• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

cow
ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର୍: ୫ ଗୋରୁ ମୃତ

ଯାଜପୁର: ଧର୍ମଶାଳା ଥାନା ଜାତୀୟ ରାଜପଥର ରଥିଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଏକ ଗୋରୁ ବୋଝେଇ କଣ୍ଟେନର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କିଛି ଗୋରୁ ଚାପି ହୋଇ ରହିଛନ୍ତି। ବେଆଇନ ଭାବେ ୪୫ଟି ଗୋରୁ ନେଇ କଣ୍ଟେନର୍‌ଟି...

hrt
ଚାକିରି ଦାବିରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସମ୍ବଲପୁର: ଶତ ପ୍ରତିଶତ ନିଯୁକ୍ତି ଦାବିରେ ସମ୍ବଲପୁର ଚିପିଲିମାର ଓୟୁଏଟି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇଛନ୍ତି। ଚାକିରି ଦାବି କରି ଓୟୁଏଟିର ଉଦ୍ୟାନକୃଷି ବିଭାଗର ଛାତ୍ରଛାତ୍ରୀ ତଥା ବିଭାଗର ପୁରାତନ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବା...

Bipin-Rawat_380_PTI
ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ୍। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୟାନ ଉପରେ କ୍ରୋଧ ପ୍ରକାଶ କରି ପାକିସ୍ତାନ ମୁଖା ଖୋଲିଛନ୍ତି ବିପିନ। ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହିଁ ହାତ ରହିଛି। ଏନେଇ ଭାରତ ପକ୍ଷରୁ ଯଥେଷ୍ଟ ପ୍ରମାଣ ପ୍ରଦାନ କରାଯାଇଛି।...

farmer
ବିଭିନ୍ନ ଦାବି ନେଇ ଚାଷୀଙ୍କ ପଦଯାତ୍ରା

କଳାହାଣ୍ଡି: ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀମାନେ ପଦଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶହ ଶହ ଚାଷୀ ଏକାଠି ହୋଇ ପଦଯାତ୍ରାରେ ପ୍ରାୟ ୨୫ କିଲୋମିଟର ରାସ୍ତା ଆସିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବେ। ଏଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଆଗରେ ବିଭିନ୍ନ...

pk
ବାଚସ୍ପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ଆଜମ୍‌ ଖାନ୍‌

ଲକ୍ଷ୍ନୌ: ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସୁଥିବା ରାମପୁର ସମାଜବାଦୀ ସାଂସଦ ଆଜମ ଖାନ୍ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ୍। ଲୋକସଭାରେ ଟ୍ରିପଲ ତକାଲ ବିଲ୍‌କୁ ନେଇ ତର୍କ ଚାଲିଥିବା ବେଳେ ବାଚସ୍ପତିଙ୍କ ଚୌକିରେ...

maoist
ଲାଲ୍‌ ବାହିନୀଙ୍କ ଟାର୍ଗେଟ୍‌ରେ ଠିକାଦାର

କଳାହାଣ୍ଡି: ମାଓବାଦୀଙ୍କ ଟାର୍ଗେଟରେ ଏବେ ଠିକାଦାର। ଦୁଇ ଦିନରେ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ମାଓବାଦୀ। ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା କରିବା ପରେ ପୁଣି ସେଇ ରାତିରେ ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ଥାନା ବାବୁପଦର...

bidyalaya
ସ୍କୁଲ୍‌ରେ ପାଠ ପଢ଼ାଇଲେ ଜିଲ୍ଲାପାଳ

ସମ୍ବଲପୁର: ଶ୍ରେଷ୍ଠ ପ୍ରଶାସକର ଚାକିରି କରି କାହିଁକି କେଜାଣି ଥରୁଟେ ଶିକ୍ଷକ ହେବାକୁ ମନହେଲା। ପିଲାଙ୍କୁ ପାଠ ପଢ଼ାଇବାକୁ ସ୍କୁଲ୍‌ ଚାଲି ଆସିଲେ ଜିଲ୍ଲାପାଳ। ସ୍କୁଲ୍‌ ପିଲାଙ୍କୁ ପାଠ ବି ପଢ଼ାଇଲେ। ପର୍ଯ୍ୟଟନ ସ୍ଥଳ ବି ବୁଲାଇଲେ। ଆମେ କହୁଛୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଶୁଭମ୍‌ ସକ୍ସେନାଙ୍କ କଥା।...