ଖୋର୍ଦ୍ଧା: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ। ନୟାଗଡ଼ ଟାଉନ ଷ୍ଟେସନ ଠାରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିଲୋମିଟର ନବନିର୍ମିତ ରେଳ ଲାଇନ ଉପରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ୍ ଗଡ଼ିଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ନୟାଗଡ଼ରୁ ବଗି ସହ ଏକ...
ଭୁବନେଶ୍ୱର: ଆଜି ଜେଲ୍ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। ଏଥିପାଇଁ କେନ୍ଦ୍ରାପଡ଼ା SDJM କୋର୍ଟରେ ସାରଥୀଙ୍କ ପକ୍ଷରୁ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ...
ସୁନ୍ଦରଗଡ଼: ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି। କିନ୍ତୁ ବର୍ଷାର ଦେଖା ନାହିଁ। ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ। ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତଥା ଏହାର ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭଲ ବର୍ଷା ଓ ଭଲ...
ଭୁବନେଶ୍ୱର: ଆଜି ବିଧାନସଭାରେ ଜଳ ସଂପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା...
ଭୁବନେଶ୍ୱର: ଆଜି ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲଚୋନା ହୋଇପାରେ। ଅନୁଗୋଳରେ ନାବାଳିକା ଦୁଷ୍କର୍ମ ଓ ଭବନୀପାଟଣାସ୍ଥିତ ଏକ ଆଶ୍ରୟ ଗୃହରେ ନାବାଳିକାକୁ ନିର୍ଯାତନା, ଗତ ୪ବର୍ଷ ମଧ୍ୟରେ ୬ହଜାରରୁ ଅଧିକ ପିଲା ନିଖୋଜ ଆଦି ପ୍ରସଙ୍ଗ ଉଠିପାରେ। ତେଣୁ ଏସବୁ ପ୍ରସଙ୍ଗ ନେଇ ଆଜି ଗୃହ ବେଶ୍...
କଟକ: କଟକରେ ଆୟୋଜିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ର ଆଜି ଫାଇନାଲ ମ୍ୟାଚ୍। ସମସ୍ତ ଇଭେଣ୍ଟର ଆଜି ଫାଇନାଲ ମ୍ୟାଚ ଖେଳାଯିବ। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲିର ଏକ ମ୍ୟାଚରେ ପୁଣି ଭାରତକୁ ସଫଳତା ମିଳିଛି।...
ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ମରୁଡ଼ି ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ବେଶ୍ ସରଗରମ ହୋଇଛି। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ୧୫ ଜିଲ୍ଲାରେ ବର୍ଷା ଠିକ୍ ଭାବେ ହୋଇନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିଭଳି ରାଜ୍ୟରେ ମେଗା...
ଖୋର୍ଦ୍ଧା: କାର୍ଗିଲ୍ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ସହିଦଙ୍କ ମନେ ପକାଇଛି ପାଇକ ଭୂମି ଖୋର୍ଦ୍ଧା ଜିଲ୍ଲା। ଏଥିପାଇଁ ଜିଲ୍ଲାର ବାଲୁଗାଁ କଲେଜ୍ ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜିତ ହୋଇଛି। ଭାରତୀୟ ନୌସେନା ଚିଲିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଥିବା ବେଳେ ଏଥିରେ...
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି...
ନୂଆଦିଲ୍ଲୀ: ରେଳ ଷ୍ଟେସନ ଓ ଟ୍ରେନ୍ ବଗି ଭିତରେ ଫଡ଼ିଥିବା ଖାଲି ପ୍ଲାଷ୍ଟିକ୍ ବୋତଲ ଏବେ ଆପଣଙ୍କ ପକେଟରେ ଟଙ୍କା ଭର୍ତ୍ତି କରିବ। ତେଣୁ ଯଦି ଖାଲି ପ୍ଲାଷ୍ଟିକ୍ ବୋତଲ ଦେଖୁଛନ୍ତି ତେବେ ତୁରନ୍ତ ଆଣି ଜମା କରନ୍ତୁ। ଭାରତୀୟ ରେଳ ବିଭାଗ ପକ୍ଷରୁ ଏପରି ସୁବିଧା ଉପଲବ୍ଧ...
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଦେଖା ଦେଇଥିବା ଅସ୍ଥିରତା ଶେଷ ରେଜଲ୍ଟ କଣ ହେବା ତାହା ଆଜି ସ୍ପଷ୍ଟ ହୋଇପାରେ। କାରଣ ଆଜି ଗୃହରେ ଆସ୍ଥା ଭୋଟ ହେବ ବୋଲି ସୂଚନା ରହିଛି। ଆସ୍ଥା ଭୋଟ ଆଜି କରାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ ଏଚ୍ ଲାଗେଶ...