• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

tirtha
ଚେକିଂ ଆଳରେ ନକଲି ତୀର୍ଥଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ସୁନା

ଜଳେଶ୍ୱର(ଅଜିତ ଦାସ): ଟୋଲ୍‌ ଗେଟ୍‌ରେ ନକଲି ଏମ୍‌ଭିଆଇଙ୍କ ଦୌରାତ୍ମ୍ୟ। ଚେକିଂ ଆଳରେ ତୀର୍ଥଯାତ୍ରୀଙ୍କୁ ଲୁଟ୍‌ପାଟ୍‌ କରିବା ସହିତ ନିସ୍ତୁକ ମାଡ଼ ମାରିଲେ। ଏପରି ଘଟଣା ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ରେ ଘଟିଛି। ତେବେ ଠେଲାଠେଲି ବେଳେ ତୀର୍ଥଯାତ୍ରୀମାନେ ୫ ଜଣଙ୍କୁ କାବୁ କରି ନେଇଥିଲେ।...

bayyu
ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ନୂଆଦିଲ୍ଲୀ: ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ଭାରତୀୟ ବାୟୁସେନା ୪୦ ହଜାର କୋଟି ଟଙ୍କା ଦାବି କରିଛି।  ଚୁକ୍ତି ହୋଇଥିବା ଯୁଦ୍ଧାସ୍ତ୍ର ନୂଆ ଉପକରଣ କିଣିବା ଲାଗି ୪୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜଣାଯାଇଛି। ନିଜ ନାମ ଗୋପନ...

manmohan
ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ କମିଶନ୍‌ର ଟର୍ମ ଅଫ୍ ରେଫରେନ୍ସ ବା ଅନୁଦାନ ନୀତିରେ ପରିବର୍ତ୍ତନ ଆଣିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି। ପଞ୍ଚଦଶ ଅର୍ଥ କମିଶନ୍‌ର ଏକ କର୍ମଶାଳାରେ ଯୋଗଦେଇ ମନମୋହନ କହିଛନ୍ତି ଯେ, ଏକଚାଟିଆ ନିଷ୍ପତ୍ତି...

tara
ରାସ୍ତାରେ ତାର ବାଡ଼ ଯୋଗୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ୨ କିମି ଚାଲିଲେ ଗର୍ଭବତୀ

ଫୁଲବାଣୀ (ତ୍ରିନାଥ ସାହୁ): ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସ ଯାଇଥିଲା। ମାତ୍ର ରାସ୍ତାରେ ତାର ବାଡ଼ ଲାଗିଥିବାରୁ ଠିକଣା ଜାଗାରେ ଆମ୍ୱୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗର୍ଭବତୀଙ୍କୁ ୨ କିଲୋମିଟର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏପରି...

photo
ପିଉସୀଙ୍କୁ ପିଟି ମାରିଦେଲା ପୁତୁରା!

ଗଞ୍ଜାମ: ପିଉସୀଙ୍କୁ ପିଟି ମାରିଦେଲା ପୁତୁରା! ସାମାନ୍ୟ ବଚସାରୁ ପିଉସୀଙ୍କୁ ଠେଙ୍ଗାରେ ପିଟି ପିଟି ପୁତୁରା ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗଂଜାମ ସୋରଡ଼ା ବ୍ଲକ ଅମୂରତୁଲ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଖବର ଅନୁସାରେ, ଗତକାଲି ଅମୂରତୁଲ ଗାଁରେ ସନ୍ତୋଷ ନାୟକ ନାମକ ବ୍ୟକ୍ତିଙ୍କ...

angawadi
ଅଙ୍ଗନୱାଡ଼ି କର୍ମୀ ଓ ଗାଁ ଲୋକେ ମୁହାଁମୁହିଁ; ୭ ମାସ ହେଲା କେନ୍ଦ୍ରରେ ଝୁଲୁଛି ତାଲା

ଗଜପତି: ଗ୍ରାମବାସୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଯୋଗୁ ୭ ମାସ ହେଲାଣି ଅଙ୍ଗନଓ୍ୱାଡି କେନ୍ଦ୍ରରେ ତାଲା ଝୁଲୁଛି। କୁନି କୁନି ପିଲା ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ବେଳେ ପିଲାଙ୍କ ପାଇଁ ଆସୁଥିବା ଛତୁଆ ବି  ଫେରିଯାଉଛି। ଏମିତି କି ଗର୍ଭବତୀ ମହିଳାଙ୍କ...

chinmayee
ବିଦ୍ୟୁତ୍ ତାର ଲାଗି ଜଣେ ମୃତ; କାର୍ଯ୍ୟାଳୟ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଜଗତସିଂହପୁର ଏରସମା ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ତଦନ୍ତ ଦାବି କରିଛନ୍ତି। ପୋଖରିଆପଡ଼ା ଗାଁରେ ବିଲକୁ କାମ...

lion
ସାବଧାନ ! ସହରରେ ବୁଲୁଛନ୍ତି ୭ ସିଂହ

ଜୁନାଗଡ଼:ସହର ଭିତରେ ବୁଲୁଛନ୍ତି ସିଂହ। ଗୋଟି କି ଦୁଇଟି ନୁହେଁ ୭ଟି ସିଂହ ସହର ଭିତରେ ବୁଲୁଥିବା ଦେଖିବାକୁ ମିଳିଛି ଗୁଜରାଟ ଜୁନାଗଡ଼ ଠାରେ। ଏହି ସିଂହମାନେ ଜନବସତିର ଅତି ନିକଟତର ହୋଇଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ଘଟଣା...

idli
ଇଡ୍‌ଲୀ ଦାଦୀଙ୍କ ଦୁଃଖ ସହି ପାରିଲେନି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

କୋଏମ୍ବାତୁର: ଏଥର ଆଉ କାଠ ଚୁଲାରେ ନୁହେଁ ଏଲ୍‌ପିଜି ସିଲିଣ୍ଡରରେ ଇଡିଲି ତିଆରି କଲେ କମଲା ତାଇ। କୋଏମ୍ବାଟୁର ଚର୍ଚ୍ଚିତ କମଲା ତାଇ ଓରଫ୍ ଇଡଲି ଦାଦୀଙ୍କୁ ଏଲ୍‌ପିଜି ସଂଯୋଗ ମିଳିବା ପରେ ଗ୍ରାହକଙ୍କୁ ଆଜିଠୁ ଗ୍ୟାସ୍ ଚୁଲାରେ ଇଡିଲି ପ୍ରସ୍ତୁତ କରି ଦେଇଛନ୍ତି। କିନ୍ତୁ ସେହି ପୁରୁଣା...

car
ପୋଲ ତଳକୁ ଖସିପଡ଼ିଲା କାର; ଶିଶୁ କନ୍ୟା ମୃତ ଓ ୫ ଆହତ

ବାଲେଶ୍ୱର: ଖନ୍ତାପଡ଼ା ନିକଟ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିବାରୁ ଜଣେ ୩ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ଶିଶୁ ସହିତ ୫ ଜଣ ଗୁରୁତର ଆହତ  ହୋଇଛନ୍ତି। ଆହତଙ୍କୁ...