• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ED2zrF8UYAANORY
୫ ମାସର ଦରମା ଦାନ କରି ଜନକଲ୍ୟାଣ ପାଣ୍ଠି ‘ଭରସା’ ଗଢିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ହେବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନକଲ୍ୟାଣ ପାଣ୍ଠି ‘ଭରସା’ ଆରମ୍ଭ କରିଛନ୍ତି। ଏଥିରେ ଅପରାଜିତା ତାଙ୍କ ୫ ମାସର ଦରମା ଦାନ କରିଛନ୍ତି। ଅନେକ ସାମାଜିକ ସଂଗଠନ ବି ସାଂସଦଙ୍କ ସହ ହାତ ମିଶାଇ ଜନସେବା ପାଇଁ ଆଗଭର...

chocolate
ଚକ୍‌ଲେଟ୍‌ ଦେଇ ଲୋକଙ୍କୁ ନୂଆ ଟ୍ରାଫିକ୍‌ ନିୟମ ବୁଝାଉଛି ପୁଲିସ୍

କୋରାପୁଟ: ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା ବାଣ୍ଟୁଛି ପୁଲିସ। ଅଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ ଲୋକଙ୍କ ସଚେତନ କରାଉଛି ପୁଲିସ। ସାପ୍ତାହିକ ହାଟରେ ଲୋକଙ୍କୁ ଚକ୍‌ଲେଟ୍ ଦେଇ ଲିଫଲେଟ୍ ବାଣ୍ଟି ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଅବଗତ କରାଉଛନ୍ତି। ଗତ ୧ ତାରିଖରୁ ସଚେତନାତା କାର୍ଯ୍ୟକ୍ରମ...

murder
ମହିଳାଙ୍କୁ ମାଡ଼ିବସି କାମୁଡ଼ି ମାରିଦେଲେ ଅନ୍ୟ ଜଣେ ମହିଳା

ସୁନ୍ଦରଗଡ଼: ସନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଅଭାବନୀୟ ଘଟଣା। ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁଗନ ତୂରୀ। ଶନିବାର ପଡ଼ୋଶୀ ସୁମିତ୍ରା ତୁରୀଙ୍କ ସହ ସୁଗନଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ସୁମିତ୍ରା ସୁଗନଙ୍କୁ...

railway
ରେଲୱେ ହେଲ୍ପଲାଇନ୍ ନମ୍ବର ୧୮୨; ହଜିଗଲେ ଖୋଜିଆଣିବ

ଭୁବନେଶ୍ୱର: ରେଲୱେ ହେଲ୍ପଲାଇନ ନମ୍ବର୍ ୧୮୨ର ଉପାଦେୟତା ନେଇ ସୂଚନା ଦେଇଛି ରେଲୱେ।  ୧୮୨ ନମ୍ବର ମାଧ୍ୟମରେ ଯାତ୍ରୀଙ୍କୁ ଅନେକ ସହାୟତା ମିଳିଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ୩୧୦ଟି ମାମଲାରେ ଟ୍ରେନ୍‌ରେ ଛାଡ଼ି ଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଛି। ୨୩୭ଟି ଲଗେଜ୍ ସମ୍ବନ୍ଧୀୟ...

722969-axeattack-1402989967
ଡାକ୍ତରଖାନାରୁ ଆସି ଭାଉଜକୁ ହତ୍ୟା କଲା ଦିଅର

ରାଉରକେଲା: କୁଆରମୁଣ୍ଡା ରିଉଁ ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଉଜକୁ ଟାଙ୍ଗିଆରେ ର୍ନିମମ ଭାବେ ହତ୍ୟା କରିଛି ଦିଅର। ଏବଂ ନିଜେ ଦିଅର ମଧ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ହେଲେ ମାନୀ ଭୂମିଜ। ଆଉ ଯୁବକ ଜଣକ ହେଲେ ଲଖୀରାମ ଭୂମିଜ। ମହିଳା...

wine
ଲୋକେ କହୁଥିଲେ କୁକୁଡ଼ା ଫାର୍ମ; କିନ୍ତୁ ଭିତରେ ଚାଲିଥିଲା ଏମିତି କାମ

ଗଞ୍ଜାମ: ବାହାରକୁ ଲୋକେ ଦେଖୁଥିଲେ କୁକୁଡ଼ା ଫାର୍ମ। କିନ୍ତୁ ଭିତରେ ଚାଲିଥିଲା ବେଆଇନ୍‌ କାମ। ଗଞ୍ଜାମ ଦିଗପହଣ୍ଡି ଥାନା ବୀରପାଟଣା ଗାଁରେ ଏକ କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରବାର ହେଉଥିବାର ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଚଢ଼ାଉ କରି ଏହି କାରଖାନା ଠାବ କରିଛି।...

dam
ଲଗାଣ ବର୍ଷା ଯୋଗୁ ବୈତରଣୀରେ ବନ୍ୟା: ୧୦ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଫଳରେ ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ଆଦି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ହେକ୍ଟର୍ ଚାଷ ଜମିରେ ବନ୍ୟା ପାଣି ମାଡ଼ିଯିବା ସହ...

isro-sivan-presser-1200
ମାଟିରୁ ମହାକାଶ; ଚାଷୀ ପୁଅ ଆଜି ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କ ନାମ। ଗତବର୍ଷ ହିଁ ଏହି ଦାୟିତ୍ୱ ନେଇଥିବା ଶିବନ୍ ଗତକାଲି ଚନ୍ଦ୍ରଯାନ-୨ ମିଶନ୍‌ର ଶେଷ ମୁହୂର୍ତ୍ତକୁ ନେଇ ଭାଙ୍ଗିପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବାର...

save
ହୃଦ୍‌ଘାତରେ ପାକିସ୍ତାନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିରଙ୍କ ମୃତ୍ୟୁ

ଲାହୋର: ପାକିସ୍ତାନର ପୂର୍ବତନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିର ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି। ୬୩ ବର୍ଷୀୟ କାଦିରଙ୍କ ପତ୍ନୀ, ୪ ପୁଅ ଓ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କର ଏକମାତ୍ର ଝିଅଙ୍କୁ...

PollutionCheck_Banner
ମାସେ ଯାଏ ଅଛି ସମୟ; ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁସନ୍ ଚେକ୍‌ କରିପାରିବେ ରାଜଧାନୀବାସୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ପାଇଁ ସାରା ଦେଶରେ ଏବେ ଜୋରଦାର ଧରପଗଡ଼ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ  ମାସେ ସମୟ ଦେଇଛନ୍ତି ସରକାର। ଏହି ମାସକ ଭିତରେ ଗାଡ଼ି ଚାଳକଙ୍କୁ ପ୍ରଦୁଷଣ ପ୍ରମାଣପତ୍ର...

isro
ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୨: ୧୦ଟି ରୋଚକ ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଜାତୀୟ ପତାକା, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ସହ ମହାକାଶ ଯାଇଥିବା ଚନ୍ଦ୍ରଯାନ-୨ର ଆଜି ପରୀକ୍ଷା ବେଳ। ଫଳାଫଳକୁ ଅନେଇ ବସିଛନ୍ତି ସାରା ଭାରତର ଲୋକେ ଏବଂ ବିଶ୍ୱର ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ର। ୧. ଜୁଲାଇ ୨୨ରେ ବାହୁବଳୀ ରକେଟ୍‌ ବା ଜିଏସ୍‌ଏଲଭି ଏମ୍‌କେ...

2019_9largeimg05_Sep_2019_140035183
ଇସ୍ରୋ ନିୟନ୍ତ୍ରଣ କକ୍ଷରେ ମୋଦି; ୭୦ ଛାତ୍ରଛାତ୍ରୀଙ୍କ ସହ ଦେଖୁଛନ୍ତି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର ଦୃଶ୍ୟ ଦେଖିବାକୁ ସାରା ବିଶ୍ୱ ଅନାଇ ରହିଥିବାବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ଟ୍ୱିଟ୍‌ କରି ସମସ୍ତଙ୍କୁ ଆହ୍ୱାନ କରିଥିବା ମୋଦି ନିଜେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟର ନିୟନ୍ତ୍ରଣ କକ୍ଷରେ ବସି...

chandya
ଇତିହାସ ରଚିବାକୁ ଆଉ ମାତ୍ର କେଇ ମିନିଟର ଅପେକ୍ଷା; ସମୟ ନିର୍ଘଣ୍ଟ ଜାରିକଲା ଇସ୍ରୋ, ୧.୫୩ରେ ଚନ୍ଦ୍ର ଛୁଇଁବ ବିକ୍ରମ

ବେଙ୍ଗାଲୁରୁ: ଇତିହାସ ରଚିବାକୁ ଯାଉଛି ଭାରତ। ଉତ୍କଣ୍ଠାର ସହ ଚାହିଁଁ ରହିଛି ସାରା ବିଶ୍ୱ। କାରଣ ଭାରତର ମହାକାଶ ମହା ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ...

sarala-puraskar.jpg11
ସାରଳା ପୁରସ୍କାର ପାଇବେ ଡଃ ପ୍ରଦୀପ ଦାଶ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ଚଳିତବର୍ଷର ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଲଲାଟମୋହନ ପଟ୍ଟନାୟକ ମଧ୍ୟ ସଙ୍ଗୀତ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ। ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର...

bbsr
ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍ କ୍ୟୁରୀ ଓ ସଲିସିଟର୍ ଜେନେରାଲ୍

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରୀ ରଣଜିତ କୁମାର। ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍‌ କ୍ୟୁରୀ ରଣଜିତ କୁମାର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆସନ୍ତାକାଲି ପୁରୀ ଯିବୁ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା...

vv
ପୁରୀରେ ଉଚ୍ଛେଦକୁ ବିରୋଧ ପରେ ସରକାରଙ୍କ ବ୍ୟଗ୍ରତା; ଲୋଭ ଦେଖାଇବା ପାଇଁ ଚାଲିଛି ପ୍ରକଳ୍ପ ଘୋଷଣା

ପୁରୀ: ଉଚ୍ଛେଦ ଅଭିଯାନ ସରିଲେ ଚିକ୍‌ ଚିକ୍‌ ଦିଶିବ ଶ୍ରୀକ୍ଷେତ୍ର, ବ୍ୟାଘ୍ରଦ୍ୱାର। ୨୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ରଘୁନନ୍ଦନ ଲାଇବ୍ରେରୀ। ପରିକଳ୍ପିତ ବିଶ୍ୱ ଐତିହ୍ୟ ନଗରୀର ଚିକ୍‌ ମିକ୍‌ ରୂପ ଥିବା କିଛି ଫଟୋ ଛାଡ଼ି ସାଧାରଣ ଜନତାର ଆଖି ଝଲ୍ସାଇ ଦେଇଥିଲେ ସରକାର। ଗତକାଲି...

traffic-finnne
ନେତା ଓ ମନ୍ତ୍ରୀଙ୍କ ପାଇଁ ନିୟମ ନାହିଁ; ପୁଲିସ୍ ବି ବେଫିକର୍, ତଣ୍ଡ ଗଣୁଛି ଜନତା

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମକୁ ନେଇ ଲୋକେ ଛାନିଆ। କାରଣ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା। ହେଲେ ବଡ଼ବଡ଼ିଆଙ୍କ ପାଇଁ ଏହି ନିୟମ ଲାଗୁ ହେଲା ପରି ଲାଗୁନାହିଁ। ଆଜି ଲୋକସେବା ଭବନକୁ ଆସିଥିବା ନେତା ଓ ମନ୍ତ୍ରୀମାନେ ବିନା ସିଟ୍‌ ବେଲ୍‌ଟରେ ଯାଉଥିବା ଦେଖିବାକୁ ମିଳିଛି।...

swat
ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ଛାତ୍ରୀ

ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ ଜଣକ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କୁ ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର...