• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

helmate
ନିଜ ଦେଶର ମୁଖା ଖୋଲିଲେ ପାକିସ୍ତାନୀ ନେତା; କହିଲେ କେହି ସୁରକ୍ଷିତ ନାହାନ୍ତି 

ନୂଆଦିଲ୍ଲୀ: ପାକିସ୍ତାନର ମୁଖା ଖୋଲିଲେ ପାକିସ୍ତାନୀ ନେତା। ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାରେ ରଖିଛନ୍ତି  ଖୋଦ୍‌ ନିଜ ଦଳର ନେତା ବଳଦେବ କୁମାର। ପାକିସ୍ତାନରେ କେହି ସୁରକ୍ଷିତ ନାହାନ୍ତି। ହିନ୍ଦୁ ଓ ଶିଖ୍‌ ଅବସ୍ଥା ସୋଚନୀୟ ହୋଇପଡ଼ିଛି। ସେଠାରେ ସେମାନେ ବହୁତ ନିର୍ଯାତିତ...

dkl-2..1
ଢେଙ୍କାନାଳ ଡଙ୍ଗାବୁଡ଼ି ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁର ରମେଶ ସାହୁ । ୩ଦିନ ତଳେ ଗୋଟେ ହୁଲି ଡଙ୍ଗାରେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ...

rajua
ବନ୍ୟା ପାଣିରେ ୨୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା(ବଳରାମ ଲେଙ୍କାର): ସୋମବାର ରାତିରେ ରାଜୁଆ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପରିସ୍ଥିତି ଯୋଗୁ ୫ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ହୋଇଥିବା ପଞ୍ଚାୟତଗୁଡ଼ିକ ହେଲା...

terror
୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନାର ଏକ ସ୍ୱତନ୍ତ୍ର ଟିମ୍। ଏମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦୋକାନ ନଖୋଲିବାକୁ ଧମକ ଦେବା ସହ ହିଂସା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲେ। ଗିରଫ ଆତଙ୍କବାଦୀମାନେ ପାକିସ୍ତାନର ଲକ୍ସର-ଏ-ତୋଏବା ଆତଙ୍କବାଦୀ ସଂଗଠନର...

encounter (1)
ପୁରୀରେ ଡବଲ୍‌ ଏନ୍‌କାଉଣ୍ଟର୍; ଦୁଇ ମାଫିଆ ଆହତ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାରେ ଡବଲ୍ ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍...

jahada
ଝାଡ଼ାବାନ୍ତି ଆତଙ୍କ; ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିରୋଲ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି।  ଗାଁର ୨୦ରୁ ୨୫ ଜଣ ଏବେ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମେଡିକାଲ୍‌ରେ ଚିକିତ୍ସାଧିନ ଅଛନ୍ତି। ଏହା ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ...