ରାଉରକେଲା: ବିଶ୍ୱକପ୍ କ୍ରିକେଟ୍ ବେଟିଂ ଅଭିଯୋଗର ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିବାକୁ ପ୍ରତିବାଦ କରି ଧାରଣା ଦେଲେ ଓକିଲା। କୋର୍ଟ ବନ୍ଦ ଥିବା ସତ୍ତ୍ୱେ ଅଭିଯୁକ୍ତିଙ୍କୁ କେମିତି ଯାମିନ୍ ମିଳିଲା ବୋଲି ପ୍ରଶ୍ନ କରିବା ସହିତ ରାଉରକେଲା ବାର ଆସୋସିଏସନର ସଦସ୍ୟମାନେ ଆଜି ଏସ୍ଡିଜେଏମ୍ କୋର୍ଟ ଆଗରେ ଧାରଣା ଦେଇଛନ୍ତି। ଫଳରେ...
ମୁମ୍ବାଇ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋଶାଲ୍ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ତାଙ୍କ ଅଭିନୟକୁ ନେଇ ସେ ପ୍ରଶଂସା ସାଉଁଟନ୍ତି ତ କେତେବେଳେ ମଜାମସ୍ତି କରି ଟ୍ରଲ୍ର ଶିକାର ହୁଅନ୍ତି। ଏବେ ପୁଣିଥରେ ଦେଶୀ ଗର୍ଲ କିଛି ଏମିତି କାରନାମା କରିଛନ୍ତି ଯାହାକୁ ନେଇ...
କେନ୍ଦୁଝର: ଦିନକୁ ଦିନ ସତର୍କ ହେଉଛନ୍ତି ସାଧାରଣ ଜନତା। ଲାଞ୍ଚୁଆ ଅଫିସର୍ଙ୍କ ଖୋଇ ଛଡ଼େଇବାକୁ ଜାଲ ବିଛେଇ ତୟାର ରହୁଛି ଭିଜିଲାନ୍ସ। ଏବେ ପୁଣି ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ବିଭୁତିଭୂଷଣ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ...
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍କିପର୍ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ୍ ସିରିଜ୍ରେ ଖେଳିବାକୁ ନିଜେ ମନା କରିବା ପରେ ନୂଆ ଟିମ୍ରୁ ତାଙ୍କୁ ବାଦ୍ ଦିଆଯାଇଛି। ଧୋନି ଏବେ ୨ ମାସର ଛୁଟି ନେଇଛନ୍ତି। ଏହି ଛୁଟିରେ ସେ ଭାରତୀୟ ସେନାବାହିନୀରେ ଯୋଗ...
ଢେଙ୍କାନାଳ: ନିଶ୍ଚିତ ରେଳ ଦୁର୍ଘଟଣାରୁ ବର୍ତ୍ତିଗଲେ ହାତୀ ପଲ। ଡ୍ରାଇଭର୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ୨୦ ଟି ହାତୀଙ୍କର ଜୀବନ ବଞ୍ଚିଯାଇଛି। ଏଥିପାଇଁ ଡ୍ରାଇଭର୍ଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଖବର ଅନୁସାରେ, ଗତକାଲି ୨୦ଟି ହାତୀ ଥିବା ଏକ ହାତୀ ପଲ ଆଠଗଡ଼ ବନଖଣ୍ଡ...
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା। ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିଶାଖୋର ହେଉଛନ୍ତି। ଆଉ ଏଥିପାଇଁ ଅପରାଧ ବି ବୃଦ୍ଧି ପାଉଛି। ନିଯୁକ୍ତି ଏବଂ ବେକାରୀ ସମସ୍ୟା ପ୍ରସଙ୍ଗରେ ଆଜି ଗୃହରେ ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଉଭୟ କଂଗ୍ରେସ...
କଟକ: ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ହତ୍ୟା କରି କଟକବାସୀଙ୍କ ନିଦ ହଜାଇଦେଇଥିବା ସନ୍ଦିଗ୍ଧ ସାଇକୋ କିଲର୍କୁ ନେଇ ନାକେଦମ୍ ହେଲାଣି କମିଶନରେଟ୍ ପୁଲିସ୍। କିଏ ସେହି ସିରିୟଲ୍ କିଲର୍ ? କାହିଁକି ସେ ଭିଆଇଛି ଲୋମଟାଙ୍କୁରା ଅପରାଧ ? ନରହନ୍ତାଙ୍କୁ ସହରର ଗଳିକନ୍ଦିରେ ଖୋଜୁଛି ପୁଲିସ।...
ଭୁବନେଶ୍ୱର: ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ଶୁଖିଲା ରହିବ। ହେଲେ ଆସନ୍ତା ୨୪ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢ଼ିବ...