• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bridge
ଲୋୟର୍‌ ଇନ୍ଦ୍ର ପ୍ରକଳ୍ପ ମାଟି ଦବିବା ଘଟଣା, ତଦନ୍ତକାରୀ ଟିମ୍‌ କହିଲେ ବିପଦ ନାହିଁ

ନୂଆପଡ଼ା: ନୂଆପଡ଼ାର ଜିଲ୍ଲାରେ ନିର୍ମାଣାଧୀନ ଲୋୟର୍‌ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ ସ୍ପିଲ୍‌ ୱେର୍‌ ୧୦୦ ମିଟର ଦୂରରେ ଏକ ହିଡ଼ ଦବିଯାଇଥିବା ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଡ୍ୟାମ୍ ସେଫ୍ଟି ରିଭ୍ୟୁ ପ୍ୟାନେଲ୍‌ର ୮ ଜଣିଆ ପ୍ରତିନିଧିମଣ୍ଡଳୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ...

7243882-3x2-940x627
ବିଜେଡି ସାଂସଦଙ୍କ ପୁଅ ଗାଡ଼ିକୁ ବୋମାମାଡ଼

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ନିକଟରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛି। ବୋମା ମାଡ଼ରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଧରିବା...

2
ନିର୍ବାଚନ ପୂର୍ବରୁ କଂଗ୍ରେସର ଜୋର୍‌ଦାର୍ ପ୍ରସ୍ତୁତି

ଭୁବନେଶ୍ୱର: ନିର୍ବାଚନୀ ଯୁଦ୍ଧ ପୂର୍ବରୁ ପ୍ରସ୍ତୁତ ହେଲେଣି କଂଗ୍ରେସର ସୈନିକ। ଏଥିପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ପିଇସି ବୈଠକରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଛି ପ୍ରଦେଶ ଇଲେକ୍ସନ୍ କମିଟି ବା ପିଇସି। ୪୪ ଜଣିଆ ତାଲିକାରେ ୧୫ଜଣ ବିଧାୟକଙ୍କ ନାଁ ରହିଛି। ଦକ୍ଷିଣ ଓଡ଼ିଶାରୁ ୨୦,...

5
ହୁ ହୁ ହୋଇ ବଢ଼ୁଛି ତେଲ ଓ ରନ୍ଧନ ଗ୍ୟାସ୍‌ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଗାଡ଼ି ମଟରଠୁ ଗ୍ୟାସ୍ ସିଲିଣ୍ଡର, ରାସ୍ତାରୁ ରୋଷେଇ ଶାଳ, ସବୁଠି ମହଙ୍ଗା ମାଡ଼ର ଶିକାର ହେଉଛନ୍ତି ଖାଉଟି। ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଥମିବାର ନାଁ ନେଉ ନଥିବା ବେଳେ ରନ୍ଧନ ଗ୍ୟାସ୍ ମହଙ୍ଗା ହୋଇଛି। ଅଣସବ୍‌ସିଡି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ୫୯ ଟଙ୍କା ଓ...

jagannatha
ହାତ ପାଇଲେ ଜଗନ୍ନାଥ

କିଛି ଦିନ ତଳେ ଦିବ୍ୟାଙ୍ଗର ପରିଚୟ ନେଇ ଜୀବନ ବିତାଉଥିଲେ ଜଗନ୍ନାଥ। ସାଧାରଣ ଜୀବନ ବିତାଇବା ତାଙ୍କୁ ଯେମିତି ବୋଝ ଲାଗୁଥିଲା। ଏବେ କିନ୍ତୁ ନିଜ ଜୀବନକୁ ନେଇ ସେ ବହୁତ ଖୁସି। କାରଣ ଦୁର୍ଘଟଣାରେ ହରାଇଥିବା ଗୋଟିଏ ହାତର ସ୍ଥାନ ନେଇଛି କୃତ୍ରିମ ହାତ। ଏହାକୁ ନେଇ...

ji
ଦୁଇ ଭିନ୍ନକ୍ଷମ ଝିଅଙ୍କ ଚିନ୍ତାରେ ପରିବାର, ମିଳୁନି ସରକାରୀ ସହାୟତା

ବାଲେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି, ହେଲେ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି କିଛି ଲୋକେ। ବାଲେଶ୍ୱର ଜିଲ୍ଲା ସୋର ଅଡ଼ଙ୍ଗବଜାର ଅଞ୍ଚଳ ଗୌତମ ରଣାଙ୍କ ଅବସ୍ଥା ଏହିପରି। ଦୁଇଟି ଝିଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୌତମଙ୍କ...

Indonedsia-960x540
ସୁନାମୀରେ ୮୦୦ ଟପିଲା ମୃତ୍ୟୁସଂଖ୍ୟା

ଜାକର୍ତ୍ତା: ଇଣ୍ଡୋନେସିଆରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ...

42230611_10155777108581966_8289789766115786752_o
ହାତରେ ଲେଖିଥିଲେ ବାୟୋଡାଟା, ଛୁଟିଲା ଚାକିରିର ଲମ୍ବା ସୁଅ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି। ଆଉ ଏହିସବୁ ଘଟଣାଗୁଡ଼ିକ ଭାଇରାଲ୍‌ ହେବା ପରେ ଖୁବ୍‌ ଚର୍ଚ୍ଚା ମଧ୍ୟ ସାଉଁଟୁଛି। କିଛିଦିନ ହେବ ସୋଶାଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମେ ଭାଇରାଲ୍‌ ହେଉଛି। ଯାହାକୁ...

final
ଦୁର୍ଗାପୂଜା ପାଇଁ କଟକରେ ଜୋର୍‌ଦାର୍‌ ପ୍ରସ୍ତୁତି

କଟକ: କଟକରେ ଦୁର୍ଗା ପୂଜା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଏନେଇ ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ତୋରଣ ଠୁ ଆରମ୍ଭ କରି ଲାଇଟ୍‌ ଗେଟ୍‌ ପର୍ଯ୍ୟନ୍ତ ଏସବୁକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସେପଟେ ମା’ଙ୍କ ମୂର୍ତ୍ତି ଗଢ଼ା କାମ ଶେଷ...

Indonesia-tsunami
ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ଇଣ୍ଡୋନେସିଆ

ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ଇଣ୍ଡୋନେସିଆ। ଭଗ୍ନସ୍ତୁପରେ ପରିଣତ ହୋଇଛି ସୁଲାୱେସି ଦ୍ୱୀପର ପାଲୁ ସହର। ଭୂକମ୍ପ ପରେ ଆସିଥିବା ସୁନାମୀରେ ସବୁ କିଛି ଛାରଖାର ହୋଇଯାଇଛି। ପାଲୁ ସହର ନିକଟ ବେଳାଭୂମି ଅଞ୍ଚଳକୁ ଯେମିତି ନିଜ ଜିଭରେ ଚାଟି ନେଇଛି ସମୁଦ୍ର। ଭୂକମ୍ପ ଓ ସୁନାମୀରେ ପାଖାପାଖି...

yami
ପରଦାରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କାହାଣୀ, ରିଲିଜ୍‌ ହେଲା ଟିଜର୍

ପରଦାରେ ଆସିବ ସର୍ଜିକାଲ୍ ଷ୍ଟ୍ରାଇକ୍‌ର କାହାଣୀ। ଭାରତୀୟ ଯବାନଙ୍କ ଏହି ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘ଉରି’। ଏହାର ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି। ଭାରତୀୟ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ପୂରା କାହାଣୀକୁ ଅତି ନିଖୁଣ ଭାବେ...

campus
ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କଲେଜ୍‌ କ୍ୟାମ୍ପସ୍‌

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କଲେଜ୍ କ୍ୟାମ୍ପସ୍‌ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ଆଶାୟୀ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ମନାଇବା ପାଇଁ ବର୍ତ୍ତମାନଠୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ କଲେଜ୍‌ ଛାତ୍ର ସଂସଦ ନିର୍ବାଚନ ନେଇ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ...

chit
ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ଆଉ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ, ନିର୍ମଳ ଇନ୍‌ଫ୍ରା ଚିଟ୍‌ଫଣ୍ଡ ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସକ୍ସେନା। ମଧ୍ୟପ୍ରଦେଶର ଭୋପାଲ ଅଞ୍ଚଳରୁ ସିବିଆଇ ତାଙ୍କୁ ଗିରଫ କରାଯାଇଛି। ଅଧିକ ପଚରାଉଚରା କରିବା ପାଇଁ ସିବିଆଇ ତାଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ...

encounter
ସୀମାରେ ଅନୁପ୍ରବେଶ ବେଳେ ୫ ଆତଙ୍କବାଦୀ ମୃତ, ଜଣେ ଯବାନ ସହିଦ

ଶ୍ରୀନଗର: ଏଲ୍ଓସିରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଏହି ଉଦ୍ୟମକୁ ଭାରତୀୟ ଯବାନ ବିଫଳ କରିଛନ୍ତି। ଗତକାଲି ରାତିରେ କିଛି ଆତଙ୍କବାଦୀ ପଡ଼ୋଶୀ ପାକିସ୍ତାନ ପଟୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଏ ନେଇ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ...

abhilash-tomy
ମୃତ୍ୟୁ ସହ ତିନିଦିନ, ଜୀବନ ପାଇ ଫେରିଲେ ନୌସେନା କମାଣ୍ଡର୍‌

ନୂଆଦିଲ୍ଲୀ: ତିନିଦିନ ପରେ ଉଦ୍ଧାର ହେଲେ ନୌସେନା କମାଣ୍ଡର୍‌ ଅଭିଳାଶ ଟୋମି। ଅଷ୍ଟ୍ରେଲିୟନ୍ ରେସ୍‌କ୍ୟୁ ଟିମ୍ ସାହାଯ୍ୟରେ ଦୀର୍ଘ ଦିନର ରେସ୍‌କ୍ୟୁ ଅପରେସନ୍ ପରେ ଆଜି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା। ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଛି। ତେଣୁ ତାଙ୍କ ଚିକିତ୍ସା କରାଯାଉଥିବା...

df
ସ୍ୱାଧୀନତାର ୭୨ ବର୍ଷ ପରେ ସିକିମ୍‌ରେ ଆରମ୍ଭ ହେଲା ବିମାନ ସେବା

ଗ୍ୟାଙ୍ଗଟକ୍: ଶେଷରେ ପୁରଣ ହୋଇଛି ସିକିମ ବାସୀଙ୍କ ସ୍ୱପ୍ନ। ସ୍ୱାଧିନତାର ୭୨ବର୍ଷ ପରେ ସିକିମ୍‌କୁ ବିମାନ ସେବା ଆରମ୍ଭ ହୋଇଛି। ଶିଳାନ୍ୟାସର ଦିର୍ଘ ୯ବର୍ଷ ପରେ ସିକିମର ପାକ୍ୟୋଙ୍ଗରେ ବିମାନବିନ୍ଦର ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭଉଦ୍‌ଘାଟନ କରିଛନ୍ତି। ସିକିମରେ ବିମାନବନ୍ଦର ହେବା ପରେ...

index
ରାଫେଲ୍‌ ଡିଲ୍‌ ବିବାଦ: ସିଭିସିଙ୍କୁ ଭେଟିଲା କଂଗ୍ରେସ୍‌

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  ଆଜିବି ଉଭୟ କଂଗ୍ରେସ୍‌ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍‌ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍‌ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ...

9
ତୀବ୍ର ହେଲା ଓକିଲ ସଂଘ ଆନ୍ଦୋଳନ, ସରକାରୀ ଅଫିସ୍‌ ବନ୍ଦ କରିବାକୁ ନିଷ୍ପତ୍ତି

କଟକ: କଟକରେ ଓକିଲଙ୍କୁ ପୁଲିସ୍‌ ଆକ୍ରମଣ ଅଭିଯୋଗ ମାମଲାରେ ହାଇକୋର୍ଟ ଓକିଲ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ସହ କାଲିଠାରୁ କଟକର ସବୁ ସରକାରୀ ଅଫିସ୍‌ ଆଗରେ ଧାରଣା ଦେଇ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏହାଛଡ଼ା ଗୁରୁବାର ରାଜ୍ୟର...

NAV
ସପ୍ତାହକ ନିରବତା ପରେ ପୁଣି ଦାମ ଝଡ଼

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଲେଉଟିଲା ସରକାରଙ୍କୁ ଘାଇଲା କରିଥିବା ଦାମ ଝଡ଼। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଡାକ୍ତର ଦାମୋଦର ରାଉତ। କହିଛନ୍ତି ସାରା ଓଡ଼ିଶାରେ ବିଜେଡିକୁ ଦେବେ ଚେକ୍‌ମେଟ୍‌। ତାଙ୍କ ଜିଲ୍ଲା ଜଗତସିଂହପୁରରେ ବିଜେଡିକୁ ଜିତାଇ ଦେବେ ନାହିଁ...