• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Rahul-6
ବିଶ୍ୱକପ୍‌ରେ ରାହୁଲଙ୍କ ପ୍ରଥମ ଶତକ

ଲିଡ୍‌ସ: ଟିମ୍‌ ଇଣ୍ଡିଆର ନିୟମିତ ଓପନର ଶିଖର ଧୱନ ଆହତ ହେବା ପରେ କେଏଲ୍ ରାହୁଲଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତା’କୁ ସେ ଠିକ୍‌ ଭାବେ ତୁଲାଇଛନ୍ତି। ଆଜି ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ସେମିଫାଇନାଲ ପୂର୍ବରୁ ନିଜର ମନୋବଳ ବୃଦ୍ଧି କରିଛନ୍ତି। ରାହୁଲ ଆଜି...

ଡୁପ୍ଲେସିସିଙ୍କ ଶତକ; ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ଫାଫ୍‌ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬...

fd
ପାଟକୁରା ନିର୍ବାଚନ ଲାଗି ଆରମ୍ଭ ହେଲା ପ୍ରଚାର ଯୁଦ୍ଧ

କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ଲାଗି ପ୍ରଚାର ଯୁଦ୍ଧ ଆରମ୍ଭ ହୋଇଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଆଜି ଭୋଟ୍ ମାଗିଛନ୍ତି ଦଳର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ। ବଙ୍ଗାଳପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...

bf
ଶତକ ହାସଲ ସହିତ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା

ଲିଡ୍‌ସ: ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଜି ଶତକ ହାସଲ କରିବା କ୍ଷଣି ଏକାଧିକ ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଶ୍ରୀଲଙ୍କାର...

Baitarani_EPS
 ଆରମ୍ଭ ହୋଇଛି ମୌସୁମୀ ବର୍ଷା: ଆତଙ୍କିତ ହେଲେଣି ନଈକୂଳିଆ ଲୋକେ

ଯାଜପୁର/ଜଳେଶ୍ୱର: ବର୍ତ୍ତମାନ ଶାନ୍ତ ଅଛି ବୁଢ଼ା ବୈତରଣୀ। ତାର ଏଇ ଶାନ୍ତ ରୂପ ଦେଖିଲେ କିଏ ବା ଭାବିବ ଯେ, ଏ ନଦୀ ବି ପ୍ରଳୟଙ୍କରୀ ରୂପ ନେଇପାରେ। ହେଲେ ମୌସୁମୀ ବର୍ଷା ଆରମ୍ଭ ହେବାମାତ୍ରେ କିନ୍ତୁ ପୂର୍ବ ବିଭୀଷିକାର ଚିତ୍ରକୁ ମନେ ପକାଇ ଛାନିଆ ହୋଇଯାନ୍ତି ଯାଜପୁର...

Capture
କାଲି ପୂରୁଛି କଣ୍ଟ: ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ

ଭୁନେଶ୍ୱର: ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆସନ୍ତାକାଲି ମାସକର କଣ୍ଟ ପୂରୁଛି । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଉଛନ୍ତି।  ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କେଉଁ ବିଭାଗରେ କେଉଁ କାମକୁ ପ୍ରାଥମିକତା ଦିଆଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ...

rohit
ଭାରତକୁ ୨୬୫ ରନ୍‌ର ଟାର୍ଗେଟ୍‌: ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କଲେ ରୋହିତ

ଲିଡ୍‌ସ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ ଜିତିବାକୁ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ମିଳିଛି। ଯବାବରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଜାରି ରଖିଛି। ଦଳର ଦୁଇ ଓପନର୍‌...

ddd
ସୃଷ୍ଟି ହେଲାକି କେନ୍ଦ୍ର-ରାଜ୍ୟ ସମ୍ପର୍କର ନୂଆ ଅଧ୍ୟାୟ ?

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍‌କୁ ନବୀନଙ୍କ ପ୍ରଂଶସା ପରେ ଏବେ କେନ୍ଦ୍ର-ରାଜ୍ୟ ଭିତରେ ଗଠନମୂଳକ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବଜେଟ୍‌ରେ ତୈଳ ଦର ବଢ଼ିବା ସତ୍ତ୍ୱେ ବି ନବୀନ ଏହା ବିରୋଧରେ ପଦୁଟିଏ ବି କହିନାହାଁନ୍ତି। କେବଳ ଏ ଗୋଟିଏ ପ୍ରସଙ୍ଗ ନୁହେଁ , ରାଜ୍ୟର ସ୍ୱାର୍ଥ...

save
ବେଦାନ୍ତରେ ନିଆଁ: ୭ ଶ୍ରମିକ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଶ୍ରମିକଙ୍କୁ ବେଦାନ୍ତ ପରିସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଜିଏବି ଅଏଲ ରିଫ୍ଲେରରେ ବିସ୍ଫୋରଣ ପରେ ଏହି...

Untitled-1
ଆସିପାରିଲାନି ଆମ୍ବୁଲାନ୍ସ; ଖଟିଆରେ ୧ କିମି ବୁହା ହେଲେ ମହିଳା

ଗଞ୍ଜାମ: ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ମହିଳା। ଏହି ଘଟଣା ହେଉଛି, ଦିଗପହଣ୍ଡି ବ୍ଲକ୍ ଏସ.ଟି କରପଡ଼ା ପଞ୍ଚାୟତ ମନି ମଣ୍ଡଳ ଗାଁର। ଜଣେ ମହିଳା ଗାଁ ନିକଟ ପାହାଡ଼କୁ ଯାଇଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସି  ଭାଙ୍ଗି ଯାଇଥିଲା। ପକ୍କା ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ...

Capture
ସାମାନ୍ୟ ବର୍ଷାରେ ପୋଲ ଉପରେ ୩ ଫୁଟ୍ ଉଚ୍ଚର ପାଣି

ରାୟଗଡ଼ା : ସାମାନ୍ୟ ବର୍ଷାରେ ଅସ୍ଥାୟୀ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳରେ ଯାତାୟତ ବିପଦପୂର୍ଣ୍ଣ ହୋଇପଡିଛି। ଏଭଳି ଅବସ୍ଥା ଦେଖିବାକୁ ମିଳିଛି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର କଲ୍ୟାଣୀ ନଦୀ ଉପରେ ତିଆରି ହୋଇଥିବା ଏକ ଅସ୍ଥାୟୀ ପୋଲରେ। ଦୈନନ୍ଦିନ ଯାତାୟତ ପାଇଁ ଏହି...

chasi
ଧାନ ସଂଗ୍ରହ ନ ହେବା ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

ଜୟପୁର: ମଣ୍ଡିରେ ଧାନ ସଂଗ୍ରହ ନ ହେବା ପ୍ରତିବାଦରେ ତାତିଲେ ଚାଷୀ। ଏନେଇ ଜୟପୁର କୋଟପାଡ଼ ଲ୍ୟାମ୍ପସ୍‌ ସାମ୍ନାରେ ଧାରଣା ଦେବା ସହ ରାସ୍ତାରୋକ୍ କରିଛନ୍ତି ଚାଷୀ। ଚାଷୀଙ୍କ ଶହଶହ କ୍ୱିଣ୍ଟାଲ୍ ଧାନ ଥାଇବି ଟାର୍ଗେଟ୍ ସମୟ ସରିଯାଇଥିବା କହି ଯୋଗାଣ ବିଭାଗ ଧାନ କିଣୁନଥିବା କୋଟପାଡ଼ କୃଷକ...

rahul
ରାହୁଲଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ବିହାର ପାଟନାର ଏକ କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ପକ୍ଷରୁ ଏହି ମାନହାନି ମାମଲା ଦାୟର୍ ହୋଇଥିଲା। ମାମଲାରେ ରାହୁଲ ଆଜି କୋର୍ଟରେ ହାଜର ହୋଇଥିଲୋ ମୋଦିଙ୍କୁ ଆକ୍ଷେପ କରି ରାହୁଲ ବିବାଦୀୟ...

haider
ଗ୍ୟାଙ୍ଗଷ୍ଟର୍ ହାଇଦରର ସହଯୋଗୀ ମହମ୍ମଦ ନାସିରୁଦ୍ଦିନ ଗିରଫ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର ସହଯୋଗୀ ମହମ୍ମଦ ନାସିରୁଦ୍ଦିନଙ୍କୁ ଗିରଫ କରିଛି ପୁଲିସ୍। ଚୁନା ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା। କିନ୍ତୁ ୨୦୧୪ରେ ପାରୋଲ୍‌ରେ ଆସିବା ପରେ ଫେରାର୍ ହୋଇଯାଇଥିଲା ନାସିରୁଦ୍ଦିନ୍। ସେହି ଦିନଠାରୁ ସେ ଉମର ଓସ୍କାର ଛଦ୍ମ ନାଁରେ ଲୁଚି ରହିଥିଲା।...