ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଅଡ଼ୁଆ ବଢ଼ିଛି। ବହୁଚର୍ଚ୍ଚିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ରହିଥିବା ଅଭିଯୋଗର ପୁଣିଥରେ ତଦନ୍ତ କରିବାକୁ ଏସ୍ଆଇଟି ନିଷ୍ପତ୍ତି ନେଇଛି। ଅର୍ଥାତ ତଦନ୍ତ ବେଳେ ଏସ୍ଆଇଟି କମଲନାଥଙ୍କୁ ଜେରା ମଧ୍ୟ କରିପାରିବ। ୧୯୮୪ରେ ତତ୍କାଳୀନ...
ଆହ୍ଲାବାଦ: ଆସାମର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ସୁଇସାଇଡ୍ ନୋଟ୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆତ୍ମହତ୍ୟା କରିଥିବା ବିଜନ ଦାସ ନିଜର ୫ ପୃଷ୍ଠା ସମ୍ବଳିତ ସୁଇସାଇଡ୍ ନୋଟରେ...
ଜେନିଭା: ଜମ୍ମୁ-କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସେବେଠାରୁ କାଶ୍ମୀରରେ ଜାରି ରହିଥିବା କଟକଣା ଇତି ମଧ୍ୟରେ ୩୫ ଦିନରେ ପହଞ୍ଚିଛି। କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦାବି କରୁଥିଲେ ହେଁ ଏବେ ଧୀରେଧୀରେ ଅନ୍ତର୍ଜାତୀୟ ସମୂହ ଭାରତର ଭୂମିକା ଉପରେ ପ୍ରଶ୍ନ ଉଠାଇବା...
କଲମ୍ବୋ: ଚଳିତ ଅଣ୍ଡର୍-୧୯ ଏସିଆ କପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ସୋମବାର ଭାରତ ତା’ର ତୃତୀୟ ମୁକାବିଲାରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କରିଛି। କଲମ୍ବୋ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି...
ନୂଆଦିଲ୍ଲୀ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଏହା ପରେ ଭାରତ ବିପକ୍ଷରେ କ୍ଲିନ୍ ସୁଇପ୍ ହେବା ପରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଜେସନ୍ ହୋଲ୍ଡରଙ୍କୁ ଦିନିକିଆ ଏବଂ କାର୍ଲସ୍ ବ୍ରାଥୱେଟଙ୍କୁ ଟି-୨୦ କ୍ୟାପଟେନ୍ ପଦରୁ ବହିଷ୍କାର କରିଦେଇଛି। ଏବେ ଦିନିକିଆ ଓ ଟି-୨୦...
ସୁନ୍ଦରଗଡ଼: ଦଳିତ ହେବା ଅଭିଶାପ ପାଲଟିଛି। ସୁନ୍ଦରଗଡ଼ ହେମଗିରି ବ୍ଲକ ଲିପସପାଲି ଗାଁର ୪ ଦଳିତ ପରିବାରଙ୍କୁ ଦଳିତ ହୋଇଥିବାରୁ ପୋଖରୀରେ ଗାଧୋଇବାରୁ ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ। ନିଆଁ,ପାଣି, ପବନ ଏସବୁରୁ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ ଗାଁ ଦୋକାନରୁ ସଉଦା, ନଳକୂଅରୁ ପାଣି ଏପରିକି...
ଭୁବନେଶ୍ୱର: ମହାନଦୀର ବନ୍ୟା ପାଣି ଆସିବାରୁ କଟକ ଜିଲ୍ଲାର ବାଙ୍କୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମହାନଦୀର ବ୍ୟାକ୍ ଓ୍ୱାଟର ପଶି ବାଙ୍କୀର ବ୍ୟାପକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଶିମିଳିପୁର ଓ ବିଲିପଡ଼ାକୁ ସଂଯୋଗ କରୁଥିବା କଇଁଆ ନାଳ ଉପରେ ୩ ଫୁଟର ଉଚ୍ଚରେ ପାଣି ପ୍ରବାହିତ...
ଅନୁଗୁଳ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରୁ। ଅଭିଯୋଗ ଅନୁସାରେ, ବଲରାମପ୍ରସାଦ ଗାଁର ଗୋକୁଳାନନ୍ଦ ବାରିକଙ୍କ ପୁଅ ସତ୍ୟାନନ୍ଦଙ୍କ ସହିତ କଙ୍କରେଇ ଗାଁର ବାନାମ୍ବର ବାରିକଙ୍କ ଝିଅ ସୌମ୍ୟସ୍ମିତାଙ୍କ ବିବାହ ୨୦୧୬ ମସିହା ଏପ୍ରିଲ ୨୬ ତାରିଖରେ...
ଭୁବନେଶ୍ୱର: ନୂଆ ସଂଶୋଧିତ ମୋଟର ଯାନ ଆଇନକୁ ଲାଗୁ ହେବା ପରଠାରୁ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଆକ୍ରୋଶକୁ ଦେଖି ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ କହୋଳ କରିଛନ୍ତି...
ନୂଆଦିଲ୍ଲୀ: ଗତ ୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା ହୋଇଛି। ମାନ୍ଦାବସ୍ଥା ପ୍ରଭାବରେ ପାସେଞ୍ଜର କାର ବ୍ୟବସାୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛି SIAM ବା ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର । ଏହି ସଂସ୍ଥାର ସୂଚନା ଅନୁସାରେ ଯାତ୍ରୀ ବାହୀ...
ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ପାର୍ଥିବ ଶରୀର। ଆଜି ସଂଧ୍ୟାରେ ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୯୫ ବର୍ଷ ବୟସରେ ଆଜି ସକାଳେ ତାଙ୍କ ପରଲୋକ ହୋଇଥିଲା। ଜେଠମଲାନିଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି,...
ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ ପୁଅ ହେଉଛନ୍ତି ନିଖିଲ। ସର୍ଟ ଲିଷ୍ଟ କରାଯାଇଥିବା ପାଇଲଟଙ୍କ ମଧ୍ୟରେ ଅଛନ୍ତି ନିଖିଲ। ୨୦୨୨ରେ ନିଜର ମ୍ୟାନ୍ଡ ମିଶନ ଗଗନଯାନରେ...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ିରେ ନିଖୋଜ ୪ ଜଣଙ୍କ ପତ୍ତା ଏଯାଏ ମିଳିପାରିନି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ପର୍ଜଙ୍ଗ ବ୍ଲକ୍ କୁନ୍ଦନଦେଇପୁରର ଜଣେ ଓ ରୋଡ ଗାଁର ୩ ଜଣ। ଏପଟେ ଆତ୍ମୀୟଙ୍କୁ...
ବାଲେଶ୍ୱର: ବୁଢ଼ାବଳଙ୍ଗ ହଳଦିଆ ଘାଟରେ ଡଙ୍ଗା ଓଲଟିବା ଘଟଣାରେ ସମସ୍ତ ୩୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ରେମୁଣା ବ୍ଲକ ପଦମପୁର ହଳଦିଆ ଘାଟରେ ବୁଡ଼ିଥିଲା ଡଙ୍ଗାଟି ବୁଡ଼ି ଯାଇଥିଲା। କୂଳ ଛାଡ଼ିବାର କିଛି ବାଟ ଗଲା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୧୫/୨୦ ଜଣ...
ଭୁବନେଶ୍ୱର: ୧୯ ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି! ନିର୍ବାଚନ କମିଶନ୍ଙ୍କ ନିକଟରେ ଦଳ ଦାଖଲ କରିଥିବା ଖର୍ଚ୍ଚ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦଳର ନିର୍ବାଚନୀ ଖର୍ଚ୍ଚ ବିବରଣୀରେ ଉଲ୍ଲେଖ ରହିଛି ଯେ ୧୯ ନିର୍ବାଚନରେ ଦଳ ଖର୍ଚ୍ଚ କରିଛି ୨୨୭...
ଭୁବନେଶ୍ୱର: ସାଧାରଣ ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି ? କୋଣାର୍କ ଯାତ୍ରୀନିବାସଠାରେ ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହାର ଗୁମର ଖୋଲିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବୈଠକରେ ଉପସ୍ଥିତ ଥିବା ମହେଶ୍ୱରଙ୍କୁ ଇଙ୍ଗିତ କରି କହିଥିଲେ , ନିର୍ବାଚନରେ ତମକୁ ଦଗା...
ଭୁବନେଶ୍ୱର: ଲୋକେ ମଦ ପିଇ ମାତାଲ୍। ସରକାର ବି ମଦରୁ ରାଜସ୍ୱ କମାଇ ମାଲାମାଲ୍। ହେଲେ ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ଭୁଲି ଯାଇଛନ୍ତି ସରକାର। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି ଖୋଲିଛି ଗୁମର। ଲୋକଙ୍କ ଭିତରେ ସଚେତନା ସୃଷ୍ଟି ସହ...
ପୁରୀ: ସାଧୁସନ୍ଥଙ୍କ ବିରୋଧ ସତ୍ତ୍ୱେ ଆଜି ପୁରୀର ପ୍ରସିଦ୍ଧ ବଡ଼ ଆଖଡ଼ା ମଠକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନ୍ଚିଟ୍ ପରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼...