• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

SABITRI AGRAWAL
'ବେଦୁବାବୁଙ୍କ ଅଧୁରା କାମକୁ ଏଭଳି ପୂରଣ କରିବି'

ଭୁବନେଶ୍ୱର: ସାରା ରାଜ୍ୟର ନଜର ରହିଥିବା ପାଟକୁରା ବିଧାନସଭା ଆଶନର ଆଜି ଫଳାଫଳ ଆସିଯାଇଛି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିମାତ କରିଛନ୍ତି। ୧୯ ରାଉଣ୍ଡ ସୁଦ୍ଧା ୧୭, ୯୨୦ ଭୋଟରେ ବିଜେଡି ଆଗୁଆ ରହିଛି। ଏହି ଅବସରରେ ସେ...

gay
ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ଏକ ବାହାଘରର ଫଟୋ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଏକ ବାହାଘରର ଫଟୋ ଟ୍ରେଣ୍ଡ କରୁଛି। ଚାରିଆଡ଼େ ଏହି ବାହାଘରକୁ ନେଇ ଜୋର୍‌ସୋର୍‌ ଚର୍ଚ୍ଚା ମଧ୍ୟ। ଏହି ବାହାଘର କୌଣସି ସେଲେବ୍ରିଟିଙ୍କର ନୁହେଁ। ଏହି ବାହାଘର ହେଉଛି ଦୁଇ ଭାରତୀୟ ଅମିତ ଶାହ ଓ ଆଦିତ୍ୟ ମଦିରାଜୁଙ୍କର। ଏହି ସମଲିଙ୍ଗୀ କପଲ୍ ପରସ୍ପରକୁ...

chnaray
ଆଜି ମହାଆକାଶକୁ ଯିବ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା: ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୨ ମହାକାଶ ଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଏହି ଉତ୍‌କ୍ଷେପଣ କରାଯିବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ରକେଟ୍‌ GSLV ମାର୍କ -3। ୬୪୦ ଟନ୍ ଓଜନର...

raman-singh
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅସୁସ୍ଥ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍‌ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Haryana: Former Chhattisgarh Chief Minister and BJP leader Raman Singh admitted...

mandiraa
ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ନିଜର ଛୁଟି ଏନ୍‌ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍‌ ହଟ୍‌ ଅନ୍ଦାଜରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରମ ଆକାଉଣ୍ଟରେ...

tt5
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ: ପୁରୁଷ ଡବଲ୍ସ ସେମିରେ ଭାରତର ଦୁଇ ଯୋଡ଼ି

କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍‌ରେ ଶରତ କମଲ-ଜି.ସାଥିଆନ୍‌ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍‌ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍‌ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍‌...

susmita
ଭାଇରାଲ୍‌ ହେଉଛି ବୟଫ୍ରେଣ୍ଡଙ୍କ ସହ ସୁସ୍ମିତାଙ୍କର ଏଇ ଫଟୋ

ମୁମ୍ୱାଇ: ନିଜର ଫିଟ୍‌ନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ । ବଲିଉଡ୍‌ର ଏହି ଅଭିନେତ୍ରୀ କେବେ ପୋଲ ଡ୍ୟାନ୍ସ୍‌ ତ କେବେ ଜିମ୍‌ରେ ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହିତ ଜିମ୍ନାଷ୍ଟିକ୍ ରିଙ୍ଗରେ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୁସ୍ମିତା, ରୋହମନ୍‌ ଓ ତାଙ୍କର...

tt4
୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ମହିଳା ସିଙ୍ଗଲ୍ସ ସେମିରେ ଭାରତର ୩ ଖେଳାଳି

କଟକ: ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ମ୍ୟାଚଗୁଡ଼ିକ ମଧ୍ୟରେ ମହିଳା ସିଙ୍ଗଲ୍ସରେ ଆହିକା ମୁଖାର୍ଜୀ, ଶ୍ରୀଜା ଅକୁଳ ଓ ମଧୁରିକା ପାଟକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଆହିକା ୪-୦ (୧୧-୬, ୧୧-୬, ୧୧-୨, ୧୧-୮)ରେ ମୌସୁମୀ ପଲ୍‌ଙ୍କୁ, ଶ୍ରୀଜା...

paan
ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ...

dharmasena
ଭୁଲ୍‌ ମାନିଲେ ଧର୍ମସେନା

କଲମ୍ବୋ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରଙ୍କ ସେହି ଗୋଟିଏ ଭୁଲ୍ ନିଷ୍ପତ୍ତି ପୂରା ମ୍ୟାଚର ରୂପରେଖ ବଦଳାଇ ଦେଇଥିଲା। ଶେଷ ଓଭରରେ ବେନ୍ ଷ୍ଟୋକ୍ସ ୨ ରନ୍ ନେବା ପାଇଁ ଦୌଡୁଥିବା ବେଳେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ’ ତାଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ଯାହା ପରେ...

धनंजय-
‘ସୁପର-୩୦’ର ଜଣେ ଛାତ୍ରଙ୍କ କାହାଣୀ: ଦୋକାନରେ କାମ କରୁଥିଲେ, ଏବେ ମାସିକ ରୋଜଗାର ଲକ୍ଷାଧିକ ଟଙ୍କା

ପାଟଣା: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନଙ୍କ ଅଭିନିତ ଫିଲ୍ମ ‘ସୁପର-୩୦’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ସଫଳ ଶିକ୍ଷାବିତ୍‌ ତଥା ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ। ଯିଏ କି ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର...

india
ୱେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ରବିବାର ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍‌, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧୱନ ମଧ୍ୟ ଟିମ୍‌କୁ...

k3v2cs2_kr-ramesh-kumar_625x300_22_July_19
ରୋଚକ ସ୍ଥିତିରେ କର୍ଣ୍ଣାଟକା ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଆଜି ପୁଣି ଆସ୍ଥା ଭୋଟ୍ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଅନ୍ୟପଟେ ଆସ୍ଥା ଭୋଟ୍ ନେଇ ସୁପ୍ରିକୋର୍ଟ୍‌ରେ ଫେରାଦ୍‌ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଅବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୃହ କାର୍ଯ୍ୟରେ ସେ ହସ୍ତକ୍ଷେପ କରିବେ...

egg
ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା !

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ। ଉକ୍ତ ଅଞ୍ଚଳରେ ଥିବା ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଛାତ୍ରମାନେ ନିର୍ଦ୍ଧିଷ୍ଟ ଏକ ଦୋକାନରୁ ଅଣ୍ଡା କିଣି ହଷ୍ଟେଲ୍‌କୁ ଫେରି...

2-178
ଯୌତୁକ ଯାତନା: ଯାଆ,ନଣନ୍ଦ ଓ ଶାଶୂ ମିଶି ନବବଧୂର ତଣ୍ଟି କାଟିଦେଲେ !

ଯାଜପୁର: ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ନିଶାରେ ଏମାନେ ଯେ କେତେ ନିଷ୍ଠୁର ହୋଇପାରନ୍ତି ତାହା କଳ୍ପନାର ବାହାରେ। ଏହି ନିଷ୍ଠୁରତାର ଆଉ ଏକ ପରିଣତି ଦେଖିବାକୁ ମିଳିଛି ଜିଲ୍ଲା ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରୁ। ଏଠାରେ ଜଣେ...