• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

assam-flood
ଆସାମରେ ବନ୍ୟା ସ୍ଥିତି ସଙ୍ଗିନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଦିସପୁର: ଆସାମରେ ବନ୍ୟା ବିଭୀଷିକା ଆସାମ ବନ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୯୬ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ଏ ନେଇ ଆସାମ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।  ବନ୍ୟାରେ ସର୍ବାଧିକ ୭୪ ହରିଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଟି ଗଣ୍ଡା ପ୍ରାଣ...

sushant
ସୁଶାନ୍ତଙ୍କ ମୃତ୍ୟୁ ମାମଲା: ପ୍ରମାଣ ନ ଦେଇପାରିଲେ ପଦ୍ମଶ୍ରୀ ଫେରାଇବି ବୋଲି କହିଲେ କଙ୍ଗନା

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଯଦି ତଦନ୍ତକାରୀ ସଂସ୍ଥାକୁ ଏ ସମ୍ପର୍କରେ ମୁଁ ପ୍ରମାଣ ଦେଇନପାରିବି, ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି ବୋଲି ଆଜି ରିପବ୍ଲିଟ୍ ଟିଭି ଚ୍ୟାନଲେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭିଳି ବୟାନ...

ashok-gehlot
୧୦୨ ବିଧାୟକଙ୍କ ସମର୍ଥନ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଅଶୋକ ଗେହଲୋଟ୍

ଜୟପୁର: ରାଜସ୍ଥାନ ରାଜନୀତିକୁ ନେଇ ଏବେ ନୂଆ ଅପ୍‌ଡେଟ୍ ଖବର ସାମ୍ନାକୁ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ରାଜ୍ୟପାଳଙ୍କୁ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଭାରତୀୟ ଟ୍ରାଇବାଲ୍ ପାର୍ଟି(ବିଟିପି)ର ସମର୍ଥନ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଗେହଲୋଟ ରାଜ୍ୟପାଳଙ୍କୁ...

flipcart
ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲିପ୍‌କାର୍ଟ ସହ ଚୁକ୍ତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଦେଖିବାକୁ ମିଳିବ। ଫ୍ଲିପକାର୍ଟ ସାହାଯ୍ୟରେ କାରିଗର ଏହାକୁ ବିକ୍ରି କରିପାରିବେ। ଏ ନେଇ ଫ୍ଲିପ୍‌କାର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏବେ ଫ୍ଲିପକାର୍ଟ ଓଡ଼ିଶାର କଳା, ହସ୍ତଶିଳ୍ପ...

comunity-spred
ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ; ଆଇଏମଏ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଏ କହିଛି। ଏନେଇ ଆଇଏମଏ ହସ୍ପିଟାଲ...

hulivan
କରୋନାରେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ

ଟୁମକୁରୁ: କରୋନାରେ ଜଣେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ହୁଲିଭନ ଗଙ୍ଗାଧରଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭନାରେ ସଂସ୍କାର କରାଯାଇଛି। ଗଙ୍ଗାଧରଙ୍କ...

coronavirus
ଆଜିବି ୩୦ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ; ୫୪୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଏବେ ପ୍ରତିଦିନ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବରଂ ଏହା ଧୀରେ ଧୀରେ ୪୦ ହଜାର ଆଡ଼କୁ ଗତିକଲାଣି। ଆମେରିକାରେ ଦିନକୁ ୫୦ ଆକ୍ରାନ୍ତ ଚିହ୍ନଟ ହେବା ଭଳି ସ୍ଥିତି ଥିଲେ ମଧ୍ୟ ଭାରତ ମଧ୍ୟ ଏହି ଦିଗ ଆଡ଼କୁ ଗତି କରୁଛି।...

arindam-choudhury
ହିନ୍ଦୁ ଦେବାଦେବୀଙ୍କୁ ନେଇ କଟାକ୍ଷ କଲେ ଲେଖକ ଅରିନ୍ଦମ ଚୌଧୁରୀ

ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ହିନ୍ଦୁ ଦେବା ଦେବୀଙ୍କୁ ନେଇ କଟାକ୍ଷ। ଅସଂଖ୍ୟ ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି ଲେଖକ ତଥା ଆଇଆଇପିଏମ୍ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ। ସେ ଜଗନ୍ନାଥ ଏବଂ ଆନ୍ଧ୍ରର ତିରୁପତି ବାଲାଜୀଙ୍କୁ ନେଇ ଉପହାସ କରିଛନ୍ତି। ନିଜର...

ppe-kiit
ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର: ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା। ଏଣିକି ଭୁବନେଶ୍ୱର ସିପେଟ୍‌ରେ ହୋଇପାରିବ PPE କିଟ୍‌ରେ ଟେଷ୍ଟ। ନ୍ୟାସନାଲ ଆକ୍ରିଡିଟେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବରେସନ୍ ଲାବେରେଟାରିଜ୍ ବା  NABL ଏନେଇ ସ୍ୱୀକୃତି ପ୍ରଦାନ କରିଛି। ସିପେଟ୍‌କୁ ସ୍ୱୀକୃତି ପରେ ରାଜ୍ୟର କରୋନା ବିରୋଧରେ ଯୁଦ୍ଧ ଅଧିକ...

coronaviru-1
ଆଜି ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ଜୀବନ ଗଲା

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟରେ ବି ଜୀବନ ନେଉଛି କରୋନା।  ଦେଶରେ ଆଜି ୫୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ୫ ଜଣଙ୍କର ଜୀବନ ନେଇଛି କରୋନା। ସେଥିମଧ୍ୟରୁ ଗଞ୍ଜାମରୁ ୩, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ...

whatsapp
ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌ରେ ହୋଇପାରେ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍‌ଗୁଡ଼ିକୁ ଅଧିକ ସହଜ ବ୍ୟବହାର୍ଯ୍ୟ ଓ ରୁଚିକର ବନାଇବା ପାଇଁ ବିଭିନ୍ନ ସୋସିଆଲ୍ ମିଡିଆ କମ୍ପାନୀ ନାନା ପ୍ରୟାଶ କରୁଛନ୍ତି। ଫେସ୍‌ବୁକ୍‌ ଓ ହ୍ୱାଟ୍‌ସଆପ୍‌ ଭଳି ସୋସିଆଲ୍ ମିଡିଆକମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ମଧ୍ୟ ଆଣୁଛନ୍ତି। ସାମାଜିକ ଗଣମାଧ୍ୟମରେ...

rajat
‌ଫିଲ୍ମ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ

ଜୟପୁର: ଫିଲ୍ମ ନିର୍ମାତା ରଜତ ମୁଖାର୍ଜୀଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା।  ରବିବାର ଜୟପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଜତ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବଲିଉଡ୍‌ ଷ୍ଟାର ମନୋଜ ବାଜ୍‌ପେୟୀ। ସେ ଟ୍ୱିଟ୍ କରି ଲେଖିଛନ୍ତି...

twitter
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ରି-ଟ୍ୱିଟ୍‌କୁ ପେଜ୍‌ରୁ ହଟାଇଲା ଟ୍ୱିଟର୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ରି-ଟ୍ୱିଟ୍‌ ଭିଡିଓକୁ ଡିସାବଲ (ଟ୍ୱିଟର୍‌ ପେଜ୍‌ରୁ ଲୁଚାଇ ଦେବା ବା ହଟାଇଦେବା ) କଲା ଟ୍ୱିଟର। ଶନିବାର ଏକ କ୍ୟାମ୍ପେନ୍ ଷ୍ଟାଇଲ୍‌ ଭିଡିଓକୁ ରି-ଟ୍ୱିଟ୍ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ କପି ରାଇଟ୍ ସମସ୍ୟା ଥିବା ଅଭିଯୋଗ କରି ଟ୍ୱିଟର ଭିଡିଓଟିକୁ...

home
୩ ଘଣ୍ଟାର ବର୍ଷାରେ ବେହାଲ ଦିଲ୍ଲୀ; ଚାହୁଁ ଚାହୁଁ ଭୁଶୁଡ଼ିଲା ଘର, ଜୀବନ ବି ଗଲା

ନୂଆଦିଲ୍ଲୀ: ବର୍ଷା ଜଳରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ। ଆଜି ସକାଳୁ ଅବିରତ ବର୍ଷା ରାଗି ରହିବା ଫଳରେ ସହରର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ବିତ୍ପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଷ୍ଟେସନ ନିକଟରେ ଥିବା ମିଣ୍ଟୋ ବ୍ରିଜ ତଳେ ଏକ ଚଳନ୍ତା ବସ୍ ପାଣି...

bbsr
ଭୁବନେଶ୍ୱରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୧୮ ରହିଛି। ସେହିଭଳି ଭୁବନେଶ୍ୱରରେ ଏବେ ସୁଦ୍ଧା ୫୨୩...

assam
ଆସାମ ବନ୍ୟା ପରିସ୍ଥିତି: ୫୪ ଲକ୍ଷ ପ୍ରଭାବିତ ଓ ୮୧ ମୃତ

ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି। ରାଜ୍ୟରେ ଏହି...

coronavirus-bhubaneswar
ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍‌ରେ ୨ କନଷ୍ଟେବଲଙ୍କୁ କରୋନା

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍‌ରେ ୨ କନଷ୍ଟେବଲ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଉଭୟ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ଏହାପରେ ତାଙ୍କ ନମୁନା ଟେଷ୍ଟ କରାଯାଇଥିଲା ଆଉ ଆଜି ଉଭୟ ପଜିଟିଭ ଚିହ୍ନଟ...

mask
N95 ମାସ୍କ ବ୍ୟବହାରକୁ ନେଇ କେନ୍ଦ୍ରର କଟକଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଲଭ୍ ଥିବା N95 ମାସ୍କ ବ୍ୟବହାର ଉପରେ କଟକଣା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି।  ସାଧାରଣ ଲୋକ ଠିକରେ N95 ମାସ୍କ ବ୍ୟବହାର କରୁନାହାନ୍ତି। ଏଥିଯୋଗୁଁ  କରୋନା ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ...

corona-testing
କରୋନା ଟେଷ୍ଟ ଓ ପଜିଟିଭ୍ ଘୋଷଣାରେ ତ୍ରୁଟି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି। ଏଭଳି ସମୟରେ କରୋନା ଟେଷ୍ଟ ଏବଂ ପଜିଟିଭ୍ ଘୋଷଣାରେ ତ୍ରୁଟି ରହୁଥିବା ଅଭିଯୋଗ କରି ସରକାରଙ୍କୁ ନିଶାନା ସାଧିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ରାଜ୍ୟ ସରକାର ବେଡ୍‌ର ସଂଖ୍ୟା କମ୍‌ ଥିବାରୁ ପଜିଟିଭି ଏବଂ ନେଗେଟିଭରେ...