ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ‘ମନ କି ବାତ୍’ ଜରିଆରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଚନ୍ଦ୍ରଯାନ-୨ର ସଫଳତା ପାଇଁ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି। ଆମ ବୈଜ୍ଞାନିକ ବିଶ୍ୱସ୍ତରୀୟ ଏବଂ ସେମାନଙ୍କ ପାଇଁ ଦେଶବାସୀ ଗର୍ବିତ। ଏହି ମିଶନ...
ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା ଆସନ୍ତାକାଲି କର୍ଣ୍ଣାଟକରେ ଆସ୍ଥା ଭୋଟ ଲୋଡ଼ିବେ। କିନ୍ତୁ ତା’ ପୂର୍ବରୁ ଏକ ନାଟକୀୟ ଘଟଣା କ୍ରମରେ ବାଚସ୍ପତି କେ. ଆର. ରମେଶ ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଯେଉଁଥିରେ ଜେଡିଏସର ୩ ଏବଂ କଂଗ୍ରେସର ୧୧ଜଣ ବିଧାୟକ ରହିଛନ୍ତି।...
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ରାହୁଲ ବୋଷ ନିକଟରେ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଚଣ୍ଡିଗଡର ଅବକାରୀ ଓ କର ବିଭାଗ ଏହି ଜୋରିମାନା ଲଗାଇଛି। ସିଜିଏସଟିର...
ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ...
ମୁମ୍ବାଇ: ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିବ। ବିଶେଷକରି ମୁମ୍ବାଇ, ନଭି ମୁମ୍ବାଇ ଓ ଥାନେ ଅଂଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ଲୋକମାନଙ୍କୁ...
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି ଜଣେ ଯୁବଲେଖିକା
ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ...
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା...
ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍-୨’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ...
ନୂଆଦିଲ୍ଲୀ: ଡକ୍ଟର କଲାମ୍, ଏପିଜେ ଅବ୍ଦୁଲ କଲାମ ବା ‘ଭାରତର ମିସାଇଲ ମ୍ୟାନ୍’ ଅବୁଲ ପାକିର ଜୈନୁଲାବ୍ଦୀନ୍ ଅବ୍ଦୁଲ କଲାମଙ୍କର ୨୭ ଜୁଲାଇ ଥିଲା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପିଲାଠାରୁ ବୁଢ଼ା, ଜାତି ଧର୍ମ ଏବଂ ରାଜନୀତିକ ବିଚାର ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାଙ୍କୁ ମନେ...
ଶ୍ରୀନଗର: ଆଜି ସକାଳେ ଶୋପିଆନ୍ ଅଞ୍ଚଳର ବୋନା ବଜାରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନର ଆତଙ୍କବାଦୀ...
ଭୋପାଳ: ପିଲା ଚୋର ଭାବି ଜଣେ କଂଗ୍ରେସ ନେତାଙ୍କୁ ଲୋକେ ପିଟିଛନ୍ତି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁରେ। ପିଲାଚୋର ଗ୍ୟାଙ୍ଗ୍ ମାତିଥିବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକମାନେ ଏପରି କରିଥିବା ସୂଚନା ମିଳିଛି। ଗାଁ ଲୋକଙ୍କୁ ଖବର ମିଳିଥିଲା ଯେ ପିଲା...
ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା...
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି ଜିଓ। ମାତ୍ର ତିନି ବର୍ଷରୁ କମ୍ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବାର ସକ୍ଷମ ହୋଇଛି। ଏଥିସହିତ ଭୋଡାଫୋନ ଆଇଡ଼ିଆ କୁ ପଛରେ ପକାଇ ଦେଶର...
ମୁମ୍ବାଇ: ଛୋଟ ପରଦାରେ ଧମାଲ ମଚାଇଥିବା ଶୋ’ ‘ବାଲିକା ବଧୂ’ର ଆକ୍ଟର ଅଭିନାଶ ମୁଖର୍ଜୀ ଉର୍ଫ ଜଗଦିଶ୍ ଆଜିକାଲି ବେଶ୍ ଖୁସି ଅଛନ୍ତି। କାରଣ ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ନାୟିକା ମିଳି ସାରିଛନ୍ତି। ଜଗଦିଶ୍ ଉର୍ଫ ଜଗ୍ୟା ଏବେ ପ୍ରେମରେ ପଡ଼ି ଯାଇଛନ୍ତି। ନା ନା, ଆମେ କୌଣସି ରିଲ୍...
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଯୋଗ ଗୁରୁ ରାମଦେବଙ୍କର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଆଲୋଚନା ହେଉଛି ଯେ, ବାବା ରାମଦେବ ଜର୍ମାନୀରେ ନିଜର ଆଣ୍ଠୁ ଅପରେଶନ କରାଇଛନ୍ତି। ତେଣୁ ନିଜେ ସ୍ୱଦେଶୀ ଦ୍ରବ୍ୟ ଆପଣେଇବାକୁ ସ୍ଲୋଗାନ ଦେଉଥିବା ବାବା...