• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

patkura
ଶପଥ ନେଲେ ପାଟକୁରା ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ୍

ଭୁବନେଶ୍ୱର: ବିଧାନସଭା ସଦସ୍ୟ ଭାବେ ଶପଥ ନେଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ସାବିତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ବିଜେଡିର ବହୁ ମହିଳା ବିଧାୟକଙ୍କ ସହ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ।...

w
ବର୍ଷାରେ ବେହାଲ ପୁରୀ: ବଡ଼ଦାଣ୍ଡରେ ସମୁଦ୍ରର ଭ୍ରମ

ପୁରୀ: ବର୍ଷାରେ ବେହାଲ ପୁରୀ ସହର। ବଡ଼ଦାଣ୍ଡ, ଭିଆଇପି ରୋଡ ସମେତ ବିଭିନ୍ନ ସାହି ବସ୍ତିରେ ଖାଲି ପାଣି ଆଉ ପାଣି। ବିଶେଷ କରି ଲଘୁଚାପ ଜନିତ ବର୍ଷାରେ ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ସମୟରେ ମେଡିକାଲ ଛକ,...

sarathi
କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ

କଟକ: କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ। ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯିବ ବୋଲି ଏଡିଜି କ୍ରାଇମବ୍ରାଞ୍ଚ ସୁଚନା ଦେଇଛନ୍ତି। ବେଲବଣ୍ଡରେ ରହିଥିବା ସର୍ତ୍ତ ଅନୁଯାୟୀ, ଯଦି ସେ ତାର ବିରୁଦ୍ଧାଚରଣ କରନ୍ତି, ତାହେଲେ ତଦନ୍ତକାରୀ ଅଫିସର କୋର୍ଟର ଆଶ୍ରୟ ନେଇ ପରବର୍ତ୍ତୀ ପଦକ୍ଷେପ ପାଇଁ ଆଗକୁ...

save
ଲାଞ୍ଚୁଆ ପୁଲିସ୍‌ ବାବୁଙ୍କୁ ସସ୍‌ପେଣ୍ଡ କଲେ ଡିଜିପି

ମାଲକାନଗିରି: ସସ୍‌ପେଣ୍ଡ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ଆଇଆଇସି ରଞ୍ଜନ ସାହୁ। ପୁଲିସ ଡିଜି ଆଇଆଇସି ରଞ୍ଜନଙ୍କୁ ସସ୍‌ପେଣ୍ଡ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ ପୁଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।  IIC ରଞ୍ଜନ ସାହୁ, SI ମାନସ ରଞ୍ଜନ ଓ ସୁନିଲ...

jj
ବାବୁ ଚାକିରି ଦିଅ ନହେଲେ ରାସ୍ତା ଛାଡ଼ିବୁନି

କୋରାପୁଟ: କୋଡିଙ୍ଗାମାଳିରେ ଖଣି ଖନନକୁ ବିରୋଧ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ଏହାକୁ ଖାତିର ନକରି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ଫଳରେ ଯାନବାହନ...

drown
କେନାଲରେ ହାତ ଧୋଇବାକୁ ଯାଇଥିଲେ ଦୁଇ ଛାତ୍ର, ଭାସିଗଲେ

ସୋର (ଶଶିକାନ୍ତ ବେହେରା): ମଧ୍ୟାହ୍ନ ଭୋଜନ ଖାଇ କେନାଲ୍‌ରେ ହାତ ଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲରେ ଘଟିଛି। ଏହି ଖବର ପ୍ରଚାର ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ...

444455555
ମହାପ୍ରଭୁଙ୍କ ରଥ ଭାଙ୍ଗିବାକୁ ୧୨ ଦିନ ଲାଗିବ

ପୁରୀ: ପରମ୍ପରା ମୁତାବକ ଆଜିଠୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ। ପ୍ରଥମେ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛିା ଏହାପରେ ଅନ୍ୟ ଦୁଇ ରଥ ତାଳଧ୍ୱଜ ଏବଂ ନନ୍ଦିଘୋଷକୁ ମଧ୍ୟ ଭଙ୍ଗାଯିବ। ପ୍ରାୟ ୧୨ ଦିନ ମଧ୍ୟରେ ଏହି କାର୍ଯ୍ୟ ସରିବ। ରଥରେ ଥିବା ଆସନ,...

image-1548251684438000-1uh4vx18yg
ମହାପ୍ରସାଦରେ ବିଷ ଦେଇ ନରସଂହାର କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ

ମୁମ୍ବାଇ: ମୁମ୍ବାରାଠାରୁ ଗିରଫ ହୋଇଥିବା ୧୦ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମହାରାଷ୍ଟ୍ର ଏଟିଏସ୍‌ ହାତରେ ଲାଗିଛି। ଏହି ୧୦ ଆତଙ୍କୀଙ୍କୁ ଚଳିତ ବର୍ଷ ଜାନୁଆରୀମାନେ ମୁମ୍ବାରାରୁ ଗିରଫ କରାଯାଇଥିଲା। ଏବେ ଏଟିଏସ୍‌ ଏହାର ତଦନ୍ତ କରି ଚାର୍ଜଶିଟ୍‌ ପ୍ରସ୍ତୁତ କରିଛି। ଚାର୍ଜଶିଟ୍‌ ଅନୁଯାୟୀ, ଆତଙ୍କବାଦୀମାନେ ମୁମ୍ବାରା ଠାରେ...

esd
ସତ ମାନିବା ପରେ ପାକିସ୍ତାନକୁ ତାଗିଦ୍‌ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଇସ୍‌ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଇମ୍ରାନ୍‌ଙ୍କ ଏହି ସ୍ୱୀକାରୋକ୍ତିକୁ ନେଇ ଆଜି ଭାରତ ସରକାର ପାକିସ୍ତାନ ଉପରେ ପଞ୍ଝା କଷିଛନ୍ତି। ଆତଙ୍କବାଦୀଙ୍କ ଉପରେ ଏବେଠାରୁ ହିଁ ଇମ୍ରାନ୍‌ ସରକାର କାର୍ଯ୍ୟାନୁଷ୍ଠାନ ନେବା...

r-3
କର୍ଣ୍ଣାଟକା ରାଜନୀତି ସଂକଟ: ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ବେଙ୍ଗାଲୁରୁ: ଆସ୍ଥା ଭୋଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରାସ୍ତ ହେବାର ୨ ଦିନ ପରେ ଆଜି ବାଚସ୍ପତି କେଏମ ରମେଶ କୁମାର ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିବା ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୩ ଜଣ ଯାକ ବିଧାୟକ କଂଗ୍ରେସ...

school
ଗଣଶିକ୍ଷା ମନ୍ତ୍ରୀଙ୍କ ଅଚନାକ ସ୍କୁଲ ପରିଦର୍ଶନ

ଭୁବନେଶ୍ୱର: ଅଚନାକ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲକୁ ଅନାଚକ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ସିଧା ଶ୍ରେଣୀଗୃହକୁ ଯାଇ ପାଠ ପଢ଼ା ସଂପର୍କରେ ଛାତ୍ରୀଙ୍କୁ ପଚାରି ବୁଝିଛନ୍ତି। ସ୍କୁଲରେ ସବୁ ଠିକ୍‌ଠାକ୍ ଅଛି...

Knife+armed+robbery
ଯୁବକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର: ସମ୍ବଲପୁର ଫାଟକ ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଜଗନ୍ନାଥ କଲୋନୀର ସନ୍ତୋଷ ପଟ୍ଟନାୟକ। ସକାଳୁ ଦୋକାନକୁ ଯାଉଥିବା ବେଳେ ବିଚ୍ ରାସ୍ତାରେ ଏକାଧିକ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା...

4f-1-750x430
ଡ୍ରେନ୍‌ ପାଣିରେ ଭାସିଯାଇ ବୃଦ୍ଧାଙ୍କ ମୃତ୍ୟୁ

ଭୁବନେଶ୍ୱର: ଜୟଦେବ ବିହାର ଅଞ୍ଚଳରେ ଡ୍ରେନରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏକାମ୍ର ଭିଲ୍ଲା ଛକରେ ଏଭଳି ଘଟିଛି। ମୃତକ ହେଲେ ସାଲିଆସାହି ଆଦିବାସୀ ଗାଁର ଟି.ଆକାମା। ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଭିଆଇପି ରୋଡ୍‌ରେ ରାସ୍ତାରୋକ୍ କରିବା ସହ...