ଜିଲ୍ଲା ଡେଲାଙ୍ଗ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟରେ ଚାଲିଥିଲା ଆମ ଗାଁ ଆମ ବିକାଶର ସରକାରୀ କାର୍ଯ୍ୟକ୍ରମ। ଯଦିଓ...

1
୧୯ରେ ଓଡ଼ିଶାରେ ବିଜେପିର ହେବ କି ବମ୍ପର ଶୋ?

ଭୁବନେଶ୍ୱର: ୧୯ ଲୋକସଭା ନିର୍ବାଚନରେ ୧ରୁ ୧୩କୁ ଲମ୍ବା କୁଦା ମାରିବ ବିଜେପି। ଜାତୀୟ ନ୍ୟୁଜ୍‌ ଚାନେଲ୍ ରିପବ୍ଲିକ୍ ଟିଭି ଓ ଏବିପିର ସର୍ଭେରେ ଅାସିଛି ଏମିତି ରିପୋର୍ଟ। ଏପରିକି ମୋଦି ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ବି ଏଥିରେ ଚର୍ଚ୍ଚା ହୋଇଛି। ଏହି ଖବରକୁ ପାଦେ ଅାଗକୁ...

2
ତେଲ ଉପରୁ କେନ୍ଦ୍ର ଟିକସ କାଟିବା ପରେ ତେଜିଲା ରାଜନୀତି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଥିବା ତୈଳଦର ବୋଝରେ ଲାଗିଛି ବ୍ରେକ୍। କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ଅଢ଼େଇ ଟଙ୍କା କମିଛି। ହେଲେ ରାଜ୍ୟ ସରକାର ତାଙ୍କ ଟିକସ ଭାଗରୁ ଅାଉ ଅଢ଼େଇ ଟଙ୍କା କମାଇବେ କି ନାହିଁ ତାକୁ...

rupee2-PTI-small-1
ପୁଣି କମିଲା ଟଙ୍କାର ମୂଲ୍ୟ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣିଥରେ ହ୍ରାସ ପାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି। କିଛି ଦିନ ହେଲା ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ପାଉଥିବାବେଳେ ଆଜି ଏହା ସର୍ବନିମ୍ନ ସ୍ତର ୭୪ଟଙ୍କା ୨୦ ପଇସାକୁ ଛୁଇଁଛି। ଅନ୍ୟପଟେ ଆରବିଆଇ ପକ୍ଷରୁ ଆଜି...

kAHRIAL
ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି। ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରର ଶ୍ରମ ଶକ୍ତି କଲେଜ ଛାତ୍ର ସଂସଦ ନିର୍ବାଚନ ଲାଗି ଦାଖଲ କରାଯାଇଥିବା ସମସ୍ତ ନାମାଙ୍କନ ପତ୍ର ନାକଚ ହେବାରୁ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଉତ୍ତେଜିତ ଛାତ୍ରଛାତ୍ରୀ କଲେଜ କ୍ୟାମ୍ପସ୍‌ରେ ଟାୟାର୍...

cosmopolitan
ନୋବେଲ୍‌ ଶାନ୍ତି ପୁରସ୍କାର ପାଇବେ ନାଦିଆ ଓ ଡେନିସ୍

ଷ୍ଟକ୍‌ହୋମ୍: ଇରାକର ନାଦିଆ ମୁରାଦ ଓ କଙ୍ଗୋର ଡାକ୍ତର ଡେନିସ୍‌ ମୁକୱେଗିଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ଦିଆଯିବ। ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଧାର, ଥଇଥାନ ଓ ସେଭଳି ଘଟଣାକୁ ରୋକିବା ପାଇଁ ଉଲ୍ଳେଖନୀୟ ପଦକ୍ଷେପ ନେଇଥିବାରୁ ଏମାନଙ୍କୁ ସମ୍ମାନିତ କରାଯିବ ବୋଲି ନୋବେଲ୍‌ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି।...

DEAD
ଦୁଇ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୀଳାଦ୍ରିବିହାରର ଏକ ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ଏହି ଦୁଇ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଯୁବତୀଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ସୂଚନା ମିଳିଛି। କାଲିଠୁ ଭୁବନେଶ୍ୱର ଆସି ଉକ୍ତ ଆପାର୍ଟମେଣ୍ଟରେ କାମ କରୁଥିଲେ। ଉଭୟ ଆତ୍ମହତ୍ୟା...

naxal
ଓଡ଼ିଶା ଓ ଆନ୍ଧ୍ରର ନକ୍ସଲ ଦମନ ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ନକ୍ସଲ ଦମନ ଚିନ୍ତା। ବିଶେଷ କରି ଆନ୍ଧ୍ର-ଓଡ଼ିଶା ସୀମାରେ କିଭଳି ମାଓ ଗତିବିଧି ଉପରେ ନିୟନ୍ତ୍ରଣ କରିହେବ, ସେ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ପୁଲିସ୍‌ ଡିଜି ଆର.ପି. ଠାକୁର।...