• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

health
ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍‌ ପରାମର୍ଶଦାତା ଓ ତାଙ୍କ ଟିମ୍

ନୟାଗଡ଼: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ ପରାମର୍ଶଦାତା ଓ ତାଙ୍କ ଟିମ୍। ଏମାନଙ୍କୁ ପ୍ରାୟ ୩ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍...

sc in karnataka politics
କର୍ଣ୍ଣାଟକା ରାଜନୀତି ସଂକଟ: ଏମିତି କହିଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକା ସଙ୍କଟ ନେଇ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ ସମୟ ଭିତରେ ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ ତାଙ୍କ  ରାୟରେ ସ୍ପଷ୍ଟ...

kk
ବିଶ୍ୱକପ୍ ଫାଇନାଲ୍‌: ସଂଘର୍ଷ କରି ଜିତିଲା ଇଂଲଣ୍ଡ

ଲର୍ଡ୍ସ: ଓଃ କି ରୋମାଞ୍ଚ, କି ଉତ୍କଣ୍ଠା। ଶେଷରେ ଜିତିଲା କ୍ରିକେଟ୍। ମାତ୍ର ୬ ବଲରେ ନିର୍ଣ୍ଣୟ ହେଲା ବିଶ୍ୱ ଚାମ୍ପିଅନ୍। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ଐତିହାସିକ ଲର୍ଡ୍ସରେ ଯେଉଁ ଆତଶବାଜୀର ଧୂଆଁ ସୃଷ୍ଟି କଲା, ତାହା ସାରା ଦୁନିଆକୁ କ୍ରିକେଟର ମନ୍ତ୍ର...

jaga1-750x420
ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରୁଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହୋଇଛି। ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି...

gs
ରାଜ୍ୟ ସରକାରଙ୍କ ଶିଳ୍ପାୟନ ପ୍ରୟାସ୍ ଫେଲ୍

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ହୋଇଥିବା ୩୦୧ଟି ଏମଓୟୁ ମଧ୍ୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୫୧ଟି। ତେବେ ଏଥିରୁ ୧୦ଟି ସଂସ୍ଥା ସଂପୂର୍ଣ ବନ୍ଦ ବି ହୋଇଯାଇଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଏଭଳି  ତଥ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ...