• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

duskram
ରାଜ୍ୟରେ ବଢୁଛି ଦୁଷ୍କର୍ମ ମାମଲା: ଦୈନିକ ୬ରୁ ଅଧିକ ଘଟଣା

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ବଢ଼ୁଛି ଦୁଷ୍କର୍ମ ମାମଲା। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତରରୁ ଏହି ଉଦ୍‌ବେଗଜନକ ଚିତ୍ର ପଦାକୁ ଆସିଛି। ଗୃହ ବିଭାଗ ଶ୍ୱେତପତ୍ର ଅନୁଯାୟୀ, ୨୦୧୬ରେ ରାଜ୍ୟରେ ୨ହଜାର ୧୪୪ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୧୭ରେ ସଂଖ୍ୟା...

gg
ରାଜ୍ୟର ଆର୍ଥିକ ପରିଚାଳନାକୁ ଗଡ଼ବଡ଼ କରିପାରେ କାଳିଆ ବୋଝ

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ପରିଚାଳନାର ଶୃଙ୍ଖଳାକୁ ଗଡ଼ବଡ଼ କରିପାରେ କାଳିଆର ବୋଝ। କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାର ଟିକସ ଭାଗ କମିବା ପରେ ଏମିତି ଆକଳନ କରୁଛନ୍ତି ଅର୍ଥନୀତି ବିଶେଷଜ୍ଞ। ୨୮ ତାରିଖ ବଜେଟ୍ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ  ନିରଞ୍ଜନ ପୂଜାରୀ କହିଥିଲେ, କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ମିଳିବ...

Damodar-Rout
ପାଟକୁରା ନିର୍ବାଚନ ସ୍ୱାଭିମାନର ପ୍ରଶ୍ନ, ଆଞ୍ଚ୍ ଆସିଲେ ସ୍ୱାଭିମାନ ଜଳିବ: ଦାମୋଦର ରାଉତ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପ୍ରସଙ୍ଗରେ ବାଣ ଛାଡ଼ିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି। ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ ବୋଲି କହିଛନ୍ତି ଦାମ। ତାସହ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ କରିଛନ୍ତି ଓ ଏଥିପାଇଁ ଦଳର...

dsf
ପାଟକୁରା ନିର୍ବାଚନ: କଂଗ୍ରେସ କହିଲା ମ୍ୟାଚ୍ ଫିକ୍ସିଂ, ଉତ୍ତରରେ ବିଜୟ କହିଲେ...

ଭୁବନେଶ୍ୱର: ପାଟକୁରା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଉଷ୍ମ ହେଉଛି ରାଜ୍ୟ ରାଜନୀତି। ପରିବର୍ତ୍ତିତ ପରିସ୍ଥିତିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ନିକଟତର ହେଉଥିବାରୁ ପାଟକୁରାରେ ବି ଏହାର ଇଫେକ୍ଟ ପଡ଼ିବ ପାରେ ବୋଲି ପ୍ରଶ୍ନ ଉଠିଲାଣି। ମାତ୍ର ଦେଢ଼ ମାସ ତଳେ ସାଧାରଣ ନିର୍ବାଚନବେଳେ...

fdf
ପିଏନ୍‌ବିରୁ ପୁଣି ବଡ଼ ଋଣ ଜାଲିଆତି

ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପୁଣି ଏକ ବଡ଼ ଧରଣର ଋଣ ଜାଲିଆତି। ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ୩ ହଜାର ୮ ଶହ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଫୋରେନ୍ସିକ ଅଡିଟ୍ ପରେ ପୁଲିସ ପକ୍ଷରୁ ଏତଲା ଦିଆଯାଇଛି। ୩ ହଜାର ୮...

Car-parking
ନୋ ପାର୍କିଂରେ ପାର୍କିଂ କଲେ ୨୩ ହଜାର ଜୋରିମାନା

ମୁମ୍ବାଇ: ବଡ଼ ବଡ଼ ସହରର ଭୁଲ ସ୍ଥାନରେ କିମ୍ବା ନିଷିଦ୍ଧାଞ୍ଚଳରେ ଗାଡ଼ି ପାର୍କିଂ କଲେ ଅନ୍ୟମାନଙ୍କ ପାଇଁ କେତେ ଯେ ସମସ୍ୟା ହୁଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଥିପାଇଁ ୨୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ।...

ବୋମା କରଖାନାରେ ପୁଲିସ୍ ଚଢ଼ଉ, ୧୦୦ଟି ବୋମା ଜବତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍। ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି...

ସଡ଼କ ଦୁର୍ଘଟଣାରେ ୩ ମୃତ, ୧୪ ଆହତ

ଭୁବନେଶ୍ୱର: ବେପରୁଆ ଗାଡ଼ି ଚଳନା ଯୋଗୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି। ଘରୁ ବାହାରିଲା ମାତ୍ର ଜୀବନ ସୁରକ୍ଷିତ ରହୁନି। ସବୁଦିନ କିଛି ନା କିଛି ଦୁର୍ଘଟଣାର ଖବର ଶୁଣିବାକୁ ମିଳୁଛି। ଆଜି ଦେବଗଡ଼, ଗଞ୍ଜାମ ଓ ତେଲ୍‌କୋଇ ଠାରେ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣ...

cv
ବନ୍ୟାପାଣିରେ ଭାସିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

ଚଣ୍ଡିଗଡ଼: ହରିୟାଣାରେ ବନ୍ୟା ପାଣିରେ ଭାସିଗଲା କାର୍। ହେଲେ ଅଳ୍ପକେ ବର୍ତ୍ତିଗଲେ କାର୍ ଚାଳକ। ପ୍ରବଳ ବର୍ଷା ଯୋଗୁ ପଞ୍ଚକୁଲାର ଘାଘର ନଦୀର ବନ୍ୟା ପରିସ୍ଥିତି ଦେଖା ଦେଇଛି। ନଦୀର ପାଣି ପୋଲ ଉପରେ ଦେଇ ପ୍ରବାହିତ ହେଉଛି। ଏହି ସମୟରେ ପୋଲ ଉପରେ ଥିବା ଏକ କାର୍‌...

india_vs_new_zealand_
ପ୍ରଥମ ସେମିଫାଇନାଲ୍‌ରେ ଭାରତ, ନ୍ୟୁଜିଲାଣ୍ଡ୍ ଟକ୍କର୍

ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍ ସେମିଫାଇନାଲ ଚୂଡ଼ାନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଭାରତ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ମଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏଜବେଷ୍ଟନ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ମୁହାଁମୁହିଁ...

Daitari-Naik
ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା ପ୍ରଶାସନ

କେନ୍ଦୁଝର: ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା କେନ୍ଦୁଝର ପ୍ରଶାସନ। ବଂଶପାଳ ବ୍ଲକ୍ ତଳ ବୈତରାଣୀ ଗାଁର ଜଳ ପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ପାହାଡ଼ କାଟି ଚାଷ ଜମିକୁ...

dh
ଚଳିତ ବିଶ୍ୱକପ୍‌ରେ ସବୁଠାରୁ ଅଧିକ ବାଇ ରନ୍‌ ଦେଇଛନ୍ତି ଧୋନି

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଧୋନି ଜଣେ ୱିକେଟ୍‌ କିପର ଭାବେ ସବୁଠାରୁ ଅଧିକ ବାଇ ରନ୍‌ ଦେଇଛନ୍ତି। ଅର୍ଥାତ ଧୋନି ୱିକେଟ୍‌ କିପିଂ ଠିକ୍‌...

karnataka
ବିଦେଶ ଯାଇଛନ୍ତି ମୁଖ୍ୟମନ୍ତ୍ରୀ: ଏପଟେ ଥରହର ହେଲାଣି ଶାସନ ଗାଦି

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି। ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ...

2r
ଶ୍ରୀଲଙ୍କାକୁ ସହଜରେ ହରାଇଲା ଭାରତ: R²ଙ୍କ ଦମ୍‌ଦାର ଶତକ

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଏକ ପାଖିଆ ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ଆଗରେ ଶ୍ରୀଲଙ୍କା ୨୬୫ ରନ୍‌ର ଟାର୍ଗେଟ ରଖିଥିଲା। ତେବେ ରୋହିତ ଶର୍ମା ଓ କେଏଲ୍‌ ରାହୁଲଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ଏହି ଟାର୍ଗେଟକୁ ୩୯...