• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

isro
ଚନ୍ଦ୍ର ପୃଷ୍ଠକୁ କେମିତି ଛୁଇଁବ ବିକ୍ରମ; ଭିଡିଓ ଛାଡ଼ିଲା ଇସ୍ରୋ

ନୂଆଦିଲ୍ଲୀ: ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ। ଏହି...

MONSOON
ଉତ୍ତର ଉପକୂଳ ଆଡ଼କୁ ମୁହାଁଇଲା ଲଘୁଚାପ; ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ଉପକୂଳ ଆଡ଼କୁ ମୁହାଁଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଲଘୁଚାପର ଏକ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଗୋଟିଏ ଟ୍ରପ୍ ଲାଇନ ପୂର୍ବକେନ୍ଦ୍ର ବଙ୍ଗୀୟ ଉପକୂଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ...

kart1
ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ୍ କେସର ଶୁଣାଣିକୁ ଆଜି ଦିଲ୍ଲୀ କୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦୁର୍ନୀତି ମାମଲାରେ ବର୍ତ୍ତମାନ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ନାଁ ରହିଛି। ତେବେ ତଦନ୍ତକାରୀ ସଂସ୍ଥା ତାରିଖ ପରେ ତାରିଖ...

cp
ନୂଆ ଟ୍ରାଫିକ୍ ନିୟମ: ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୁଲିସ କମିଶନର୍‌ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଆରଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ସମେତ...

arndam
ପୁରୀରେ ମଠ ପୁନରୁଦ୍ଧାର ପାଇଁ ଗଠନ ହେବ ଉପସମିତି; ପୁରୀ ଆସୁଛନ୍ତି ଆମିକସ୍‌ କ୍ୟୁରୀ

ପୁରୀ: ପୁରୀରେ ମଠ ଗଠନ ବା ପୁନରୁଦ୍ଧାର ପାଇଁ ଏକ ଉପସମିତି ଗଠନ ହେବ। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ମଠ ସଂସ୍କୃତିକୁ ଆଗକୁ ନେବାକୁ ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର...

chandrayan-2
ଚନ୍ଦ୍ର ଆଉ ଅଳ୍ପଦୂର; ସାରା ଦେଶରେ ଉତ୍କଣ୍ଠା

ବେଙ୍ଗାଲୁରୁ:ଚନ୍ଦ୍ରକୁ ନେଇ କେତେ ଗପ, କବିତା, ଗୀତ ଏବଂ ଉପନ୍ୟାସ ରଚନା କରାଯାଇଛି। ଅଜାଘର ସହ କୌଣସି ସମ୍ପର୍କ ନଥିବା ଚନ୍ଦ୍ର ପିଲାବେଳୁ ହିଁ ଜହ୍ନ ମାମୁଁ ଭାବେ ପରିଚୟଟିଏ ତିଆରିଛି। ଆସନ୍ତା ଶନିବାର ଭାରତର ଚନ୍ଦ୍ରଯାନ-୨ ବାସ୍ତବ ରୂପ ନେବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ...

wed-1
ଚିଦାମ୍ବରମଙ୍କୁ ତିହାର ଜେଲ୍‌ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସିବିଆଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ଆବେଦନ କରିଥିଲା। ସ୍ୱତନ୍ତ୍ର...

achin
ଗୁରୁଦିବସରେ ନିଜ ଗୁରୁଙ୍କୁ ମନେ ପକାଇଲେ ସଚିନ

ମୁମ୍ବାଇ: ଆଜି ହେଉଛି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ମାଷ୍ଟର୍ ବ୍ଲାଷ୍ଟର୍ ତଥା ଭାରତରତ୍ନ ସଚିନ୍‌ ତେନ୍ଦୁଲକର ମଧ୍ୟ ଏହି ଅବସରରେ ତାଙ୍କ ଗୁରୁ ରମାକାନ୍ତ ଆଚ୍‌ରେକରଙ୍କୁ ମନେ ପକାଇଛନ୍ତି ଓ ଏକ...

JAKIR
ଭାରତ ଫେରିବ ବିବାଦୀୟ ଇସ୍‌ଲାମ୍‌ ଧର୍ମ ପ୍ରଚାରକ ଜାକିର ନାଏକ !

ନୂଆଦିଲ୍ଲୀ: ବିବାଦୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ। ଏ ନେଇ ସେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦଙ୍କ ସହିତ ଆଲୋଚନ କରିଛନ୍ତି। ଦୁଇଦିନିଆ ଋଷିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଥିରଙ୍କୁ ଭେଟି ଜାକିରଙ୍କ ପ୍ରତ୍ୟର୍ପଣ କଥା ଉଠାଇଛନ୍ତି।...

kuet
ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କଲା ଆମେରିକା

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଆମେରିକା। ହାଫିଜ ସୟିଦ୍, ମାସୁଦ ଆଝାର, ଜକିଉର ରେହମାନ୍ ଓ ଦାଉଦ୍ ଇବ୍ରାହିମଙ୍କୁ ବୁଧବାର ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ଏବେ ସମର୍ଥନ କରିଛି। ୟୁଏପିଏ ଆଇନ୍‌ ଅନୁସାରେ ପାକିସ୍ତାନରେ ଆତ୍ମଗୋପନ...

minister
ମେଟ୍ରୋ ଟ୍ରେନ୍‌ରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ସିଟ୍‌; ପିଲର ଧରି ଛିଡ଼ା ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା। ନିକଟରେ କେନ୍ଦ୍ର ଜଳଶକ୍ତି...

hehelot
ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ କଣ୍ଠସ୍ୱର ନକଲ କରି ଶୋ' ରୁମ୍‌ରୁ ବିଳାଶପୂର୍ଣ୍ଣ ଅଡି କାର୍‌ ଧରି ଚମ୍ପଟ୍ ମାରିଲା ଠକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ପୁଅର ସମ୍ପର୍କୀୟ କହି ଗାଡ଼ି ଶୋ’ ରୁମ୍‌ରୁ ବିଳାଶପୂର୍ଣ୍ଣ ଅଡି କାର୍‌ ଧରି ଛମ୍ପଟ୍‌ ମାରିଲା ଠକ। ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କର କଣ୍ଠସ୍ୱର ନକଲ କରି ଠକ ବ୍ୟକ୍ତି ଦାମିକିଆ ଅଡି କାର୍‌ ନେଇ ଯାଇଥିବା ଅଭିଯୋଗ...

814196-813379-chidambaram-nwd
ଚିଦାମ୍ବରମଙ୍କୁ ଜାମିନ୍‌ ଦେଲେନି ସୁପ୍ରିମକୋର୍ଟ; ଗିରଫ୍‌ କରିପାରିବ ଇଡି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡେରିଙ୍ଗ୍ କେଶ୍‌ରେ ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି।...

Kulbhushan
କୁଳଭୂଷଣ ଯାଦବଙ୍କୁ ମିଛ କହିବା ପାଇଁ ବାଧ୍ୟ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବେ ପାକିସ୍ତାନ ଜେଲରେ ରହିଛନ୍ତି। ତେବେ ପାକିସ୍ତାନ ସେନା, ପୁଲିସ୍‌ ଏବଂ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି କି ତାଙ୍କୁ...

dd
ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ହରାଇଲା ଭାରତ-ଏ

ଥିରୁଅନନ୍ତପୁରମ୍: କ୍ୟାପଟେନ୍ ମନିଷ ପାଣ୍ଡେ ଦମଦାର ବ୍ୟାଟିଂ ଓ ଶିବମ ଦୁବେଙ୍କ ବିସ୍ଫୋରକ ଇନିଂସକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ତୃତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ କବଜା କରିନେଇଛି। ସିରିଜର...

shooting
ଆଇଏସଏସଏଫ୍ ବିଶ୍ୱକପର ମହିଳା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲେ ଯଶସ୍ୱିନୀ ସିଂହ ଦେସୱାଲ

ନୂଆଦିଲ୍ଲୀ: ରିଓ ଡି’ ଜାନେରୋରେ ଚାଲିଥିବା ଆଇଏସଏସଏଫ୍ ବିଶ୍ୱକପର ମହିଳା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ଯଶସ୍ୱିନୀ ସିଂହ ଦେସୱାଲ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ନବମ ଅଲିମ୍ପିକ୍ ପଦକ କୋଟା ହାସଲ କରିଛନ୍ତି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ୍ ୨୨ ବର୍ଷୀୟା ଯଶସ୍ୱିନୀ ୮...

rp-1567397835
ଧୋନିଙ୍କୁ ଟପିଲେ ରିଷଭ ପନ୍ତ

କିଙ୍ଗଷ୍ଟନ୍: ଟିମ୍ ଇଣ୍ଡିଆର ଯୁବ ଖେଳାଳି ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ୫୦ ବ୍ୟାଟ୍ସମ୍ୟାନଙ୍କୁ ଦ୍ରୁତ ଭାବେ ଆଉଟ୍ କରିବାରେ ପ୍ରଥମ ଭାରତୀୟ ୱିକେଟକିପର ହୋଇଛନ୍ତି। ନିଜର ଏହି ଉପଲବ୍ଧି ସହ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ୨୧ ବର୍ଷୀୟ ପନ୍ତ ରବିବାର...

were
ସ୍କୁଲ ପିଲା ମଧ୍ୟାହ୍ନ ଭୋଜନାରେ ରୁଟି ସହିତ ଲୁଣ ଖାଉଥିବା ଭିଡିଓ ପ୍ରକାଶ କରିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଖବରକୁ ଯେଉଁ ସାମ୍ବାଦିକ ସାର୍ବଜନୀନ କରିଥିଲେ, ଏବେ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲା...

karti-1_647_030216091048
ଚିଦାମ୍ୱରମ୍ ଏବଂ କାର୍ତ୍ତୀଙ୍କ ଜାମିନ ରଦ୍ଦ ପାଇଁ ଇଡି ଓ ସିବିଆଇର ଆବେଦନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଏବେ ସିବିଆଇ ହେପାଜତରେ। ଅନ୍ୟପଟେ ଏୟାରସେଲ୍-ମାକ୍ସିସ୍ କେସରେ ଉଭୟ ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ କରିଛନ୍ତି। ଉଭୟ ବାପା...