• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Indian-Railways
ଅଟକି ରହିଥିବା ରେଳ ପ୍ରକଳ୍ପର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟ କାରଣ ପାଇଁ ରାଜ୍ୟରେ ଅଟକି ରହିଛି ଏକାଧିକ ରେଳ ପ୍ରକଳ୍ପ। ଏ ନେଇ ରେଳ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

bijyaa
ପ୍ରଚାରରେ କମ୍ପୁଛି ମୈଦାନ୍; କାହାର ହେବ ପାଟକୁରା ?

କେନ୍ଦ୍ରାପଡ଼ା: ପାଟକୁରା ମହାଲଢ଼େଇକୁ ଆଉ ମାତ୍ର ୬ ଦିନ ବାକି ରହିଲା। ଏଥିପାଇଁ ପ୍ରଚାରରେ କମ୍ପୁଛି ପାଟକୁରା ନିର୍ବାଚନୀ ମୈଦାନ୍। କଳେବଳେ କୌଶଳେ ଗଡ଼ ଅକ୍ତିୟାର ପାଇଁ ଦିନରାତି ଏକ କରିଦେଇଛନ୍ତି ଦଳ। ରାଲି, ସଭା, ରୋଡ୍ ଶୋ’ ସହିତ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବି ଚାଲିଛି।...

BJD-Mps
ସାଂସଦଙ୍କୁ ପ୍ରତି ଦୁଇ ମାସର ହିସାବ ମାଗିଲେ ନବୀନ

ଭୁବନେଶ୍ୱର: କାମର ହିସାବ ଦେବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ଗାଇଡ୍‌ଲାଇନ୍। ସଂସଦକୁ ନିର୍ବାଚିତ ବିଜେଡି ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମର ହିସାବ ମାଗିଛନ୍ତି। ଅଗଷ୍ଟ ମାସଠାରୁ ପ୍ରତି ଦୁଇ ମାସରେ ଥରେ ଲିଖିତ ଭାବେ ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାସର ୧୦ ତାରିଖ ସୁଦ୍ଧା...

befunky-collage--6--jpg_710x400xt
ବି.ଏଲ୍. ସନ୍ତୋଷ ହେଲେ ବିଜେପି ଜାତୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବି.ଏଲ୍. ସନ୍ତୋଷ। ପୂର୍ବରୁ ଦଳର ଯୁଗ୍ମ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ସନ୍ତୋଷ। ତେବେ ଆଜି ତାଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଆଜିଠାରୁ...

chanayad
ଅନ୍ତରୀକ୍ଷରେ ଆଉ ଏକ ଇତିହାସ ଅପେକ୍ଷାରେ ଭାରତ

ଶ୍ରୀହରୀକୋଟା: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସରି ସରି ଆସୁଛି କାଉଣ୍ଟ ଡାଉନ୍। ଲଞ୍ଚ୍ ପ୍ୟାଡ୍‌ରେ ଅପେକ୍ଷା କରିଛି ୧୫ ମହଲା ଉଚ୍ଚ ତଥା ୬୪୦ ଟନ୍ ଓଜନର ମହାଶକ୍ତିଶାଳୀ ରକେଟ୍ ବାହୁବଳୀ। କେବଳ ଅପେକ୍ଷା ସେଇ ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଦୀର୍ଘ ୧୧ ବର୍ଷ ପରେ...

sammpti
ବିଚ୍‌ ରାସ୍ତାରେ ୩ ଜଣଙ୍କୁ ଗୋଡ଼ା ଗୋଡ଼ାଇ ହାଣିଲା ଦୁର୍ବୃତ୍ତ: ୩ ମୃତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ଟ୍ରିପଲ୍ ମର୍ଡର ହୋଇଛି। ବିଚ୍ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ମୃତକମାନେ ହେଲେ, ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏମାନେ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିବା ବେଳେ...

roy
ବିଶ୍ୱକପ୍‌ ଫାଇନାଲ୍: ୨୪୨ ରନ୍‌ର ଟାର୍ଗେଟ୍‌ ପିଛା କରୁଥିବା ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ୨୪୨ ରନ୍‌ର ଟାର୍ଗେଟ୍‌କୁ ପିଛା କରୁଥିବା ଟିମ୍‌ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଦଳର ୱପନ୍‌ର ବ୍ୟଟ୍ସମ୍ୟାନ୍‌ ଜେସନ୍‌ ରଏ ୨୦ ବଲ୍‌ରେ ୧୭ ରନ୍‌ କରି ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ଦଳ ପକ୍ଷରୁ ଜନି...

marraiafe
ଏମିତି ବିବାହ ସାରାଜୀବନ ମନେ ରହିବ

ପାଟନା: ଜଳଯାତ୍ରାରେ ବାହାରିଛନ୍ତି ନବ ବିବାହିତ ବର-କନ୍ୟା। ବିବାହ ପରେ ବର ତାର ନବବଧୁକୁ ପାଲିଙ୍କିରେ କିମ୍ବା ଗାଡ଼ିରେ ବସାଇ ନେବା କଥା, ହେଲେ ଏଠି ଟିଣ ଡ୍ରମ୍‌ ଭେଳା ବାନ୍ଧି କନିଆକୁ ଘରକୁ ନେଉଛି ବର। ଆପଣ ଭାବୁଥିବେ କେହି ଜଣେ ନିଆରା ଢଙ୍ଗରେ ବାହାଘର କରି...

oscl
ଖଟୁଛି ଶ୍ରମିକ, ଲାଭ ଉଠଉଛି ମାଲିକ; ହେଲେ ପାଉଣା ଦେଉନି

କେନ୍ଦୁଝର: କେନ୍ଦୁଝର ସ୍ଥିତ ଓ.ଏସ୍.ଆଇ.ଏଲ୍ କାରଖାନା ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମରୁ କୋଟି କୋଟି ଟଙ୍କାର ମୁନାଫା କମାଇବା ପରେ ମାଲିକ ବର୍ଷ ବର୍ଷର ପାଉଣା ଦେଉନଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଦୀର୍ଘ ଦିନର ଦରମା ନ ଦେଇ କମ୍ପାନୀକୁ ଲକ୍‌ ଆଉଟ କରିବା ପରେ ଶ୍ରମିକ ଆନ୍ଦୋଳନକୁ ଜୋରଦାର...

man tied up
ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍‌ !

ମୟୂରଭଞ୍ଜ: ନିଜେ ପଦକ୍ଷେପ ନନେଇ ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍‌। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଆସ୍କିପାଲ ଗାଁରେ। କୌଣସି କାରଣରୁ ଆସ୍କିପାଲି ଗାଁର ଜଣେ ଯୁବକ ପୋଡ଼ୋଶୀଙ୍କ ସହ ପାଟିତୁଣ୍ଡ କରିବା ସହ ଅସଭ୍ୟ ଭାଷାରେ ଗଳିଗୁଲଜ କରିଥିଲେ। ଏ ନେଇ...

923047414-GettyImages540660462_6
ଓଡ଼ିଶାର ୫ଟି ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସଂଯୁକ୍ତ ଭାବେ ଦେଶରେ ୮୨ଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରୁଛନ୍ତି କେନ୍ଦ୍ର ସରକାର। ୨ଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ୭ ହଜାର ୫୦୭ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ...

deadbody
ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ

ବାଲେଶ୍ୱର: ରାଇବଣିଆ ଥାନା ଅନ୍ତର୍ଗତ ପ୍ରସାଦଶୂଳ ଜଙ୍ଗଲରୁ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦଣକ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର କିଆଖାଳି ଗାଁର ଶଙ୍କର ବାରିକ ବୋଲି ଜଣାପଡ଼ିଛି। ସକାଳ ସମୟରେ ଗୋରୁଚରାଳିମାନେ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସକୁ ଖବର...

police
ବହୁ ଚର୍ଚ୍ଚିତ ରାଣୀ ମିଶ୍ର ହତ୍ୟା ମାମଲାର ପରଦା ହଟିଲା: ୩ ଗିରଫ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାଠୁଆଗଣ୍ଡ ଲୁଣା ଘେରି ନିକଟରେ ବହୁ ଚର୍ଚ୍ଚିତ  ରାଣି ମିଶ୍ର ହତ୍ୟା ମାମାଲାରେ ପୁଲିସ ୩ ଜଣଙ୍କୁ ଗିରଫ୍‌ କରିଛି। ରାଣୀଙ୍କ ସ୍ୱାମୀ ଅଭିଯୁକ୍ତ ରଞ୍ଜନ ରାଉତ ଓ ତାଙ୍କ ଭାଇ ବିଜୟ କୁମାର ରାଉତଙ୍କୁ ଏବଂ ସଂପର୍କୀୟ ଡେରା...

image0ad68a6d-0cd7-4b9d-8202-295d2ae84154
ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ମେଡ଼ିକାଲଗୁଡ଼ିକରେ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଛି। କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ...

elephant
ଝରେନ୍‌ ଗାଁରେ ହାତୀ ଆତଙ୍କ

ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝରେନ୍ ଗ୍ରାମରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ପ୍ରାୟ ୧୫ରୁ ୧୭ଟି ବଣୁଆ ହାତୀ ଗାଁରେ ଆତଙ୍କ ସୃଷ୍ଟି କରିବା ସହ ଘର ଦ୍ୱାର ଭାଙ୍ଗି ଦେଇଛନ୍ତି। ସୂଚନା ଅନୁସାରେ ଶନିବାର ରାତିରେ ପ୍ରାୟ ୧୭ଟି ହାତୀ ନୂଆଗାଁ ପଞ୍ଚାୟତର ଝରେନ ଗାଁକୁ...

kendujhar
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଛି। ରାତିରେ ଶୋଇଥିବାବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁରେ।  ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ସେ ଗାଁ ଶ୍ମଶାନରୁ ହାଡ଼ ଆଣି ଗୁଣିଗାରେଡ଼ି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପୂର୍ବରୁ...