• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dhoni11
ଆଶା ଆଶାରେ ରହିଗଲା: ଇଣ୍ଡିଆକୁ ହରାଇ ଫାଇନାଲ୍‌ ଗଲା ନ୍ୟୁଜିଲାଣ୍ଡ୍

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍...

tenengana
ଜୁଇକୁ ଯାଉଥିଲା ପୁଅ, ମାଆ ଡାକ ଶୁଣି ଫେରି ଆସିଲା

ହାଇଦ୍ରାବାଦ: ଜୁଇକୁ ଯାଉଥିଲା ପୁଅ। ମା’ର ବୁକୁଫଟା କାନ୍ଦରେ ଥରି ଯାଉଥିଲା ଶ୍ମଶାନ ଭୂଇଁ। ସତେ ଯେମିତି ଏହି କାନ୍ଦ ଭଗବାନଙ୍କ ହୃଦୟକୁ ବି ତରଳାଇ ଦେଲା। ଦେଖୁ ଦେଖୁ ଜୁଇରୁ ଜୀବନ ନେଇ ଉଠି ଆସିଲା ମୃତ ପୁଅ। ଏସବୁ ରିଲ୍‌ ଲାଇଫର କାହାଣୀ ଆମେ ଅନେକ...

ଆମେଠିରେ ଗଡ଼ ମଜଭୁତ୍ କରିବାକୁ ରାହୁଲଙ୍କ ପରାମର୍ଶ

ଆମେଠି: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠି ଗସ୍ତ କରିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ଲୋକଙ୍କ ସହ ବୈଠକ କରି ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ...

କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ପୁଣି ଝଟ୍‌କା: ଆଉ ଦୁଇ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରକୁ ପୁଣି ଥରେ ଝଟ୍‌କା ଲାଗିଛି। ଆଜି କଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧...

ew
ଭାରତକୁ ଆତଙ୍କବାଦୀଙ୍କ ଧମକ୍‌

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦାର ମୁଖ୍ୟ ଆୟାମାନ ଉଲ୍ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍‌ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି...

rahul
ରାହୁଲ୍‌ଙ୍କ ଟ୍ୱିଟର୍ ଫଲୋଅର୍ସ ସଂଖ୍ୟା ଏକ କୋଟିକୁ ପହଞ୍ଚିଲା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଓ...

gh
୮ ବର୍ଷ ହେଲା ଚିଲିଛି ସେତୁ ନିର୍ମାଣ କାମ, ଏଯାଏ ସରିନି

ଯାଜପୁର(ଗୁଲାମ୍ ଗସ): ଅଧପନ୍ତରିଆ ହୋଇ ପଡ଼ିରହିଛି ସେତୁ କାମ। ଗତ ୮ ବର୍ଷରୁ ନିର୍ମାଣ କାମ ତାଲିଥିବା ବେଳେ ମାତ୍ର ୩ଟି ସ୍ପାନ୍ ନିର୍ମାଣ ହୋଇରପାରିନି। ଯାଜପୁର ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ଜେନାପୁର–ଜାବରା ସେତୁର ଏଭଳି ଅବସ୍ଥା। ସେତୁ ନିର୍ମାଣ ଆରମ୍ଭରେ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଥିଲା।...

gdg
ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ସ୍ପେଶାଲ୍‌ ରିଲିଫ୍ ବୋଟ୍‌

ଭଦ୍ରକ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ବୋଟ୍‌ର ବ୍ୟବସ୍ଥା ରହିଛି। ହେଲେ ଭଦ୍ରକ ଚାନ୍ଦବାଲି ତହସିଲର ସ୍ପେଶାଲ୍ ରିଲିଫ୍ ବୋଟ୍‌ଗୁଡ଼ିକର ଅବସ୍ଥା ନକହିଲେ ଭଲ। କେଉଁ ବୋଟ୍ ଭିତରେ ପାଣି ପଶି ରହିଛି ତ କାହାର ପାଲ ଚିରି ଗଲାଣି। ୧୧ଟି...

ବିଲକୁ ଯାଇଥିଲେ, ହଠାତ୍‌ ଆକ୍ରମଣ କଲା ଭାଲୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତୁଡ଼କାଠେଙ୍ଗା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଧର୍ମୁ ଧଙ୍ଗଡ଼ା ମାଝି। ସକାଳେ ଧର୍ମୁ ବିଲକୁ ଯାଉଥିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଛି। ତାଙ୍କୁ ଗୁରୁତର...

gfgf
ସ୍କୁଲ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କେନ୍ଦ୍ରାପଡ଼ା: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍‌ ଫାଟକରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବାରଡ଼ିଆ ହାଇସ୍କୁଲରେ। ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିରେ  ଛାତ୍ରଛାତ୍ରୀ...

railways
ରେଳ ବଜେଟ୍‌ରେ ଓଡ଼ିଶାକୁ କେତେ ମିଳିଲା ?

ଭୁବନେଶ୍ୱର: ଏଥର ରେଳ ବଜେଟ୍‌ରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଲାଗି ୫୮୦୦ରୁ ୬୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇଛି। ମଧ୍ୟବର୍ତ୍ତିକାଳୀନ ବଜେଟ୍‌ରେ ବଡ଼ ବଡ଼ ପ୍ରକଳ୍ପ ଲାଗି ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଏବେ ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପ ପାଇଁ...

maxresdefault
ପାଟକୁରା ପାଇଁ କେବେ ପ୍ରଚାର କରିବ କଂଗ୍ରେସ ?

କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବାରେ ବିଳମ୍ବ କରିଛି କଂଗ୍ରେସ। ବିଜେପି ଓ ବିଜେଡି ପୂରା ଦମ୍‌ରେ ଲାଗିଥିବାବେଳେ ବାହୁଡ଼ା ପରେ ପ୍ରଚାର କରାଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସମସ୍ତ ବିଧାୟକ ଓ ସାଂସଦଙ୍କୁ ୨ ଦିନ ଲେଖାଏ ପାଟକୁରାରେ...

bdk
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି। କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ନବୀକରଣ, ଆର୍ଥିକ ଏବଂ ଯନ୍ତ୍ରପାତି ସହାୟତା ଦାବିରେ ଶ୍ରମିକ ସଂଗଠନ ବିକ୍ଷୋଭ କରିଛି। ସକାଳେ ଶ୍ରମିକମାନେ ଏକ ଶୋଭାଯାତ୍ରାରେ ବନ୍ତ ଛକ, କଚେରୀ ଛକ...

ROHIT-SHARMA_100417_730x419-m
ରୋହିତ, ରାହୁଲ୍, ବିରାଟ୍ ଓ କାର୍ତ୍ତିକ ଆଉଟ୍

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ଆଗରେ ୨୪୦ ରନ୍‌ର ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଟିମ୍ ଇଣ୍ଡିଆର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ଶସ୍ତାରେ ପ୍ୟାଭିଲିୟନ୍ ଫେରିବା ସହିତ କାର୍ତ୍ତିକ ମଧ୍ୟ ନିରାଶ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରୋହିତ୍ ଶର୍ମା...

gfdg
ଭାରତ, ନ୍ୟୁଜିଲ୍ୟାଣ୍ଡ୍‌ ସେମି ମୁକାବିଲା: ଆଜି ବାତିଲ୍, କାଲି ପୁଣି ଲଢ଼ିବେ ଦୁଇ ଟିମ୍‌

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍‌। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।...

anna-hazare
ଆନ୍ନାଙ୍କ ହତ୍ୟା କରିବାକୁ ଦିଆଯାଇଥିଲା ସୁପାରି !

ମୁମ୍ବାଇ: ବିଶିଷ୍ଟ ସମାଜସେବୀ ତଥା ଦେଶରେ ଦୁର୍ନୀତି ବିରୋଧୀ ସ୍ୱର ଉତ୍ତୋଳନ କରିବାରେ ବଡ଼ ଭୂମିକା ନେଇଥିବା ଆନ୍ନା ହଜାରେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସୁପାରୀ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଥିଲା ବୋଲି ସେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟକୁ କହିଛନ୍ତି। ଶ୍ରୀ ହଜାରେ ଓସ୍‌ମାନାବାଦ୍‌ଠାରେ ଥିବା...