• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ବଢ଼ିଲା ପେଟ୍ରୋଲ୍ ଦର: ସକାଳ ୬ରୁ ଲାଗୁହେବ

ନୂଆଦିଲ୍ଲୀ: ୨୦୧୯-୨୦ ସାଧାରଣ ବଜେଟ୍‌ରେ ପ୍ରତି ଲିଟର୍ ପେଟ୍ରୋଲ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍ ୧ଟଙ୍କା ଲେଖାଏ ବୃଦ୍ଧି ହେବା କଥା କହିବା ପରେ ଏହାର ପ୍ରଭାବ ତେଲ ମାର୍କେଟ୍ ଉପରେ ପଡ଼ିଛି। ଆସନ୍ତାକାଲି ସକାଳ ୬ଟାରୁ ପେଟ୍ରୋଲ୍ ଲିଟର ପିଛା ୨.୫୦ ଟଙ୍କା...

Aadhar-Card
ଭାରତ ପହଞ୍ଚିବାମାତ୍ରେ ଆଧାର କାର୍ଡ ନେଇପାରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆଉ ୬ ମାସ ନୁହେଁ, ଏଣିକି ପ୍ରବାସୀ ଭାରତୀୟ ନାଗରିକଙ୍କୁ ଭାରତ ପହଞ୍ଚିବା ମାତ୍ରେ ଆଧାର କାର୍ଡ ମିଳିବ। ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ପୂର୍ବରୁ ୧୮୦ ଦିନ ଅପେକ୍ଷା କରିବା ପରେ ଯାଇ ପ୍ରବାସୀ...

budget
କେଉଁ ବିଭାଗରେ କେତେ ବ୍ୟୟବରାଦ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ ହୋଇଛି ଆସନ୍ତୁ କ୍ରମ ଅନୁସାରେ ଜାଣିବା। ୧: ପେନସନ-୧,୭୪,୩୦୦...

alpeshthakor-55_5
ଇସ୍ତଫା ଦେଲେ ଦୁଇ କଂଗ୍ରେସ ବିଧାୟକ

ଅହମଦାବାଦ: ଗୁଜରାଟ କଂଗ୍ରେସର ଦୁଇ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଦେବା ପରେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ।ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଳ୍ପେଶ କହିଛନ୍ତି, ଯିଏ...

india
ଗଠନ ହେବ ନିୟୁ ଇଣ୍ଡିଆ ସ୍ପେସ୍ ଲିମିଟେଡ ନାମକ ବାଣିଜ୍ୟିକ ସଂସ୍ଥା 

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି ଯେ ମହାକାଶ ବିଭାଗ ଅଧୀନରେ ନିୟୁ ଇଣ୍ଡିଆ ସ୍ପେସ୍‌ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ଗଠନ କରାଯିବ। ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ...

Capture
ବଜେଟ୍୧୯ରେ କୌଣସି ନୂଆ ଯୋଜନା ନାହିଁ: କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କଂଗ୍ରେସ କହିଛି। ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ନୂଆ ବୋତଲରେ ପୁରୁଣା ମଦ ବୋଲି...

modi
ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଦୂରଦର୍ଶୀ ବଜେଟ୍ ଦ୍ୱାରା ଆଜିର ଯୁବକ ଏବଂ ଗରିବ ଶ୍ରେଣୀର ବ୍ୟକ୍ତି ଆସନ୍ତାକାଲି ପାଇଁ ନିଜ ସୁଖ ଏବଂ ସମୃଦ୍ଧିର ସ୍ୱପ୍ନ ଦେଖିପାରିବେ। ୨୧ ଦଶକରେ ଏହି ବଜେଟ୍ ଦେଶକୁ ଆଗକୁ ନେବ, ଦେଶବାସୀ ମଜଭୁତ ହେବା ସହ ଦେଶ ମଧ୍ୟ...

coins-mixed1-1300x815
ନୂଆ ହେବ ଏହିସବୁ କଏନ୍‌: ପ୍ରଚଳନ ହେବ ୨୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: କିଛି ବ୍ୟବସାୟୀ ଖୁଚରା କଏନ୍‌ ନେଉ ନଥିବା ବେଳେ କେନ୍ଦ୍ର ସରକାର ପୁଣିଥରେ ନୂଆ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଯାଉଛନ୍ତି। ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ...

income-tax
ଆୟକର କ୍ଷେତ୍ରରେ ସଂସ୍କାର: ମଧ୍ୟବିତ୍ତଙ୍କୁ ଢିଲା ଧନୀଙ୍କୁ ଟାଇଟ୍

ନୂଆଦିଲ୍ଲୀ: ମୋଦି ସରକାର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିବା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଆୟକର କ୍ଷେତ୍ରରେ ସଂସ୍କାର ଆଣିଛନ୍ତି। ତାଙ୍କ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କ ପାଇଁ ଆଶୀର୍ବାଦ ହୋଇଥିବାବେଳେ ଧନୀଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ସଦୃଶ ହୋଇଛି।...

Capture
ଆସନ୍ତାକାଲି କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧି

ପାଟନା: ଆସନ୍ତାକାଲି ବିହାରର ଏକ କୋର୍ଟରେ ହାଜର ହେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାରେ ହାଜର ହୋଇ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବେ। ଗତ ଏପ୍ରିଲ ୧୮ ତାରିଖରେ ସୁଶୀଲ ମୋଦି ବିହାର...

indian-woman-drinking-water
୨୦୨୪ ସୁଦ୍ଧା ସମସ୍ତ ଘରକୁ ପିଇବା ପାଣି ପହଞ୍ଚିବ

ନୂଆଦିଲ୍ଲୀ: ମୌସୁମୀର ଲୁଚକାଳି ଖେଳ ଯୋଗୁ ଅଧା ଭାରତରେ ଜଳ ସଙ୍କଟ ଦେଖାଦେଇଛି। ତେବେ ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାର କେତେକ ପଦକ୍ଷେପ ନେଉଥିବା ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୪ ସୁଦ୍ଧା ସବୁ ଗାଁରେ ପିଇବା ପାଣି ପହଞ୍ଚିବ।...

house
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ମିଳିବ ଘର

ନୂଆଦିଲ୍ଲୀ: ଆଜିର ବଜେଟ୍‌ ଘୋଷଣା ଅନୁଯାୟୀ, ଭାରତରେ ୨୦୨୨ ସୁଦ୍ଧା ଆଉ କେହି ବାସହୀନ ରହିବେ ନାହିଁ। ମୋଦି ସରକାର ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବେ। ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “୫ ବର୍ଷ ମଧ୍ୟରେ ଆମ ସରକାର...

୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଆଜି ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ନାରୀ ତୁ ନାରାୟଣୀ’ ନାରା ଦେଇ ସୁଚାଇଥିଲେ ଯେ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଗକୁ ପ୍ରତି ଜିଲ୍ଲାରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରାଯିବ। ମହିଳା ସ୍ୱଂୟ ସହାୟକ...

vaiko_new
ରାଜ୍ୟସଭା ପ୍ରାର୍ଥୀ ଭାଇକୋ ଜେଲ୍ ଯିବେ

ଚେନ୍ନାଇ: ଏମ୍‌ଡିଏମ୍‌କେ ରାଜନୀତିକ ଦଳର ମହାସଚିବ ତଥା ରାଜ୍ୟସଭା ପ୍ରାର୍ଥୀ ଭାଇକୋ ଜେଲ୍ ଯିବେ। ୨୦୦୯ ମସିହାରେ ଏକ ରାଜଦ୍ରୋହ ମାମଲାର ଶୁଣାଣି କରି ଜେଲ୍ ଦଣ୍ଡାଦେଶ ସହ ଜୋରିମାନା ଘୋଷଣା କରିଛନ୍ତି ସ୍ଥାନୀୟ କୋର୍ଟ। ବର୍ଷକ ପାଇଁ ଜେଲ୍ ସହିତ ୧୦ ହଜାର ଟଙ୍କା ତଣ୍ଡ ଗଣିବେ...

pmgsy
PMGSY ଅଧୀନରେ ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ: ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସଡ଼କ ନିର୍ମାଣ ଜରୁରୀ। ବିଭିନ୍ନ ଗାଁରୁ ଗ୍ରାମାଞ୍ଚଳ ମାର୍କେଟକୁ ଠିକ୍‌ ଭାବେ ରାସ୍ତା ନଥିବାରୁ ବ୍ୟବସାୟ ଠିକ୍‌ ଭାବେ ହୋଇପାରୁନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌ ୩ରୁ ଆହୁରି ତ୍ୱରାନ୍ୱିତ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା...

nirmala
ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷଜ୍ଞ ଟିମ୍‌ ବସି କେଉଁ ଭଳି ଭାବେ ଏହି ଅର୍ଥକୁ ଭିତ୍ତିଭୂମିର...

open defecation
ଖୋଲା ଶୌଚ ମୁକ୍ତ ହେବ ଭାରତ

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ୍ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ...