ନୂଆଦିଲ୍ଲୀ: ବାଚସ୍ପତି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିବାରୁ ତା’ ବିରୋଧରେ ଆଉ ୫ ଜଣ ବିଧାୟକ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ୫ ଜଣ ବିଧାୟକ ହେଉଛନ୍ତି କେ ସୁଧାକର, ରୋଶନ ବେଗ୍, ଏମ୍ଟିବି ନାଗରାଜ, ମୁନିରତ୍ନ ନାଇଡ଼ୁ ଏବଂ ଆନନ୍ଦ...
ଦିସପୁର: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର। ରାଜ୍ୟର ୩୩ ଜିଲ୍ଲାରୁ ୨୧ ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ। ବ୍ରହ୍ମପୁତ୍ର ଏବଂ ଏହାର ୫ଟି ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ରାଜ୍ୟରେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି।...
କୋଲକାତା: ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ସିପିଏମ୍, କଂଗ୍ରେସ ଓ ଟିଏମ୍ସିର ୧୦୭ ବିଧାୟକ ବିଜେପିରେ ମିଶିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ବିଜେପିର ସଂଗଠନ ଓ ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧାୟକମାନେ ସାମିଲ...
ଭୁବନେଶ୍ୱର: ଚାରିବର୍ଷରେ ବନ୍ଦ ହେଲାଣି ୫ ଇଞ୍ଜିନିୟରିଂ କଲେଜ୍ । ବର୍ଷକୁ ବର୍ଷ ଇଞ୍ଜିନିୟରିଂ ସିଟ୍ କମୁଛି। ତଥାପି ସେଥିରୁ ଖାଲି ପଡୁଛି ପ୍ରାୟ ୭୦ ପ୍ରତିଶତ ସିଟ୍। ନିଯୁକ୍ତି ସୁଯୋଗ ନଥିବାରୁ ରାଜ୍ୟରେ ଇଞ୍ଜିନିୟରିଂ ପାଠ ଲାଗି ମନବଳାଉ ନାହାଁନ୍ତି ଛାତ୍ରଛାତ୍ରୀ। ଭୁବନେଶ୍ୱରର ରାଜେଶ ନାୟକଙ୍କ କଥା...
ଭୁବନେଶ୍ୱର: ସରକାରଙ୍କୁ ଦେଇଥିବା ସପ୍ତମ ଅନ୍ତରୀଣ ରିପୋର୍ଟରେ ପୁଣି ପାଖାପାଖି ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ଚିଟ୍ଫଣ୍ଡ ତଦନ୍ତ କମିଶନ। ତା’ମଧ୍ୟରେ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ କ୍ଷୁଦ୍ର ଜମାକାରୀ। ତେବେ କେବେ ଏହି ଜମାକାରୀଙ୍କ ଟଙ୍କା ମିଳିବ ସେ ନେଇ ହତାଶ ଆଉ...
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ କଟ୍ ଅଫ୍ ତାଲିକା। କଳାରେ ବିଜେବି ଜୁନିଅର କଲେଜ ୭୦.୪ ପ୍ରତିଶତ ସହ ଆଗରେ ରହିଛି। ସେହିପରି ୭୦ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟରେ...
ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ...
ମାଲକାନଗିରି : ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ। କିଛି ଦିନ ଧରି ଟିକ୍ ଟକ୍ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚରିତ୍ରକୁ ସୁଧାରିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।...
ନବରଙ୍ଗପୁର: ମାସେ କି ଦୁଇ ମାସ ନୁହେଁ ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଦରମା ନ ମିଳିବା ଯୋଗୁ ହତାସ ହୋଇ ସ୍କୁଲ...