ନୂଆଦିଲ୍ଲୀ: ଚଳିତ ବଜେଟ୍ରେ ଶିକ୍ଷାକ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଦେଶରେ ଗବେଷଣା ତଥା ଅନୁସନ୍ଧାନ ଶିକ୍ଷାକୁ ଆହୁରି ବଳିଷ୍ଠ କରିବା ପାଇଁ ଜାତୀୟ ଗବେଷଣା ସଂସ୍ଥା (ନ୍ୟାସ୍ନାଲ୍ ରିସର୍ଚ୍ଚ ପାଉଣ୍ଡେସନ୍) ସ୍ଥାପନ କରିବାକୁ ଲକ୍ଷ ରଖିଛନ୍ତି ସରକାର। ଏହାଦ୍ୱାରା ଦେଶର ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷଣାକୁ ପ୍ରୋତ୍ସାହନ ମିଳିପାରିବ। ଏଥିପାଇଁ ଏନ୍ଆର୍ଏଫ୍...
ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛନ୍ତି ସରକାର। ବଜେଟ୍ରେ ଦେଶବାସୀ ଓ ଦେଶକୁ ପ୍ରାଥମିକତା ଦେଇଛନ୍ତି ଅର୍ଥ ମନ୍ତ୍ରୀ। ଚଳିତ ଥର ବଜେଟ୍ରେ ବିତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ଼...
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ। ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ଯୋଗୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ପ୍ରଥମଥର ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କ ସହ ଆଲୋଚନା କରିବେ ରାହୁଲ୍। ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଂଚଳରେ ୬ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ...
କେନ୍ଦୁଝର: CDMO ଓ ADMOଙ୍କୁ ତାଲା ପକାଇଲେ ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅଭିଯୋଗ ଅନୁସାରେ, ଚିକିତ୍ସାଳୟରେ କାର୍ଯ୍ୟରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସୁଇପର୍ ଓ ଆଟେଣ୍ଡାଣ୍ଟ୍ ସବୁଦିନ ଭଳି ଆଜିବି କାର୍ଯ୍ୟରେ ଯୋଗ ଦେବା...
ଅନୁଗୋଳ(ବିରଜା ପ୍ରସାଦ ଦାଶ): କିଲୋମିଟର ପ୍ରତି ଉଚିତ ଭଡ଼ା ମିଳୁ ନଥିବା ପ୍ରତିବାଦରେ ଗତକାଲି ମଧ୍ୟରାତିରୁ ତାଳଚେର ଟ୍ରକ୍ ମାଲିକ ସଂଘ ଟ୍ରକ୍ ଯୋଗେ କୋଇଲା ପରିବହନ ବନ୍ଦ ରଖିଛି। ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନରେ ତାଳଚେର ଅଞ୍ଚଳର ପ୍ରାୟ ୭...
ପୁରୀ: ଆଜି ତ୍ରୟୋଦଶୀରେ ଶ୍ରୀଜିଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ। ଆଜିଠାରୁ ଦତ୍ତ ମହାପାତ୍ର ସେବକମାନେ ଅଣସର ଘରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ତା’ପରଦିନ ଉଭା ଅମାବାସ୍ୟା ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ...
ବୌଦ୍ଧ: ସମ୍ପର୍କକୁ କଳଙ୍କିତ କଲା ପୁତୁରା। କଳୁଷିତ ପାପ ମନବାଞ୍ଛା ପୂରଣ ନହେବାରୁ ରକ୍ତରେ ଭିଜାଇଲା ରକ୍ତର ସମ୍ପର୍କ। ଏଭଳି ଏକ ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ପିଉସୀକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସମ୍ପର୍କୀୟ ପୁତୁରା। ଗତକାଲି...
ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ଆସୁଥିବା ଏକ ଆମ୍ବୁଲାନ୍ସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ଟ୍ରକ୍ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ ଘଟିଥିବା ବେଳେ ୪...
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି, ଓ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ମିନି ବସ୍ଟି ସକାଳେ...
ଭୁବନେଶ୍ୱର(ଅଲୋକ ମହାନ୍ତି): ରାଜଧାନୀରେ ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ। ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଗିରଫ...