କେନ୍ଦୁଝର: ପୁଣି ଅନ୍ଧବିଶ୍ୱାସରୁ ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ କେନ୍ଦୁଝର ବାଂଶପାଳ ଅଞ୍ଚଳରେ କକା ପୁତୁରାକୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କଲଣ୍ଡା ଗାଁର ରାଜେନ୍ଦ୍ର ଦେହୁରୀ। ଅଭିଯୋଗ ଅନୁସାରେ, ରାଜେନ୍ଦ୍ର ଓ ତାଙ୍କ କକା ପାଉ ଦେହୁରୀ ଆଜି ମଧ୍ୟାହ୍ନରେ ସାଙ୍ଗ...
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁପର୍ ଥାର୍ଟି ପ୍ରୋଗ୍ରାମ୍ର ପ୍ରତିଷ୍ଠାତା ତଥା ଅନେକ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଆନନ୍ଦ କୁମାର। ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର୍ ଥାର୍ଟିର ପ୍ରମୋଶନ୍ ପାଇଁ ଆଜି ଭୁବନେଶ୍ୱର ସିନେମା ହଲ୍ କେଶରୀ ଟକିଜ୍କୁ ଆସିଥିଲେ ପାଟନାର ଏହି ଗଣିତଜ୍ଞ...
କଳାହାଣ୍ଡି: ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ହିଂସାକାଣ୍ଡ ଘଟିଛି। ନାଏବ ସରପଞ୍ଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ହାଟ ମଝିରେ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଆସି ରାଜେନ୍ଦ୍ରଙ୍କ ଉପରକୁ ୪ଟି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ରାଜେନ୍ଦ୍ର...
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ଘଟଣା। ଗତ ୪ ବର୍ଷରେ ସାଢ଼େ ୬ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଅଧାରୁ କମ୍ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରଖିଥିବା ଏହି...
ରାୟଗଡ଼ା: ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି ପାନୀୟ ଦଳ ସମସ୍ୟା ଦେଖା ଦେଉଥିଲେ ମଧ୍ୟ ଏନେଇ କୌଣସି ଅଧିକାରୀ ନଶୁଣିବାରୁ ନିରାଶ ହୋଇ ରାୟଗଡ଼ା RWSS ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଲେଲିବାଡ଼ି ଗାଁ ଲୋକେ। ଗାଁର ଶତାଧିକ...
କେନ୍ଦ୍ରାପଡ଼ା: ପାଟକୁରା ମତଦାନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛି ବିଜେଡି। ଏନେଇ ଦଳର ୮ଜଣ ମହିଳା ବିଧାୟକ ଆଜି ପୁଲିସ୍ ଡିଜି ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ପାଟକୁରାର ୫୬ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ସେଠାରେ ଅଧିକ ପୁଲିସ୍ ଫୋର୍ସ...
ରାଉରକେଲା: ସିଭିଲ୍ ଟାଉନସିପରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏକ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। କର୍ମଚାରୀ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିରେ ଆସୁଥିବା ବେଳେ ରାସ୍ତାରେ ଲୁଟେରାମାନେ ତାଙ୍କୁ ଅଟକାଇ ମରାଧରା କରିବା...
ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମର ପୁତୁରା ରିଜୱାନ କାସକରକୁ ମୁମ୍ବାଇ ପୁଲିସ୍ ଗିରଫ କରିଛି। ସେ ବୁଧବାର ରାତିରେ ଭାରତରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ତାକୁ ଧରିବାରେ ସକ୍ଷମ ହୋଇଥିଲା। ତା’ ନାଁରେ...
କୋଲକାତା: ବିଜେପି ନେତ୍ରୀ ଇସରତ ଜାହାନ ଜଣେ ମୁସଲିମ। ହେଲେ ସେ ହିଜାବ ପରିଧାନ କରି ଏକ ହିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ଇସରତଙ୍କୁ ବାରମ୍ବାର ଧମକ ମିଳିଛି। ଏଥିସହ ତାଙ୍କୁ ଘର ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୬ରେ...
ପୁରୀ: ବାତ୍ୟା ଫୋନିର ଅଢ଼େଇ ମାସ ବିତିଗଲାଣି ତଥାପି କମିନି ଦୁର୍ଦ୍ଦଶା, ବଦଳିନି ପ୍ରଭାବିତ ଅଞ୍ଚଳଗୁଡ଼ିକର ଦୃଶ୍ୟ। ଆମେ ଆଜି ଆପଣଙ୍କୁ କହୁଛୁ ପୁରୀ ଜିଲ୍ଲା ବ୍ରହ୍ମଗିରିର ଭୁବନପୁର ଭୋଇ ସାହିର କଥା। ଏଠାରେ ୬୦ଟି ପରିବାରର ଘର ଭାଙ୍ଗି ଯାଇଛି। ଉଜୁଡ଼ା ଘର ସଜାଡ଼ିବାକୁ ଅର୍ଥାଭାବ ଥିବାରୁ...
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକ୍ଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ବ୍ୟାନ୍ ହୋଇପାରନ୍ତି। ସୂଚନାଯୋଗ୍ୟ, ଆର୍ଏସ୍ଏସ୍ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ...
ନୂଆଦିଲ୍ଲୀ: ବନ୍ୟା ଯୋଗୁ ଆସାମର ସ୍ଥିତି ଖରାପ ହୋଇଥିବା ବେଳେ ଏଥିରୁ ଜାତୀୟ ଉଦ୍ୟାନ ‘କାଜିରଙ୍ଗା’ ବି ବର୍ତ୍ତିପାରିନି। ଅତ୍ୟଧିକ ବର୍ଷା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିଯାଇଛି। ତେଣୁ ଉଦ୍ୟାନରେ ଥିବା ପଶୁମାନେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ସୁରକ୍ଷିତ...
ବରଗଡ଼: ମୃତ୍ୟୁର ୩ ମାସ ପରେ ମାଟି ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ। ଅଭିଯୋଗ ଅନୁସାରେ ଗତ ଏପ୍ରିଲ୍ ୧୮ ତାରିଖରେ ଗାଁରେ ଉଦୟ ତାଣ୍ଡି ନାମକ ଜଣେ ବ୍ୟକ୍ତି...