• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

36-750x430
ପୁରୀରେ ନାବାଳିକା ଦୁଷ୍କର୍ମ ଘଟଣା: ହେଲ୍‌ପର ଗିରଫ

ପୁରୀ:ପୁରୀ ବସ୍‌ ଭିତରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ୍ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି। ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍‌ ପୂର୍ବରୁ ଅଟକ ରଖିଥିବା ଉକ୍ତ ବସ୍‌ର ହେଲପରକୁ ଗିରଫ କରିଛି। ଗତ ରାତିରେ ଏକ ଲକ୍ଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ...

ouri
ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଜାରି ଚାଲିଛି। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଉଛି। ଏଥିପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି।  ଆଜ୍ଞାମାଳ ବିଜେ ପରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ଓ...

cbi-l
ଦେଶବ୍ୟାପୀ ୧୧୦ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: ଦେଶବ୍ୟାପୀ ୧୧୦ଟି ସ୍ଥାନରେ CBI ଚଢ଼ାଉ କରିଛି। ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସଙ୍ଗେ ଚଢ଼ାଉ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ୩୦ଟି ଭିନ୍ନ ଭିନ୍ନ ମାମଲାରେ CBI ପକ୍ଷରୁ ଏହି  ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଦୁର୍ନୀତି, ଅପରାଧିକ କାର୍ଯ୍ୟକଳାପ, ନିଶା...

05THBLAST
ଖୋଲିଲା ଗଡ଼ଚିରୋଲି ନକ୍ସଲ ହମ୍‌ଲାର ଗୁମର: ସାମିଲ୍‌ ଥିଲେ ଏହି ନେତା

ମୁମ୍ବାଇ: ୧୫ ଜଣ ପୁଲିସ୍‌ ଏବଂ ଜଣେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ମହାରାଷ୍ଟ୍ର ଗଡ଼ଚିରୋଲି ନକ୍ସଲ ହମ୍‌ଲା ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଣେ ସ୍ଥାନୀୟ ଏନ୍‌ସିପି ନେତା ଏହି ଆକ୍ରମଣର ପ୍ଲାନିଂରେ ସାମିଲ ଥିଲେ। କୈଳାସ...

bvcb
ମାଛକୁଣ୍ଡ ଜଳଭଣ୍ଡାରରେ ବଢ଼ୁଛି ଜଳ ସ୍ତର

କୋରାପୁଟ: ବର୍ଷର ପ୍ରଥମ ବର୍ଷା ଜଳରେ କୋରାପୁଟ ମାଛକୁଣ୍ଡ ଜଳଭଣ୍ଡାରରେ ଜଳ ପତ୍ତନ ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁ ବିପଦ ସଂକେତ ନିକଟରେ ପ୍ରବେଶ କରୁଛି ବନ୍ୟାଜଳ। ଜଳଭଣ୍ଡାରର ବିପଦ ସଙ୍କେତ ୨୫୯୦ ଫୁଟ୍ ହୋଇଥିବା ବେଳେ ଏବେ ଜଳସ୍ତର ୨୫୮୮.୦୮ ଫୁଟ୍ ରହିଛି। ଜଳଭଣ୍ଡାରର ୮ନଂ...

tudu
ରଥଟଣା ବେଳେ ହଟହଟା ହେଲେ ସାଂସଦ: ଚିହ୍ନି ନପାରି ରାସ୍ତା ଛାଡ଼ିଲାନି ପୁଲିସ୍

ମୟୂରଭଞ୍ଜ: ବାରିପଦା ରଥଯାତ୍ରାରେ ରଥଟଣା ବେଳେ ହଟହଟା ହେଲେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ। ଡିଉଟିରେ ଥିବା ପୁଲିସ ତାଙ୍କୁ କର୍ଡନ ଭିତରକୁ ନଛାଡ଼ିବାରୁ ସାଂସଦଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଦାୟିତ୍ୱରେ ଥିବା ପୁଲିସ୍‌ମାନେ ସାଂସଦଙ୍କୁ ଚିହ୍ନି ନପାରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ତେବେ କିଛି ଉପରିସ୍ଥ ଅଧିକାରୀ...

virat
୯ରେ ମ୍ୟାନ୍ ଇନ୍ ବ୍ଲୁ ବନାମ୍ ମ୍ୟାନ୍ ଇନ୍ ବ୍ଲାକ୍‌ ଟକ୍କର୍; କାହାର ଦମ୍‌ କେତେ ?

ଭୁବନେଶ୍ୱର: ବିଶ୍ୱକପ୍‌ ଫାଇନାଲ୍‌ ଟିକେଟ୍ ପାଇଁ ଜୁଲାଇ ୯ ତାରିଖରେ ମାଞ୍ଚେଷ୍ଟର୍‌ରେ ହେବ ମହା ମୁକାବିଲା। ପ୍ରଥମ ସେମିରେ ମ୍ୟାନ୍ ଇନ୍ ବ୍ଲୁ ବନାମ୍ ମ୍ୟାନ୍ ଇନ୍ ବ୍ଲାକ୍‌ ଟକ୍କର୍ ହେବ। ମାନେ ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ...

pratap
ବରିଷ୍ଠଙ୍କ ପାଦ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ମୟୂରଭଞ୍ଜ: ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବେତନଟୀରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।...

fdsf
କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର; କିଏ ଗୋଳିଆ କରୁଛି କର୍ଣ୍ଣାଟକ ରାଜନୀତି ?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କଂଗ୍ରେସ-ଜେଡିଏସ୍ ମେଣ୍ଟ।  ଉଭୟ ଦଳର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସୁଛି। ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ଲାଗି ବରିଷ୍ଠ ନେତା ଡି. ଶିବ କୁମାରଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ। ଆରପଟେ ଦଳ ପୁରୁଖା ଏଚ୍.ଡି. ଦେବେଗୌଡ଼ ଖୋଦ୍...