• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

we
କହୁ କହୁ ଗୁମର ଖୋଲିଦେଲେ ପାକିସ୍ତାନ ମନ୍ତ୍ରୀ; ବଢ଼ିଗଲା ଇମ୍ରାନଙ୍କ ଚିନ୍ତା

ଇସ୍‌ଲାମାବାଦ: ଭାରତ ପୂର୍ବରୁ ଯାହା କହି ଆସୁଥିଲା, ଏବେ ସେକଥା ଖୋଦ୍‌ ଜଣେ ପାକିସ୍ତାନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। କେବଳ ଭାରତ ନୁହେଁ, ପୂରା ବିଶ୍ୱ ମଧ୍ୟ ବହୁ ବର୍ଷ ଆଗରୁ ଯେଉଁ କଥା କହୁଥିଲା, ଏବେ ସେକଥା ସତ ପ୍ରମାଣିତ ହୋଇଛି। ପାକିସ୍ତାନ ସରକାରଙ୍କ ବସ୍‌ ଭାବେ...

heljuc
ବାୟୁସେନାରେ ସାମିଲ୍‌ ହେବ ୮ଟି ଆମେରିକା ନିର୍ମିତ ଆପାଚ୍‌ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କାଶ୍ମୀରକୁ ନେଇ ଟକରାଟକରି ଚାଲିଛି। ଏହି ସବୁ ଭିତରେ ଆସନ୍ତାକାଲି ଭାରତୀୟ ବାୟୁସେନାରେ ୮ଟି ଆମେରିକା ନିର୍ମିତ ଆପାଚ୍‌ ହେଲିକପ୍ଟର ସାମିଲ ହେବ। ଏହା ବାୟୁସେନାର ଯୁଦ୍ଧ କରିବା କ୍ଷମତାକୁ ଆହୁରି ବଢ଼ାଇଦେବ। ଏହି ଆପାଚ୍‌ ଏଚ୍‌-୬୪ଇ ଆକ୍ରମଣକାରୀ ହେଲିକପ୍ଟରକୁ ଆସନ୍ତାକାଲି...

kulbhushan-jadhav_ee9341ce-3923-11e7-8e2c-04c6be70fea0
କୁଳଭୂଷଣଙ୍କୁ ଭେଟିଲେ ଭାରତୀୟ ପ୍ରତିନିଧି

ଇସ୍‌ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍‌ ଯୋଗାଇ ଦେଇଛି ଇସ୍‌ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର...

moid
ମୋଦିଙ୍କୁ ପୁଣି ଏକ ନୂଆ ସମ୍ମାନ

ନୂଆଦିଲ୍ଲୀ: ପ୍ରଥମଥର କ୍ଷମତା ଦଖଲ କରିବା ପରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସମ୍ମାନିତ ହେବେ। ଏହି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ମାସ ଶେଷ...

Untitled-1
ଚନ୍ଦ୍ରଯାନ-୨ର ଅର୍ବିଟର୍‌ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା

ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଆଜି ସଫଳତା ପୂର୍ବକ ଚନ୍ଦ୍ରଯାନ-୨ର ଅର୍ବିଟର୍‌ରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା ଅଲଗା ହୋଇଛନ୍ତି। ଏବେ ସେପ୍ଟେମ୍ବର ୭ରେ ବିକ୍ରମ ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି...

photo
ପ୍ରକୃତରେ କିଏ ଆବିଷ୍କାର କରିଥିଲେ ଇ-ମେଲ୍‌ ଜାଣିଛନ୍ତି କି ?

ବର୍ତ୍ତମାନ ସମୟରେ ଇ-ମେଲ୍‌ର ଆବଶ୍ୟକତା ଖୁବ୍‌ ବଢ଼ିଯାଇଛି। ଚିଠି ହେଉ କିମ୍ବା ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ ଆମେ ଇ-ମେଲ୍‌ର ବ୍ୟବହାର କରୁଛୁ। ଥରେ ଭାବନ୍ତୁ ତ, ଯଦି ଏଇ ଇ-ମେଲ୍‌ ନଥାନ୍ତା ! ତେବେ ଆପଣ କ’ଣ ଏତେ ସହଜରେ ଏସବୁ...

cas_flew_a_sortie_with_wg_cdr_abhinandan_varthaman_at_af_stn_pathankot_today_in_a_mig_21_trainer_1567411119
ଅଭିନନ୍ଦନଙ୍କ ସହିତ ଯୁଦ୍ଧ ବିମାନ ଉଡ଼ାଇଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଜି ପୁଣିଥରେ କକ୍‌ପେଟ୍‌କୁ ଫେରିଛନ୍ତି। ଆଜି ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଏକାଠି ମିଗ୍‌-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଆଜି ପଞ୍ଜାବର ପଠାନକୋଟ୍‌ ଏୟାରବେସ୍‌ରୁ...

dd
ବସ୍ତିର ଫୁଟବଲ୍‌ ଖେଳାଳି ଏବେ ଭାରତୀୟ ଦଳର ଫୁଟବଲ ଷ୍ଟାର୍

ଭୁବନେଶ୍ୱର: ବସ୍ତିର ଫୁଟବଲ ଖେଳାଳି ଏବେ ଭାରତୀୟ ଦଳର ଫୁଟବଲ ଷ୍ଟାର୍। ଆମେ କହୁଛୁ ଭୁବନେଶ୍ୱର ସାଲିଆସାହି ବସ୍ତିର ଅଭାବୀ ଘରୁ ବାପା ରାମଚନ୍ଦ୍ର ସୋରେନ୍ ଓ ମାଆ ଶାନ୍ତିଙ୍କ ସାଙ୍ଗରେ ପିଆଜ-ପଖାଳ ଖାଇ ବଢ଼ିଥିବା ଦୁଇ ପୁଅ ସୁନିଲ୍‌ ସୋରେନ୍‌ ଓ ରଞ୍ଜନ ସୋରେନଙ୍କ କଥା। ଏହି...

aaa
ଗରିବଙ୍କ ବନ୍ଧୁ ଅମର; ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଦିଅନ୍ତି, ଶବ ବି ଉଠାନ୍ତି

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ସେବା ହିଁ ପରମ ଧର୍ମ। ଏହାକୁ ଜୀବନର ବ୍ରତ କରିନେଇଛନ୍ତି ବାଲେଶ୍ୱର ଜିଲ୍ଲା ଆଜିମାବାଦର ୭୨ ବର୍ଷୀୟ ଅମର ସିଂହ ୱାଲିଆ। ସେଥିପାଇଁ ପରିଣତ ବୟସରେ ସେ ବାହାରିଛନ୍ତି ଭୋକିଲା ମୁହଁରେ ମୁଠେ ଦାନା ଦେବାକୁ। ଆଉ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ବାଣ୍ଚିବାକୁ।...

vbk-Omar-mufti-1
ଉମାର ଓ ମେହବୁବାଙ୍କୁ ଭେଟିଲେ ପରିବାର ଲୋକେ

ନୂଆଦିଲ୍ଲୀ: ଜମ୍ମୁ  କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା...

aa
ଇତିହାସ ରଚିଲେ ଓଡ଼ିଆ ପୁଅ: ପ୍ରଥମ ଭାରତୀୟ ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଦେଶ ପାଇଁ ଗୌରବ ଆଣିବା ସହିତ ଇତିହାସ ରଚିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନାରାୟଣ। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ଋଷିଆର କଜନ ସହରରେ ଏହି ପ୍ରତିଯୋଗିତା ହୋଇଥିଲା।...

romania
୧୨ ବର୍ଷର ରେକର୍ଡ ଭାଙ୍ଗିଲା ଏହି ଦେଶ; ପଛରେ ପଡ଼ିଲେ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୟୁରୋପର ଏକ ଛୋଟିଆ ଦେଶ ରୋମାନିଆ ଏଭଳି ଏକ କାରନାମା କରିଛି, ଯାହା ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦେଶ କରିପାରିନାହାନ୍ତି। ରୋମାନିଆ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ତୁର୍କୀକୁ ୧୭୩ ରନରେ ହରାଇ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼...

ff
କୁନି ଶିଶୁର କଥା ମାନିଲେ ଅଭିଜ୍ଞ ଡାକ୍ତର; ପ୍ରଥମେ କଣ୍ଢେଇ ଓ ପରେ ଶିଶୁର ବ୍ୟାଣ୍ଡେଜ୍ କଲେ

ନୂଆଦିଲ୍ଲୀ: କୁନି ଶିଶୁର କଥା ମାନି କଣ୍ଢେଇର ଚିକିତ୍ସା କଲେ ଡାକ୍ତର। ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର କୁନି ଶିଶୁର କଥା ମାନିଲେ। ଶିଶୁଟିର କହିବାନୁସାରେ ଡାକ୍ତର ପ୍ରଥମେ ପ୍ରିୟ କଣ୍ଢେଇର ବ୍ୟାଣ୍ଡେଜ କଲେ ଏବଂ ପରେ ଅସୁସ୍ଥ କୁନି ଶିଶୁର ବ୍ୟାଣ୍ଡେଜ୍ ହେଲା। ଏପରି ଘଟଣାକୁ ନେଇ...

saha-mehemud
ଶେଷରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ରାଜି ହେଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସହ ସର୍ତ୍ତମୂଳକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ରାଜି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ଏନେଇ ପାକ୍ ସରକାର ପ୍ରସ୍ତୁତ ଥିବା କହିଛନ୍ତି କ୍ୟୁରେସି କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିଦେଇଥିବା ବିବାଦ ମଧ୍ୟରେ...