କାବୁଲ: ଆଫଗାନିସ୍ତାନରେ ଏକ ନିର୍ବାଚନ ରାଲିରେ ଘଟିଥିବା ବୋମା ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ରାଜଧାନୀ କାବୁଲର ଉତ୍ତରାଞ୍ଚଳରେ ଆୟୋଜିତ ଏହି ରାଲିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍ ଘାନି ଯୋଗଦେବାର ଥିଲା। ଏହି ସମୟରେ ସେ ଘଟଣାସ୍ଥଳରେ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ସ୍ଥାନ...
ନୂଆଦିଲ୍ଲୀ: ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିୟମ ଅନୁସାରେ ଏନ୍ଏସ୍ଜି କମାଣ୍ଡୋମାନେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତି। ହେଲେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ହେଁ ସେ କୌଣସି ପ୍ରକାରର କମାଣ୍ଡୋଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶାହଙ୍କୁ ଏନ୍ଏସ୍ଜି ସୁରକ୍ଷା ବ୍ୟବସ୍ଥା ଯୋଗାଇ...
ଜୟପୁର: ଆଉ କଂଗ୍ରେସକୁ ସରକାର ଭାଙ୍ଗିବାର ଧମକ ଦେଇପାରିବେନି ବିଏସ୍ପି ସୁପ୍ରିମୋ ମାୟାବତୀ। କାରଣ ରାଜସ୍ଥାନରେ ବିଏସ୍ପିର ୬ ଜଣ ଯାକ ବିଧାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ବିଧାୟକମାନେ ପ୍ରଥମେ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ଭେଟିଥିଲେ। ଏହାପରେ ସେମାନେ କଂଗ୍ରେସରେ ବିଲୀନ ହେବାକୁ ଚାହୁଁଥିବା ତାଙ୍କୁ...
ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜନେତା ଭାବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜନ ନିରାପତ୍ତା ଆଇନ୍(ପିଏସ୍ଏ) ଜରିଆରେ ବନ୍ଦୀ କରାଯାଇଛି। ରବିବାର ସନ୍ଧ୍ୟାରୁ ଏହି ଆଇନ୍ ବଳରେ ଫାରୁକଙ୍କୁ ତାଙ୍କ ନିଜ ବାସଭବନର ଗୋଟିଏ ରୁମ୍ ଭିତରେ ଅଟକ ରଖାଯାଇଛି। ନିୟମ ଅନୁଯାୟୀ, ପିଏସ୍ଏ ଅନୁଯାୟୀ ବନ୍ଦୀ...
ଜୟପୁର(ଟି.ଗୌରୀ ଶଙ୍କର): OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ! ସେ ଅନ୍ଲାଇନ ଠକ ହାବୁଡ଼ରେ ପଡ଼ି ୭୪ ହଜାର ଟଙ୍କା ଗଣିଛନ୍ତି। କାର୍ ଚଳାଇବାକୁ ଆଶା ବାନ୍ଧିଥିବା ଜୟପୁରର ପୁଲୁ ଖରା ଛଦ୍ମ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ଟଙ୍କା ପୈଠ କରି ଶେଷରେ...
ପୁରୀ: ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବା ବେଳେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା...
ସମ୍ବଲପୁର: ସମ୍ବଲପୁର ଉପକଣ୍ଠ ବେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସଂପର୍କୀୟ ଭଉଣୀଙ୍କ ସହ କଥା ହେବାକୁ ନେଇ ଗତ ଶନିବାର ରାତିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ଲହୁଲୁହାଣ କରି ଦେଇଛନ୍ତି ସହପାଠୀ ଓ ସିନିୟର। ରାତି...
ଭୁବନେଶ୍ୱର: ମୁମ୍ବାଇରେ ଭୁଲ୍ ରନ୍ୱେରେ ବିମାନ ଅବତରଣ କଲେ ଏୟାର ଇଣ୍ଡିଆ ପାଇଲଟ୍। ଅଳ୍ପକେ ବର୍ତ୍ତିଲେ ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ୧୫୨ ଜଣ ଯାତ୍ରୀ। ତେବେ ଏଥିପାଇଁ ସମ୍ପୃକ୍ତ ବିମାନ ଏଆଇ-୬୬୯ର ପାଇଲଟ୍ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ଏନ୍ଆଇ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,...
ଭୁବନେଶ୍ୱର: ରି- କାର୍ପେଟିଂ ବା ରନ୍ ୱେ ମରାମତି ଲାଗି ପ୍ରାୟ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଭାବିତ ହେବ ବିମାନସେବା। ଆସନ୍ତା ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦରରେ ସମସ୍ତ ଅପରେସନ ବନ୍ଦ...
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସକୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ! ଏପରି ଅଭିଯୋଗ ଜଗତସିଂହପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ମୃତ...
କଟକ : ୧୦ ଘଣ୍ଟାରୁ ଅଧିକ ସମୟ ହେଲାଣି ନଈ ଭିତରେ ଫସି ରହିଛନ୍ତି ହାତୀପଲ। ମହାନଦୀ ମଝିରେ ୧୧ଟି ହାତୀ ଫସି ରହିଥିବା ଜଣାପଡ଼ିଛି। କଟକ ଭଗିପୁର ମହାନଦୀ ପାର ହେଉଥିବାବେଳେ ହାତୀପଲ ସେଠାରେ ଫସି ଯାଇଛନ୍ତି। ନଦୀ ପାର ହୋଇ ଆସିପାରୁ ନାହାନ୍ତି। କାରଣ ମଝିରେ...
ନୂଆପଡ଼ା: ସ୍କୁଲରେ ଭୂତ ଭୟ ଯୋଗୁ ସ୍କୁଲକୁ ଆସୁନାହାନ୍ତି ଛାତ୍ରଛାତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ନାଗଝର ଗାଁର ୟୁପି ସ୍କୁଲରେ ଏଭଳି ସ୍ଥିତି ଦେଖାଦେଇଛି। ସ୍କୁଲକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଅସ୍ୱାଭାବିକ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ପିଲାମାନେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ଅଭିଭାବକମାନେ...
ବଲାଙ୍ଗିର: କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ବାପା-ମା’ଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏକଥା ଜାଣିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ପୁଅ ରମେଶ ବରିହା। ଏତେମାତ୍ରାରେ ଡରି ଯାଇଛନ୍ତି ଯେ, ଗାଁକୁ ଯାଇ ପାରୁନାହାନ୍ତି। ଡେରା ପକାଇଛନ୍ତି ଏସ୍ପିଙ୍କ ଅଫିସରେ। ଏଣେ ଡାକ୍ତରଖାନାରେ ପଡ଼ି...
ଭୁବନେଶ୍ୱର: ସରକାରୀ ଚାକିରିଆ ପାଇଛନ୍ତି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ବି କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ଆଜି ସ୍ପଷ୍ଟ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଏହି ଚାକିରିଆମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନହେଲେ ଦରମାରୁ ଭରଣା କରାଯିବ ବୋଲି...
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଏବେ ରାଜ୍ୟରେ କଟକଣା ଲାଗିବ। ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ। ଆଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସହରାଞ୍ଚଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ସିଙ୍ଗଲ...