ନବରଙ୍ଗପୁର: ବିଶ୍ୱ ଦରବାରରେ ନବରଙ୍ଗପୁର ଜିଲ୍ଲାର ଲାଖଶିଳ୍ପର ସ୍ୱତନ୍ତ୍ର ସ୍ଥାନ ରହିଛି। ଆସନ୍ତା ମାସରେ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପରେ ଖେଳାଳିଙ୍କୁ ଲାଖରେ ତିଆରି ଉପହାର ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ସେଥିପାଇଁ ଲାଖରେ ତିଆରି ବାକ୍ସ ନିର୍ମାଣରେ ଲାଗିପଡ଼ିଛନ୍ତି ନବରଙ୍ଗପୁର ଶଙ୍ଖାରୀ ସାହିର କାରିଗରମାନେ।...
ଗୁଆହାଟି: ଆସାମର ଗୁଆହାଟିରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଦିନିକିଆରେ ଡେବ୍ୟୁ କରୁଛନ୍ତି ଦିଲ୍ଲୀ ବ୍ୟାଟସମ୍ୟାନ ଋଷଭ ପନ୍ଥ। ଏହି ସିରିଜରେ ଦିନିକିଆ ଦଳକୁ ଫେରିଛନ୍ତି ଭାରତୀୟ...
ରାୟଗଡ଼ା:ପ୍ରକୃତି ଦାଉରେ ଛଟପଟ ଚାଷୀ। ଲଘୁଚାପ ବର୍ଷାରେ ବନ୍ୟା ପରିସ୍ଥିତି ଫସଲ ସବୁ ଧୋଇ ଦେଇଥିବାବେଳେ ଏବେ ‘ତିତ୍ଲି’ ପ୍ରଭାବରେ ନଦୀ ଗର୍ଭରେ ଲୀନ ହୋଇଯାଇଛି ଚାଷ ଜମି। ଫଳରେ ଚାଷୀର ଜୀବନ ଜୀବିକା ବିଶେଷ ଭାବରେ ପ୍ରଭାବିତ ହୋଇଛି। ହେକ୍ଟର୍ ହେକ୍ଟର୍ ଫସଲ ଧୋଇ ହୋଇଯାଇଛି। ଏକର...
କେନ୍ଦୁଝର: କେଉଁଠି ପ୍ରଶାସନର ବିଫଳତା ଯୋଗୁଁ ଶବକୁ ସମ୍ମାନ ମିଳୁ ନ ଥିବାବେଳେ ଆଉ କେଉଁଠି ସମାଜର କୁସଂସ୍କାର ଯୋଗୁ ଶବକୁ ମିଳୁନି ସାହିଭାଇଙ୍କ କାନ୍ଧ। ମଦ ଯୋଗୁ ହତ୍ୟାକାଣ୍ଡ ପରେ ସାମାଜିକ ବାସନ୍ଦକୁ ନେଇ ଶବ ସତ୍କାରବେଳେ ସହଯୋଗ କଲେ ନାହିଁ ସାହିଭାଇ। ଶେଷରେ ଶବ ସତ୍କାର...
ଅମୃତସର: ପଞ୍ଜାବରେ ଜଳନ୍ଧର-ଅମୃତସର DMU ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୧୩ରୁ ଅଧିକ ଆହତ ହୋଇଛନ୍ତି। ୬୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅମୃତସରର ସିଟି ହସ୍ପିଟାଲ୍ ଓ...
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବରେ ମୋଟ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ୧୧ ଜଣଙ୍କ ଯାଞ୍ଚ ଚାଲିଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏହି ୭୨ ଜଣଙ୍କ ମଧ୍ୟରୁ ୩ ଜଣ...
ମସ୍କାଟ: ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ପୂର୍ବରୁ ଓମାନ୍କୁ ୧୧-୦ରେ ପରାସ୍ତ କରିବା ପରେ ଭାରତର ମନବଳ ଦୃଢ଼ ରହିଛି। ତେଣୁ ଦଳର ଟାର୍ଗେଟ୍ରେ ଏବେ ପାକିସ୍ତାନ ରହିଛି।...
କଳାହାଣ୍ଡି/ମୟୂରଭଞ୍ଜ: କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଟି ଅଘଟଣ ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗାଁରେ ୨ଜଣ ନାବାଳିକା ପୋଖରୀରେ ବୁଡ଼ିଯିବାରୁ ଉଭୟଙ୍କ ମୃତ ହୋଇଛି। ନାବାଳିକା ଦ୍ୱୟ ପୋଖରୀରେ ଗାଧୋଇବା ବେଳେ ଏହି ଘଟଣ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା...
ପାଟନା: ଆରପାରିରେ ବିଜେପି ସାଂସଦ ଭୋଳା ସିଂହ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଶୁକ୍ରବାର ୮୨ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ବିହାରର ବେଗୁସରାଇ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଭୋଳା। ତିନିଦିନ ତଳେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ଦୀର୍ଘ ୧୩ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରରେ ୪ଟି ପର୍ଯ୍ୟୟରେ ପୌର ନିର୍ବାଚନ ହୋଇଥିଲା। ୭୯ଟି ପୌର...
ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି। ମୃତ ଯୁବତୀଙ୍କ ତଣ୍ଟି କଟା ଯାଇଥିବା ସୂଚନା ମିଳିଛି। କେହି...
ଭୁବନେଶ୍ୱର: ‘ତିତ୍ଲି’ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ମୁକାବିଲାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ଓ ଗଞ୍ଜାମର ପ୍ରଭାବିତ ଅଞ୍ଚଳ ବୁଲି ଫେରିବା ପରେ ଧର୍ମେନ୍ଦ୍ର ଫେସବୁକ୍ରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଭିଡିଓରେ କହିଛନ୍ତି,...
ବିଶାଖାପାଟଣା: ଓଡ଼ିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ବେଶ୍ ଧୁମ୍ଧାମ୍ରେ ଦଶହରା ପାଳନ କରିଛନ୍ତି। ବିଶାଖାପାଟଣା ଏବଂ ବାଙ୍ଗାଲୋରରେ କିଭଳି ରହିଥିଲା ଦଶହରାର ଧୁମ ପଢ଼ନ୍ତୁ ଏହି ରିପୋର୍ଟରେ। ବାଙ୍ଗାଲୋର ଭରତୁର୍ରେ ବଡ଼ ଧୁମ୍ଧଆମ୍ରେ ପାଳନ ହୋଇଥିଲା ଦଶହରା। ପାରମ୍ପାରିକ ବାଦ୍ୟରେ ପୂରି ଉଠୁଥିଲା ପରିବେଶ।...
ଅମୃତସର: ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିପାରିଲେନି ନିଜେ ରାବଣ। ରାବଣପୋଡ଼ି ଦେଖୁଥିଲେ, କିନ୍ତୁ ହଠାତ୍ ତାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଆମେ କହୁଛୁ ଅମ୍ରିତସରର ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ କଥା। ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୬୧ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ରାବଣ ଭୂମିକାରେ...
ଜଗତସିଂହପୁର: ଏରସମାରେ ରାବଣପୋଡ଼ିକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଏହାକୁ ନେଇ ଦୁଇ ବିଧାୟକ ଦାମୋଦର ରାଉତ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଆଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ତେବେ ଦାମଙ୍କୁ ରାବଣପୋଡ଼ି ଅନୁମତି ନ ମିଳିବାରୁ ଅସନ୍ତୋଷ...
ପିପିଲି: ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରାଛକର ସିଫାଠାରେ ବାଇକ୍ ସହ ଏକ କାର୍ର ଧକ୍କା ହୋଇଥିଲା। ବାଇକ୍କୁ ଧକ୍କା ଦେବା ପରେ କାର୍ଟି ରାସ୍ତା କଡ଼ରେ ଥିବା ନାଳକୁ ଓଲଟି ପଡ଼ିଥିଲା। ଫଳରେ...
ଅମୃତସର: ପଞ୍ଜାବ ଅମୃତସରରେ ରାବଣପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ୍ ମାଡ଼ିଯିବାରୁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅମୃତସର ଚୌରା ବଜାର ନିକଟରେ ରାବଣ ପୋଡ଼ି ବେଳେ ଏହି ଦୁର୍ଘଟଣା ଘଟିଛି। ରାବଣ ପୁତ୍ତଳିକାରେ ନିଆଁ ଲାଗିବା ପରେ ଏହା ଚାରିଆଡ଼େ ଛିଟିକି ଥିଲା। ...
ଗଞ୍ଜାମ/ ରାୟଗଡ଼ା: ‘ତିତ୍ଲି’ ବାତ୍ୟାର ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଏବେ ଦେଖିବାକୁ...
ଭୁବନେଶ୍ୱର: ରାଜ୍ୟରେ ଷ୍ଟାମ୍ପ ପେପର୍ ସଙ୍କଟ। ଷ୍ଟାମ୍ପ ପେପର୍ ଛାପୁଥିବା ମହାରାଷ୍ଟ୍ରର ନାସିକ ସ୍ଥିତ ପ୍ରେସକୁ ଟଙ୍କା ଦିଆଯାଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ସ୍ଥିତି ଏପରି ହୋଇଛି ଯେ ବ୍ଲାକ୍ରେ ଷ୍ଟାମ୍ପ ପେପର୍ ବିକ୍ରି ହେଉଛି। ରାଜ୍ୟରେ ଜୁଡିସିଆଲ୍ ଓ ନନ୍ ଜୁଡିସିଆଲ୍ ଷ୍ଟାମ୍ପ...