• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

U.S. President
ଭାରତ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଟ୍ୱିଟ୍ କରି ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ଭାରତ ଦୀର୍ଘଦିନ ଧରି ଶୁଳ୍କ ଲଗାଇଲା, ହେଲେ ଏବେ ଏହା ଆଉ ଗ୍ରହଣୀୟ ନୁହେଁ। India has...

Ramesh-Kumar
କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ଗ୍ରହଣୀୟ ନୁହେଁ ବୋଲି ରୁଲିଂ ଦେଇଛନ୍ତି ବିଧାନସଭା ବାଚସ୍ପତି କେ. ଆର୍. ରମେଶ।  ସେମାନଙ୍କ ଇସ୍ତଫାପତ୍ର ନିୟମ ଅନୁସାରେ ଦିଆଯାଇନଥିବା ବାଚସ୍ପତି ଦର୍ଶାଇଛନ୍ତି। ଫଳରେ ସାମୟିକ ଭାବେ ସଂଖ୍ୟାଲଘୁରେ ପରିଣତ...

iDiva_bottle-cap-challenge_Lead_5d1f03e9e1e66
ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର ନୂଆ ସେନ୍‌ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ। କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଭାରତରେ ପ୍ରଥମେ ବଟଲ୍...

kendu
କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍‌କା

ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍‌କା। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ ହ୍ରାସ କଲେ ସରକାର।  କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ...

sakhi
ସାକ୍ଷୀଙ୍କୁ ମିଳିବ ସୁରକ୍ଷା: ନୂଆ ଯୋଜନା ଆଣିଲେ ସରକାର

ଭୁବନେଶ୍ୱର: ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସୁରକ୍ଷା। ଏଥିପାଇଁ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ଆଧାରରେ ଏହି  ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ...

patkura
ମିଶନ୍‌ ପାଟକୁରା ପାଇଁ ବିଜେଡିର ଚକ୍ରବ୍ୟୁହ: ଗଡ଼ ଜଗିଛନ୍ତି ନେତା

ଭୁବନେଶ୍ୱର: ମିଶନ୍‌ ପାଟକୁରା ପାଇଁ ଚକ୍ରବ୍ୟୁହ ରଚନା କରୁଛି ବିଜେଡି। ପ୍ରତିପକ୍ଷକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ପାଟକୁରାରେ ଜବରଦସ୍ତ ପ୍ରସ୍ତୁତି ଚଳାଇଛି ବିଜେଡି। ପଞ୍ଚାୟତରୁ ବ୍ଳକ୍ ଯାଏ, ଗଡ଼ ଜଗିଛନ୍ତି ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକ ଓ...

ghotala
କୃଷିଋଣ ସୁଧ ଛାଡ଼ରେ ମହାଘୋଟାଲାର ଗନ୍ଧ

ଭୁବନେଶ୍ୱର: ଚାଷୀଙ୍କୁ ଦିଆଯାଉଥିବା କୃଷିଋଣର ସୁଧ ଛାଡ଼ରେ ବଡ଼ ଧରଣର ଘୋଟାଲା ହୋଇଛି। ନାବାର୍ଡର ତଦନ୍ତ ରିପୋର୍ଟରେ ଏହି ଅନିୟମିତତା ଉପରୁ ପରଦା ହଟିଛି। ବ୍ୟାଙ୍କକୁ ସୁଧ ଛାଡ଼ ବାବଦକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଟଙ୍କାରେ ଏହି କେଳଙ୍କାରୀ ହୋଇଛି। ୨୦୧୬- ୧୭ ବର୍ଷରେ...

crike
ସେମିଫାଇନାଲ୍‌ରେ ବର୍ଷା ବାଧକ

ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫଡ୍ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍  ମ୍ୟାଚ୍‌ ବର୍ଷା ଯୋଗୁ ବନ୍ଦ ରହିଛି। ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। କିଓ୍ୱି କ୍ୟାପଟେନ୍ ଓ୍ୱିଲିୟମ୍ସନ ୬୭ ରନ୍ କରି ଆଉଟ୍ ହୋଇଥିବା...

loot
ଗୁଳି ଚଳାଇ ଡାକ୍ତରଙ୍କଠାରୁ ୫୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କଟକ: ଆଠଗଡ଼ ପାଖ କପୁରସିଂ ରାସ୍ତାରେ ଗୁଳି ଚଳାଇ ଲୁଟ୍ ହୋଇଛି। କଟକ-ଢେଙ୍କାନାଳ ରାସ୍ତାର କପୁରସିଂ ପାଖରେ ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ ପାଖରୁ ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି। ଢେଙ୍କାନାଳର ହୋମିଓପ୍ୟାଥି ଡାକ୍ତର ଜଣକ ଜମି କିଣିବା ଲାଗି ଭୁବନେଶ୍ୱରରୁ କାର୍ ଯୋଗେ ୫୦...

ଗାଁକୁ ରାସ୍ତା ଅଛି, ତଥାପି ଭାରରେ ବୁହା ହେଉଛନ୍ତି ରୋଗୀ

କେନ୍ଦୁଝର: ଗାଁକୁ ରାସ୍ତା ଅଛି, ତଥାପି ଭାରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ବଙ୍ଗଲାସାହିରେ। ବର୍ଷା ଯୋଗୁ ରାସ୍ତାସାରା କାଦୁଅରେ ଭର୍ତ୍ତି ଥିବାରୁ ରୋଗୀଙ୍କୁ ଖଟିଆରେ ପାର କରି ଅଟୋରେ ନେଉଛନ୍ତି ଲୋକେ। ମନରେଗା ଯୋଜନାରେ 10...

g
ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

କେନ୍ଦୁଝର: କେନ୍ଦୁଝରରେ ପୁଣି ମାତିଲା ଦନ୍ତାହାତୀ। ବଂଶପାଳ ବ୍ଲକ୍ ଦଆଳା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଆଜି ଭୋରରୁ ହାତୀଟି ଗାଁର ଟୁପୁଲି ମୁଣ୍ଡାଙ୍କ ଘରେ ଧାନ, ଚାଉଳ ଖାଇବା ପାଇଁ ପଶିଯାଇଥିଲା। ତେବେ ଏହାକୁ ଘଉଡ଼ାଇବାକୁ ବୃଦ୍ଧା ଜଣକ ଚେଷ୍ଟା କରିଥିଲେ। ଏହି...

train-cut-1478359341_835x547_1784432_835x547-m
ଦୁଇ ଜଣଙ୍କୁ ମାରିଦେଲା ଲୌହ ଦାନବ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆଜି ରେଳ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଜିଲ୍ଲାର ମୁନିଗୁଡ଼ା ରେଳ ଫାଟକ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କର ଦୁଇ ହାତ କଟି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଟିକାଟଣା ରେଳ ଫାଟକ ପାଖରେ ଜଣେ ମହିଳାଙ୍କୁ...