• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Mahalakshmi-Express
ବର୍ଷା ପାଣିରେ ଫସି ରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ୍‌: ଉଦ୍ଧାର ହେଲେଣି ୫୦୦ ଯାତ୍ରୀ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଅଧାବାଟରେ ଅଟକି ରହିଛି। ଟ୍ରେନ୍‌ର ଅଧା ଭାଗ ପାଣିରେ ବୁଡ଼ିଯାଇଛି। ଟ୍ରେନ୍‌ରେ ପାଖାପାଖି ୭୦୦ ଯାତ୍ରୀ ଥିବା ସେଣ୍ଟ୍ରେଲ୍‌ ରେଳବାଇର ଡିଆର୍‌ଏମ୍‌ ସୂଚନା ଦେଇଥିବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳକୁ ୮ଟି...

delhi_high_court-1
'ବନ୍ଦେ ମାତରମ'କୁ ଜାତୀୟ ସଙ୍ଗୀତ ମାନ୍ୟତା ଅବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖିପାରୁ ନାହାନ୍ତି। ଏହି ଆବେଦନ...

Karnataka-
ବାଚସ୍ପତିଙ୍କୁ ଗାଦିଚ୍ୟୁତ୍ କରିବା ପାଇଁ ପ୍ରସ୍ତାବ ଆଣିବ ଶାସକ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ୟେଦ୍ଦୁରପ୍ପା ସରକାର ଆରମ୍ଭ ହୋଇଛି। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ  ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ...

ff
ରୋହିତ ଓ ବିରାଟଙ୍କ ମଧ୍ୟରେ ଫାଟ! ଅନୁସ୍କାଙ୍କୁ ଅନ୍‌ଫଲୋ କଲେ ରୋହିତ୍

ମୁମ୍ବାଇ: ବିଶ୍ୱକପ୍‌୨୦୧୯ରେ ଭାରତର ବିଦା ହେବା ପରେ କ୍ରିକେଟ୍‌ ଟିମ୍‌ରେ ସବୁକିଛି ଠିକ୍‌ଠାକ୍‌ ଥିବା ପରି ମନେ ହେଉନାହିଁ। କୌଣସି ନା କୌଣସି କଥାକୁ ନେଇ ଖେଳାଳିମାନଙ୍କ ମଧ୍ୟରେ ମତାନ୍ତର ଥିବା ଘଟଣା ସାମ୍ନାକୁ ଆସୁଛି। ଏବେ ଟିମ୍‌ ଇଣ୍ଡିଆରେ ପୁଣି ଏକ ଗୁପ୍ତ ବିବାଦ ବିଷୟରେ ଚର୍ଚ୍ଚା...

1-3
ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”ରେ ନଜର ଆସିଲେ ଓଡ଼ିଆ ପୁଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରିଲିଜ ହୋଇଛି କଙ୍ଗନା ରଣାୱତ୍‌ ଷ୍ଟାରର୍ ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”।  କଙ୍ଗନାଙ୍କ ବ୍ୟତୀତ ଏଥିରେ ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମରେ ଅଭିନୟ କରିବା...

sniping
ଲଗାଣ ବର୍ଷାରେ ବେହାଲ୍‌ ମୁମ୍ବାଇ: ୧୧ ଫ୍ଲାଇଟ୍‌ ବାତିଲ୍, ଟ୍ରେନ୍ ଭିତରେ ଫସି ରହିଛନ୍ତି ଏକ ହଜାରରୁ ଅଧିକ ଯାତ୍ରୀ

ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ ଖରାପ ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ବିମାନବନ୍ଦରରୁ...

Yeddyurappa_PTI_12
ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର

ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି...

celebrities-l
ଭିଡ଼ ହିଂସାକୁ ନେଇ ମୁହାଁମୁହିଁ କଳାକାର ଜଗତ; ୪୯ ଚିଠିକୁ ୬୨ ଚିଠି କାଉଣ୍ଟର୍‌

ମୁମ୍ବାଇ: ମବ୍ ଲିଞ୍ଚିଂ ପ୍ରସଙ୍ଗକୁ ନେଇ ଦୁଇ ଫାଳ ହେଲା ବଲିଉଡ୍ ଓ ବୁଦ୍ଧିଜୀବୀ ମହଲ। ଲିଞ୍ଚିଂ, ଅସହିଷ୍ଣୁତା ଓ ଜୟ ଶ୍ରୀରାମ ନାଁରେ ହିଂସା ଘଟାଯାଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ସେଲିବ୍ରିଟିଙ୍କ ଖୋଲା ଚିଠି ପରେ ସେମାନଙ୍କୁ କାଉଣ୍ଟର ଲାଗି ୬୧ ଜଣ ସିନେ...

Untitled-1-5
ଭାରତୀୟ ମହିଳା ହକି ଦଳରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ରାନୀ ଏବଂ ଭାଇସ୍-କ୍ୟାପଟେନ୍ ଭାବେ ସବିତାଙ୍କୁ ଟିମରେ ରଖାଯାଇଛି। ଏହି ଇଭେଣ୍ଟ ପାଇଁ ଓଡ଼ିଶାର ଦୁଇଜଣ...

chrisgayle1802abcd
ଭାରତ ବିପକ୍ଷ ମ୍ୟାଚ୍ ପାଇଁ ୱେଷ୍ଟ ଇଣ୍ଡିଜ୍‌ ଦଳ ଘୋଷଣା, ଏହି ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ବି ସାମିଲ୍

ସେଣ୍ଟ ଜନ୍ସ: ଅଗଷ୍ଟ ୮ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପ୍ନର ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍ ଏବଂ ଅଲରାଉଣ୍ଡର କୀମୋ ପଲଙ୍କୁ...

azam-khan
ଆଜମ ଖାନ୍‌ କ୍ଷମା ମାଗିବା ଦାବି ଜୋର୍‌ ଧରିଲା

ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍‌ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍‌ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା...

AIMIM
ବିବାଦୀୟ ମନ୍ତବ୍ୟ ପାଇଁ ଅଡ଼ୁଆରେ ପଡ଼ିବା ପରେ ସଫେଇ ଦେଲେ ଆକବରୁଦ୍ଦିନ୍‌ ଓୱେସି

ହାଇଦ୍ରାବାଦ: ଏଆଇଏମ୍‌ଆଇଏମ୍‌ ବିଧାୟକ ଆକବରୁଦ୍ଦିନ୍‌ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ...

bijaya naveen
ପାଟକୁରା ଫଳାଫଳକୁ ନେଇ ନବୀନଙ୍କୁ ଏମିତି କହିଲେ ବିଜୟ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଓ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସରକାର ‘କିଲ୍ ବିଜୟ’ ନାମରେ ଯେଉଁ ସବୁଠୁ ବଡ଼ ଯୋଜନା କରିଥିଲେ ତାହା ସଫଳ ହୋଇଥିବା କହି କଟାକ୍ଷ କରିବା ସହିତ ବିଜେଡିକୁ...

vv
JNU ପଢୁଆ ଝିଅର ଚେଷ୍ଟାରୁ ଖୋଲିଲା ମା' ହତ୍ୟା ରହସ୍ୟ; ୮ ବର୍ଷ ପରେ ମାଟିତଳୁ ବାହାର କଲେ ଦେହାବଶେଷ

ସମ୍ୱଲପୁର (ସଞ୍ଜୟ ଜେନା): ବାହାଘର କାର୍ଡ ବାଣ୍ଟିବାକୁ ଯାଇ ମାଆ ନିଖୋଜ ହୋଇଯାଇଥିଲେ। ଆଉ ଏପଟେ ମାଆକୁ ଖୋଜୁଥିଲା ଝିଅ। ପୁଲିସ ପାଖରେ ଏତଲା ଦେବାକୁ ଯାଇ ବିଜୟିନୀ ମିଶ୍ରଙ୍କୁ ନାନା ଅପବାଦ ଶୁଣିବାକୁ ମଧ୍ୟ ପଡ଼ିଥିଲା। କିନ୍ତୁ ସେ ହାର ମାନିନଥିଲେ। ଅନ୍ୟାୟ ଓ ଅପବାଦ ବିରୋଧରେ...