ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୭୫ ମିଟର ପରିଧିର ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ ହେଉ...
ଆପଣ ଉପରେ ଦେଖୁଥିବା ଏହି ଦୁଇଟି ଫଟୋ ହେଉଛି ଗୁଜରାଟ ଦଙ୍ଗା ସମୟର। ସେହି ସମୟରେ ଏହି ଦୁଇଟି ଫଟୋ ବେଶ୍ ଭାଇରାଲ୍ ହୋଇଥିଲା। ଯାହା ଗୁଜରାଟ ଦଙ୍ଗାର ଭୟାବହତା ବୟାନ କରୁଥିଲା। ହେଲେ ଏହି ଫଟୋକୁ ନେଇ ଏବେବି ଅନେକ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି।...
ବାଲେଶ୍ୱର: ପ୍ରତିବର୍ଷ ପରି ଏଥର ମଧ୍ୟ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ସମାଜସେବୀ ତଥା ମିସ୍ ବାଲେଶ୍ଵର ଅଙ୍କିତା। ଏଥର ମଧ୍ୟ ସେପ୍ଟେମ୍ବର ୧୨ ତାରିଖ ଦିନ ସହରର ଏକ ବିଳାସପୂର୍ଣ୍ଣ ହୋଟେଲର ସମ୍ମିଳନୀ କକ୍ଷରେ ସେ ନିଜର ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ଏଠାରେ...
ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ସବୁ ସୀମା ଟପିଛି ପାକିସ୍ତାନ। ଚଳିତ ବର୍ଷ ପୂରିବାକୁ ଆହୁରି ୩ ମାସ ୧୫ ଦିନ ବାକିଥିବା ବେଳେ ପାକିସ୍ତାନ ଏଯାବତ୍ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର...
ମୁମ୍ବାଇ: ପାକିସ୍ତାନକୁ ପ୍ରଶଂସା କଲେ, ଆଉ ମୋଦି ସରକାରଙ୍କ ବିରୋଧରେ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ ଆଣିଲେ(ଏନ୍ସିପି) ନ୍ୟାସ୍ନାଲ୍ କଂଗ୍ରେସ ପାର୍ଟିଂ ନେତା ଶରଦ ପାୱାର। ପାକିସ୍ତାନର ଆତିଥେୟତାକୁ ଖୁବ୍ ପ୍ରଶଂସା କରିଛନ୍ତି ଏନ୍ସିପି ନେତା ଶରଦ ପାୱାର୍। ରାଜନୈତିକ ଫାଇଦା ପାଇଁ ଭାରତର କେନ୍ଦ୍ର ସରକାର...
ଅମରାବତୀ: ଆନ୍ଧ୍ରପ୍ରଦେଶର ଦେବୀପଟନମ୍ଠାରେ ବଡ଼ ଧରଣର ଡଙ୍ଗାବୁଡ଼ିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଦାବରୀ ନଦୀରେ ଘଟିଥିବା ଏହି ଦୁର୍ଗଟଣାରେ ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ବୁଡ଼ିଯାଇଛି। ଏଥିରେ ୫୦ ଜଣ ପର୍ଯ୍ୟଟକ ଥିଲେ ଏବଂ ୧୧ ଜଣ ଷ୍ଟାଫ୍ ଥିଲେ।...
ବେଙ୍ଗାଲୁରୁ: ଛାତ୍ରଛାତ୍ରୀଙ୍କଠାରୁ ମୋବାଇଲ୍ ଛଡ଼ାଇ ଆଣି ହାତୁଡ଼ିରେ ପିଟି ପିଟି ୧୬ଟି ମୋବାଇଲ୍ ଭାଙ୍ଗିଦେଲେ ପ୍ରନ୍ସିପାଲ୍। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ବ୍ୟବହାରରେ ଅତିଷ୍ଟ ହୋଇ ପ୍ରିନ୍ସପାଲ୍ ଏପରି କରିଛନ୍ତି। ଏ ଘଟଣା ହେଉଛି କର୍ଣ୍ଣାଟକ ‘ଏମ୍ଇଏସ୍ ଚୈତନ୍ୟ...
ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଥିବା ଭାରତୀୟ ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ଅବସରରେ ରପ୍ତାନୀ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା କରିବା ସହ ଗୃହ ନିର୍ମାଣ କ୍ଷେତ୍ରରେ ସୁଧାର...
ଭୁବନେଶ୍ୱର : ଦୁର୍ନୀତିଖୋର କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ବରଖାସ୍ତର ଖଣ୍ଡା। ଗୋଟିଏ ମାସରେ ୩୭ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ବାର୍ତ୍ତା। ତେବେ ଏଥିରେ ପୁଣି କେଁ ପୂରାଇଛନ୍ତି ବିରୋଧୀ। କେବଳ ତଳିଆ କର୍ମଚାରୀ...
ବାଲୁଗାଁ: ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨ । ଚିଲିକା ନିକଟ ରାଜହଂସରେ ଅଟକିଥିବା ଏହି ଜାହାଜକୁ ଉଦ୍ଧାର କରିବା ପାଇଁ ସିଙ୍ଗାପୁର ଜାହାଜ ଏମ୍ଭି-ଚିତା ପହଞ୍ଚିଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରାୟ ୪୦ ଦିନ ଧରି ଏହି ଜାହାଜ ଜିନ୍-ହ୍ୱା 32 ରାଜହଂସରେ ଅଚଳାବସ୍ଥାରେ...
ନୂଆଦିଲ୍ଲୀ: ଓସାମା ବିନ୍ ଲାଡେନ ପୁଅ ହମଜା ବିନ୍ ଲାଡେନ ନିହତ। ହମଜାର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଫଗାନିସ୍ତାନ-ପାକିସ୍ତାନ ଅଞ୍ଚଳରେ ହୋଇଥିବା ଆମେରିକାର ଆତଙ୍କୀ ନିରୋଧୀ ଅପରେସନ୍ରେ ହମ୍ଜାର ମୃତ୍ୟୁ ଘଟିଥିବା ସେ କହିଛନ୍ତି। କିନ୍ତୁ କେବେ ଏହି ଅପରେସନ୍ ହୋଇଥିଲା,...